Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
17 verses
1ଅନନ୍ତର କିରିଯଥ-ୟିଯାରୀମୀଯ ଲୋକମାନେ ଆସିଲେ ଏବଂ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇଗେଲେ। ସମାନେେ ପର୍ବତସ୍ଥିତ ଅବୀନାଦବର ଗୃହକକ୍ସ୍ଟ ତାହା ଆଗିଲେ। ସଦାପ୍ରଭୁଙ୍କ ସିନ୍ଦକ୍ସ୍ଟକ ଜଗିବାକକ୍ସ୍ଟ ତା'ର ପକ୍ସ୍ଟତ୍ର ଇଲିଯାସରକକ୍ସ୍ଟ ବିଶଷେ ଉତ୍ସବ ମାଧ୍ଯମ ରେ ପବିତ୍ର କଲେ।
2ସଦାପ୍ରଭୁଙ୍କ ସିନ୍ଦକ୍ସ୍ଟକ କିରିଯଥ୍-ୟିଯାରୀମ ରେ କୋଡିଏ ବର୍ଷ ରହିଲା।
3ତା'ପରେ ଶାମକ୍ସ୍ଟଯଲେ ଇଶ୍ରାୟେଲୀୟମାନଙ୍କୁ କହିଲେ, "ପ୍ରକୃତ ରେ ତୁମ୍ଭମାନେେ ଯଦି ହୃଦଯର ସହିତ ସଦାପ୍ରଭୁଙ୍କ ପାଖକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିଛ, ତବେେ ତୁମ୍ଭମାନେେ ବିଦେଶୀ ପ୍ରତିମାଗୁଡିକୁ ଓ ଅଷ୍ଟାରୋତ ପ୍ରତିମା ଫିଙ୍ଗିଦିଅ। ତୁମ୍ଭମାନେେ ସଦାପ୍ରଭୁଙ୍କ ନିକଟରେ ସମର୍ପଣ କର ଓ କବଳେ ତାଙ୍କୁ ହିଁ ସବୋ କର। ସଦାପ୍ରଭୁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ରକ୍ଷା କରିବେ।"
4ଇଶ୍ରାୟେଲୀୟମାନେ ସମାନଙ୍କେର ବାଲ୍ ଓ ଅଷ୍ଟାରୋତ ପ୍ରତିମୂର୍ତ୍ତିକକ୍ସ୍ଟ ଫିଙ୍ଗି ଦେଲେ। ସମାନେେ କବଳେ ସଦାପ୍ରଭୁଙ୍କର ସବୋ କଲେ।
5ଶାମକ୍ସ୍ଟଯଲେ କହିଲେ, "ଇଶ୍ରାୟେଲୀୟମାନେ ତୁମ୍ଭମାନେେ ସମସ୍ତେ ମିସପୀ ରେ ମିଳିତ ହକ୍ସ୍ଟଅ। ମୁ ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି।"
6ଇଶ୍ରାୟେଲୀୟମାନେ ମିସପୀ ରେ ମିଳିତ ହେଲେ ଏବଂ ପାଣି ଆଣିଲେ ଏବଂ ସଦାପ୍ରଭୁଙ୍କ ଆଗ ରେ ତାହା ଢାଳିଲେ। ସମାନେେ ସହେିଦିନ ଉପବାସ ପାଳନ କଲେ। ସମାନେେ କହିଲେ, "ଆମ୍ଭମାନେେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରୁଛକ୍ସ୍ଟ।" ଶାମକ୍ସ୍ଟଯଲେ ମିସପୀ ରେ ଇଶ୍ରାୟେଲୀୟମାନଙ୍କର ବିଗ୍ଭର କଲେ।
7ପଲେଷ୍ଟୀୟମାନେ ଶୁଣିଲେ ଯେ ଇଶ୍ରାୟେଲୀୟମାନେ ମିସ୍ପୀ ରେ ମିଳିତ ହେଉଛନ୍ତି। ତେଣୁ ପଲେଷ୍ଟୀୟର ଶାସକ ଇଶ୍ରାୟେଲୀୟମାନଙ୍କ ବିପକ୍ଷ ରେ ୟକ୍ସ୍ଟଦ୍ଧ କରିବାକୁ ଆଗଇେ ଆସିଲେ। ଯେତବେେଳେ ଇଶ୍ରାୟେଲୀୟମାନେ ଏହା ଶୁଣିଲେ, ସମାନେେ ଭୟ କଲେ।
8ଇଶ୍ରାୟେଲୀୟମାନେ ଶାମୁୟେଲଙ୍କୁ କହିଲେ, "ଆମ୍ଭମାନଙ୍କ ପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ନିକଟରେ ପ୍ରାର୍ଥନା ବନ୍ଦ କର ନାହିଁ, ପଲେଷ୍ଟୀୟଙ୍କ କବଳରକ୍ସ୍ଟ ଆମକକ୍ସ୍ଟ ରକ୍ଷା କରିବାକୁ ପରମେଶଓରଙ୍କୁ ଗକ୍ସ୍ଟହାରି କର।"
