Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
13 verses
1ଯଦି ମୁଁ ମଣିଷମାନଙ୍କର ବିଭିନ୍ନ ଭାଷା ରେ ବା ସ୍ବର୍ଗଦୂତଙ୍କ ଭାଷା ରେ କହିପା ରେ, ମାତ୍ର ମାଠାେ ରେ ପ୍ ରମେ ନାହିଁ, ତାହାହେଲେ ମୁଁ ଶବ୍ଦ କାରକ ପିଟା ଘଣ୍ଟା ବା ଝାଞ୍ଜ ଭଳି ଅଟେ।
2ମାେ ପାଖ ରେ ଭାବବାଣୀ କହିବାର ଶକ୍ତି ଥାଇ ପା ରେ, ମୁଁ ପରମେଶ୍ବରଙ୍କ ସମସ୍ତ ନିଗୂଢ଼ ତତ୍ତ୍ବ ଜାଣି ଥାଇ ପା ରେ, ମାରେସମସ୍ତ ଜ୍ଞାନ ଥାଇପା ରେ, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମାହେର ସମ୍ପୂର୍ଣ୍ଣ ବିଶ୍ବାସ ଥାଇପା ରେ, କିନ୍ତୁ ଯଦି ମାଠାେ ରେ ପ୍ ରମେ ନାହିଁ, ତା' ହେଲେ ମୁଁ କିଛି ନୁହେଁ।
3ଯଦି ମୁଁ ମାରେ ସମସ୍ତ ସମ୍ପତ୍ତି ଦରିଦ୍ରକୁ ଖୁଆଇବା ପାଇଁ ଦାନ କରି ଦଇପୋ ରେ, ବା ନିଜ ଶରୀରକୁ ଦଗ୍ଧ ହବୋ ପାଇଁ ସମର୍ପଣ କରି ଦଇପୋ ରେ, ମାତ୍ର ମାହେର ପ୍ ରମେ ନ ଥାଏ, ତବେେ ମୁଁ କିଛି ପାଇବି ନାହିଁ।
4ପ୍ ରମେ ଦୀର୍ଘ ସହିଷ୍ଣୁ। ପ୍ ରମେ ଦୟାବାନ। ପ୍ ରମେ ରେ ଇର୍ଷା ନ ଥାଏ। ସେ ଗର୍ବ କରେ ନାହିଁ, ସେ ଅହଂକାରୀ ନୁହେଁ।
5ପ୍ ରମେ ଅନୁଚିତ ବ୍ଯବହାର କରେ ନାହିଁ, ସ୍ବାର୍ଥ ଚେଷ୍ଟା କରେ ନାହିଁ। ସହଜ ରେ ବିରକ୍ତ ହୁଏ ନାହିଁ। ପ୍ ରମେ କବେେ ହେଲେ ତା'ପ୍ରତି ହାଇେଥିବା ଅପକାରକୁ ମନ ରେଖ ନାହିଁ।
6ସେ ଅଧର୍ମ ରେ କଦାପି ଆନନ୍ଦ କରେ ନାହିଁ, ମାତ୍ର ସେ ସତ୍ଯ ରେ ଆନନ୍ଦ କରେ।
7ପ୍ ରମେ ସମସ୍ତ ବିଷୟ ସହ୍ଯ କରେ। ପ୍ ରମେ ସମସ୍ତ ବିଶ୍ବାସ କରେ ; ସମସ୍ତ ଭରସା କରେ, ସବୁ ବିଷୟ ରେ ର୍ଧୈୟ୍ଯ ଧରି ରହେ।
8ପ୍ ରମେ କଦାପି ଶଷେ ହୁଏ ନାହିଁ। ଯଦି ଭାବବାଣୀ ଥାଏ, ତାହା ଲୋପ ହବେ, ଅନକେ ଭାଷା କହିବା ଶକ୍ତି ବନ୍ଦ ହାଇଯେିବ ; ଯଦି ଜ୍ଞାନ ଥାଏ ତାହା ଲୋପ ହବେ।
9କାରଣ ଆମ୍ଭକୁ ଜ୍ଞାନ ଓ ଭବିଷ୍ଯତ୍ ବାଣୀ ଆଂଶିକ ହବୋରୁ ଏହା ଲୋପ ହବେ।
10କିନ୍ତୁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ସମସ୍ତ ଆଂଶିକ ବିଷୟ ଲୋପ ହବେ।
11ମୁଁ ଯେତବେେଳେ ଶିଖୁଥିଲି, ମୁଁ ଶିଶୁ ପରି କହୁଥିଲି, ମୁଁ ଶିଶୁ ପରି ବିଚାର କରୁଥିଲି, ମୁଁ ଶିଶୁ ପରି ଯୋଜନା କରୁଥିଲି। ଯେତବେେଳେ ମୁଁ ବୟସ୍କ ହଲିେ, ମୁଁ ସହେି ଶିଶୁ ବଳରେ କଥାଗୁଡ଼ିକୁ ଛାଡ଼ି ଦଲେି।
12ସହେି ପ୍ରକାର ଆମ୍ଭେ ଗୋଟିଏ ଦର୍ପଣ ସାହାୟ୍ଯ ରେ ଦେଖୁଛୁ, କିନ୍ତୁ ସେତବେେଳେ ଆମ୍ଭେ ପୁଷ୍ପ ଦେଖିବା। ମୁଁ ଏବେ କବଳେ ଆଂଶିକଭାବରେ ଜାଣିଛି, କିନ୍ତୁ ସେତବେେଳେ ପରମେଶ୍ବର ମାେତେ ଯେପରି ଜାଣିଛନ୍ତି, ସହେିପରି ମୁଁ ସମ୍ପୂର୍ଣ୍ଣ ଭାବରେ ଜାଣିବି।
13ଅତଏବ ବିଶ୍ବାସ, ଭରସା ଓ ପ୍ ରମେ ସ୍ଥାଯୀ ଅଟେ। ଉକ୍ତ ତିନୋଟି ମଧ୍ଯରୁ ପ୍ ରମେ ହେଉଛି ସର୍ବୋତ୍କୃଷ୍ଟ।