Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
23 verses
1ବର୍ତ୍ତମାନ ପରମେଶ୍ବରଙ୍କ ଲୋକମାନଙ୍କର ସାହାୟ୍ଯ ପାଇଁ ଅର୍ଥ ସଂଗ୍ରହ ବିଷୟ ରେ ମୁଁ ଗାଲାତୀୟ ମଣ୍ଡଳୀକୁ ଏ ସର୍କ ରେ ଦଇେ ଥିବା ନିର୍ଦ୍ଦଶମାନେ ତୁମ୍ଭମାନେେ ଅବଶ୍ଯ ପାଳନ କରିବା ଉଚିତ।
2ପ୍ରେତ୍ୟକକ ସପ୍ତାହର ପ୍ରଥମ ଦିନ ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକ ନିଜ ଆୟ ଅନୁଯାଯୀ ଯେତିକି ସମ୍ଭବ ନିଶ୍ଚୟ ସଞ୍ଚୟ କର। ତୁମ୍ଭମାନେେ ଏହାକୁ ଗୋଟିଏ ବିଶଷେ ସ୍ଥାନ ରେ ରଖି ଥାଅ। ଏପରି କଲେ, ମୁଁ ତୁମ୍ଭମାନଙ୍କ ପାଖ ରେ ପହଁଚିଲା ପରେ ତୁମ୍ଭମାନଙ୍କୁ ସଂଗ୍ରହ କରିବାକୁ ପଡ଼ିବ ନାହିଁ।
3ସଠାେରେ ପହଞ୍ଚିଲା ପରେ, ତୁମ୍ଭମାନେେ ଯେଉଁ ବ୍ଯକ୍ତିମାନଙ୍କୁ ବାଛିବ, ମୁଁ ସମାନଙ୍କେର ପରିଚୟ ପତ୍ର ସହିତ ତୁମ୍ଭମାନଙ୍କର ଦାନ ୟିରୁଶାଲମକୁ ପଠାଇ ଦବେି।
4ଯଦି ମାରେ ମଧ୍ଯ ୟିବାର ହୁଏ ସମାନେେ ମଧ୍ଯ ମାେ ସହିତ ଯିବେ।
5ମାରେ ମାକିଦନିଆ ବାଟ ଦଇେ ୟିବା କାର୍ୟ୍ଯକ୍ରମ ଅଛି। ମାକିଦନିଆ ବାଟ ଦଇେ ଗଲା ପରେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି।
6ସେତବେେଳେ ମୁଁ ତୁମ୍ଭମାନଙ୍କ ସହିତ କିଛି ସମୟ ଅତିବାହିତ କରିବି, ସମ୍ପୂର୍ଣ୍ଣ ବା ଶୀତକାଳ ତୁମ୍ଭମାନଙ୍କ ସହିତ ରହିବି। ତା'ପରେ, ମାେ ଯାତ୍ରା ରେ, ମୁଁ ଯେଉଁଠାକୁ ୟିବି, ତୁମ୍ଭମାନେେ ମାେତେ ସାହାୟ୍ଯ କରିପାରିବ।
7ମୁଁ ଏବେ ତୁମ୍ଭମାନଙ୍କ ସହିତ ଦଖାେ କରିବାକୁ ଇଚ୍ଛା କରୁ ନାହିଁ, କାରଣ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସହ ଅଧିକ ସମୟ ରହିବା ପାଇଁ ଆଶା କରେ।
8କିନ୍ତୁ ମୁଁ ଏଫିସ ନଗର ଠା ରେ ପେଣ୍ଟିକଷ୍ଟ ପର୍ବ ପର୍ୟ୍ଯନ୍ତ ରହିବି।
9କାରଣ ସଠାେରେ ଫଳପ୍ରଦ କାର୍ୟ୍ଯ ନିମନ୍ତେ ମାେ ପାଇଁ ଏକ ମହାନ୍ ସୁ ଯୋଗର ଦ୍ବାର ଖାେଲା ହାଇେଛି। ସଠାେରେ ମାରେ ଅନକେ ବିପକ୍ଷ ମଧ୍ଯ ଅଛନ୍ତି।
10ତୀମଥି ତୁମ୍ଭମାନଙ୍କ ପାଖକୁ ଆସି ପାରନ୍ତି। ତୁମ୍ଭମାନଙ୍କ ମଧିଅରେ ସେ ଯେପରି ସ୍ବଚ୍ଛନ୍ଦ ରେ ରୁହନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କ ପ୍ରତି ମନୋୟୋଗୀ ହୁଅ। ମାେ ଭଳି ସେ ମଧ୍ଯ ପ୍ରଭୁଙ୍କ ପାଇଁ କାମ କରୁଛନ୍ତି।
11ଅତଏବ ତୀମଥିଙ୍କୁ କହେି ଯେପରି ଗ୍ରହଣ କରିବାକୁ ମନା ନ କରେ। ସେ ଯେପରି ମାେ ପାକରେ ଆସି ପହଁଞ୍ଚିବେ ଏଥିପାଇଁ ତାହାଙ୍କୁ ଶାନ୍ତି ପୂର୍ବକ ୟିବା ରେ ସାହାୟ୍ଯ କର। ମୁଁ ଅନ୍ୟ ଭାଇମାନଙ୍କ ସହିତ ତାହାଙ୍କ ଫରେିବା ବାଟକୁ ଚାହିଁ ବସିଛି।