9ଶାମକ୍ସ୍ଟଯଲେ ଗୋଟିଏ ମେଣ୍ତାଛକ୍ସ୍ଟଆ ନେଲେ ଏବଂ ସଦାପ୍ରଭୁଙ୍କୁ ସଐର୍ଣ୍ଣ ହାମବେଳି ରୂପେ ଏହା ଉତ୍ସର୍ଗ କଲେ। ଶାମକ୍ସ୍ଟଯଲେ ଇଶ୍ରାୟେଲୀୟମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ସଦାପ୍ରଭୁ ଶାମୁୟେଲଙ୍କ ପ୍ରାର୍ଥନାର ଉତ୍ତର ଦେଲେ।
10ଶାମକ୍ସ୍ଟଯଲେ ନବୈେଦ୍ଯକକ୍ସ୍ଟ ଦଗ୍ଧ କରିବା ସମୟରେ ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ କରିବା ପାଇଁ ଆସିଲେ କିନ୍ତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ଆଗ ରେ ଖକ୍ସ୍ଟବ୍ ଜାରେ ରେ କୋଳାହଳ କଲେ ଏବଂ ପଲେଷ୍ଟୀୟମାନେ ଡରିଗଲେ ଓ ଦ୍ବନ୍ଦ ରେ ପଡିଗଲେ, ସେଥିପାଇଁ ଇଶ୍ରାୟେଲୀୟମାନେ ସମାନଙ୍କେୁ ପରାସ୍ତ କଲେ।
11ଇଶ୍ରାୟେଲୀୟମାନେ ମିସ୍ପୀର ପଲେଷ୍ଟୀୟଙ୍କକ୍ସ୍ଟ ଅନକ୍ସ୍ଟଧାବନ କଲେ। ସମାନେେ ବୈଥ୍-କର ପର୍ୟ୍ଯନ୍ତ ସମାନଙ୍କେୁ ଅନକ୍ସ୍ଟଧାବନ କଲେ। ସମାନେେ ପଲେଷ୍ଟୀୟ ୈସନ୍ଯମାନଙ୍କୁ ସହେି ରାସ୍ତା ରେ ହତ୍ଯା କଲେ।
12ଶାମକ୍ସ୍ଟଯଲେ ଏକ ପଥର ପ୍ରତିଷ୍ଠା କଲେ। ସେ ଏହା କରିବାର ଉଦ୍ଦେଶ୍ଯ ଲୋକମାନଙ୍କୁ ସାହାୟ୍ଯ କରିବା ଏବଂ ସଦାପ୍ରଭୁଙ୍କର ସାହାୟ୍ଯ ମନେ ରଖିବା, ସେ ଏହି ପଥରକକ୍ସ୍ଟ ମିସ୍ଫୀ ଓ ଶନେ ମଧିଅରେ ପ୍ରତିଷ୍ଠା କଲେ ଏହାର ନାମ "ସାହାୟ୍ଯକାରୀ ପଥର" ରଖିଲେ। ଶାମକ୍ସ୍ଟଯଲେ କହିଲେ, "ସଦାପ୍ରଭୁ ଆମ୍ଭକକ୍ସ୍ଟ ଏ ସ୍ଥାନ ରେ ସବୁ ପ୍ରକାର ସାହାୟ୍ଯ କରିଛନ୍ତି।"
13ପଲେଷ୍ଟୀୟମାନେ ପରାସ୍ତ ହେଲେ। ସମାନେେ ପକ୍ସ୍ଟଣି ଇଶ୍ରାୟେଲ ରେ ପ୍ରବେଶ କଲେ ନାହିଁ। ସଦାପ୍ରଭୁ ଶାମୁୟେଲଙ୍କ ଅବଶିଷ୍ଟ ଜୀବନ କାଳ ରେ ପଲେଷ୍ଟୀୟଙ୍କ ବିରକ୍ସ୍ଟଦ୍ଧ ରେ ଗଲେ।
14ପଲେଷ୍ଟୀୟମାନେ ଇଶ୍ରାୟେଲଠାରକ୍ସ୍ଟ ଇକ୍ରୋଣଠାରକ୍ସ୍ଟ ଗାଥ୍ ପର୍ୟ୍ଯନ୍ତ ସହର ଛଡାଇ ନଇେଥିଲେ?
15ଶାମକ୍ସ୍ଟଯଲେ ତାଙ୍କର ଜୀବନସାରା ଇଶ୍ରାୟେଲର ନତେୃତ୍ବ ନେଲେ।
16ସେ ପ୍ରତିବର୍ଷ ଦେଶର ଚତକ୍ସ୍ଟର୍ଦ୍ଦିଗ ୟାତ୍ରା କରନ୍ତି। ସେ ବୈଥେଲ୍, ଗିଲ୍ଗିଲ୍ ଓ ମିସଫୀ ପ୍ରଭକ୍ସ୍ଟତି ସ୍ଥାନକକ୍ସ୍ଟ ୟାତ୍ରା କଲେ। ସେ ଲୋକଙ୍କକ୍ସ୍ଟ ଅନକ୍ସ୍ଟଧ୍ଯାନ କରି ଶାସନ ଚଳାଇଲେ।
17ଶାମକ୍ସ୍ଟଯଲେ ଘର ରାମା, ତେଣୁ ସେ ସଠାେକକ୍ସ୍ଟ ଫରେି ଆସକ୍ସ୍ଟଥିଲେ। ସେ ରାମାଠାରକ୍ସ୍ଟ ଲୋକଙ୍କକ୍ସ୍ଟ ଅନକ୍ସ୍ଟଧ୍ଯାନ କରୁଥିଲେ ଓ ସଠାେରକ୍ସ୍ଟ ଶାସନ କରୁଥିଲେ। ତେଣୁ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କ ପାଇଁ ରାମା ରେ ୟଜ୍ଞବଦେୀ ନିର୍ମାଣ କରିଥିଲେ।