12ଆପଲ୍ଲ ଭାଇଙ୍କ ବିଷୟ ରେ ଲେଖୁଛି। ଅନ୍ୟ ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ସହିତ ତୁମ୍ଭମାନଙ୍କ ପାଖକୁ ୟିବା ପାଇଁ ମୁଁ ତାହାକୁ ବହୁତ ଅନୁ ରୋଧ କଲି କିନ୍ତୁ ଏବେ ୟିବା ପାଇଁ ସେ ଆଦୌ ଚାହୁଁ ଚାହାଁନ୍ତି। କିନ୍ତୁ ଯେତବେେଳେ ସୁଯୋଗ ହବେ, ସେ ତୁମ୍ଭମାନଙ୍କ ପାଖକୁ ଯିବେ।
13ସାବଧାନ ରୁହ। ଦୃଢ଼ ଭାବେ ନିଜ ବିଶ୍ବାସ ରେ ଅଟଳ ରୁହ। ସାହସୀ ହୁଅ, ବଳବାନ ହୁଅ। ପ୍ରେତ୍ୟକକ କର୍ମ ପ୍ ରମରେ ସାଧିତ କର।
15ତୁମ୍ଭମାନେେ ସ୍ତିଫାନର ପରିବାରବର୍ଗଙ୍କୁ ଜାଣିଛ। ସମାନେେ ଆଖାଯା ଦେଶର ପ୍ରଥମ ବିଶ୍ବାସୀ ଥିଲେ। ସମାନେେ ପରମେଶ୍ବରଙ୍କ ଲୋକମାନଙ୍କ ସବୋ ରେ ନିଜକୁ ସମର୍ପିତ କରିଛନ୍ତି।
16ଭାଇ ଓ ଭଉଣୀମାନେ ! ମୁଁ ତୁମ୍ଭମାନଙ୍କୁ ଅନୁ ରୋଧ କରୁଛି ଯେ ତୁମ୍ଭମାନେେ, ଏହିପ୍ରକାର ଲୋକ ଓ ସମାନଙ୍କେ ସହିତ ପରମେଶ୍ବରଙ୍କ ପାଇଁ ପରିଶ୍ରମ କରି ସବୋ କରୁଥିବା ଲୋକମାନଙ୍କର ବଶୀଭୂତ ହୁଅ।
17ମୁଁ ସ୍ତିଫାନ, ଫତ୍ତୂର୍ନାଢ ଓ ଆଖାଯିକଙ୍କ ଆଗମନ ରେ ଆନନ୍ଦ କରୁଛି। କାରଣ ମାେ ପାଇଁ ଯାହା ତୁମ୍ଭମାନେେ କରି ପାରି ନାହଁ, ତାହା ସମାନେେ କରି ପାରିଲେ।
18ସମାନେେ ମାେ ଆତ୍ମାକୁ ଏବଂ ତୁମ୍ଭ ଆତ୍ମାକୁ ମଧ୍ଯ ଆରାମ ପ୍ରଦାନ କରିଛନ୍ତି। ତୁମ୍ଭମାନେେ ଏଭଳି ଲୋକମାନଙ୍କୁ ସମ୍ମାନ କରିବା ଉଚିତ୍।
19ଏସିଆର ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ଅଭିବାଦନ ଜଣାନ୍ତି। ଆକ୍ବିଲା ଓ ପ୍ରୀସ୍କା ପ୍ରଭୁଙ୍କ ନାମ ରେ ଅନକେ ଅଭିବାଦନ ପଠାନ୍ତି। ତାହାଙ୍କ ଘ ରେ ମିଳିତ ହେଉଥିବା ମଣ୍ଡଳୀ ତୁମ୍ଭମାନଙ୍କୁ ମଧ୍ଯ ଅଭିବାଦନ ଜଣାଏ।
20ସମସ୍ତ ଭାଇ ଓ ଭଉଣୀଙ୍କର ତୁମ୍ଭମାନଙ୍କୁ ନମସ୍କାର। ଯେତବେେଳେ ତୁମ୍ଭମାନେେ ଏକତ୍ର ହେଉଛ, ପରସ୍ପରକୁ ପବିତ୍ର ଚୁମ୍ବନ ଦଇେ ଅଭିବାଦନ ଜଣାଅ।
21ମୁଁ ପାଉଲ, ନିଜ ହାତ ରେ ତୁମ୍ଭମାନଙ୍କୁ ନମସ୍କାର ଲେଖି ଜଣାଉଛି।
22ଯଦି କିଏ ପ୍ରଭୁଙ୍କୁ ପ୍ ରମେ କରୁ ନାହିଁ, ତାହାହେଲେ ସେ ଲୋକ ପରମେଶ୍ବରଙ୍କ ଠାରୁ ବିଚ୍ଛିନ୍ନ ହାଇେ ସେ ଅନନ୍ତକାଳ ପାଇଁ ବିନଷ୍ଟ ହବେ।
23ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କର ସହବର୍ତ୍ତୀ ହେଉ।
24ଖ୍ରୀଷ୍ଟଯୀଶୁଙ୍କ ଠା ରେ ତୁମ୍ଭ ସମସ୍ତଙ୍କ ପ୍ରତି ମାରେ ପ୍ ରମେ ଭାବ ରହିଥାଉ।