Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
18 verses
1ମାେ ମିତ୍ରଗଣ, ଏହି ଦ୍ବିତୀୟ ପତ୍ର ମୁଁ ତୁମ୍ଭକୁ ଲେଖୁଅଛି। ତୁମ୍ଭକୁ କେତଗେୁଡ଼ିଏ ବିଷୟ ମନେ ପକାଇ ଦବୋ ଲାଗି ମୁଁ ଦୁଇଟି ପତ୍ର ଲେଖିଛି।
2ପବିତ୍ର ଭବିଷ୍ଯଦ୍ ବକ୍ତାମାନେ ଅତୀତ ରେ ଯାହା କିଛି କହି ଯାଇଛନ୍ତି ମୁଁ ଚା ହେଁ ଯେ, ସଗେୁଡ଼ିକୁ ତୁମ୍ଭମାନେେ ମନେ ପକାଅ। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯେଉଁ ଆଜ୍ଞା ଦଇେଛନ୍ତି, ସଗେୁଡ଼ିକୁ ମଧ୍ଯ ମନେ ପକାଅ। ତୁମ୍ଭମାନଙ୍କ ପ୍ ରରେିତମାନଙ୍କ ମାଧ୍ଯମ ରେ ସେ ଆମ୍ଭକୁ ଏହି ଆଜ୍ଞା ଦଇେଥିଲେ।
3ପ୍ରଥମେ, ଶଷେ ଦିନଗୁଡ଼ିକରେ କ'ଣ କ'ଣ ଘଟିବ, ସଗେୁଡ଼ିକ ବୁଝିବା ତୁମ୍ଭର ଦରକାର। ଲୋକେ ତୁମ୍ଭକୁ ପରିହାସ କରିବେ। ସମାନେେ ନିଜ ଇଚ୍ଛା ରେ ମନ୍ଦ କାର୍ୟ୍ଯ କରି ଜୀବନଧାରଣ କରିବେ।
4ସମାନେେ କହିବେ, "ଯୀଶୁ ପୁନର୍ବାର ଆସିବା ପାଇଁ କହିଥିଲେ। ସେ କାହାନ୍ତି ? ଆମ୍ଭର ପିତାମାନେ ମରିଛନ୍ତି। କିନ୍ତୁ ଜଗତ ସୃଷ୍ଟି ହେଲା ବଳେୁ ସହେିପରି ଭାବରେ ଚାଲିଛି।"
5ସୁଦୂର ଅତୀତ ରେ କ'ଣ ଘଟିଥିଲା, ସମାନେେ ତାହା ମନେ ପକାଇବା ପାଇଁ ଇଚ୍ଛା କରନ୍ତି ନାହିଁ। ଆକାଶମଣ୍ଡଳ ଥିଲା, ପରମେଶ୍ବର ପାଣିରୁ ଓ ପାଣି ଦ୍ବାରା ଜଗତକୁ ସୃଷ୍ଟି କଲେ। ପରମେଶ୍ବରଙ୍କ ବାକ୍ଯ ଦ୍ବାରା ଏହା ସାଧିତ ହେଲା।
6ତାହା ପରେ ସହେି ସଂସାର ପ୍ରଳୟଙ୍କାରୀ ବନ୍ଯା ଜଳ ଦ୍ବାରା ନଷ୍ଟ ହାଇଗେଲା।
7ମାତ୍ର ପରମେଶ୍ବରଙ୍କ ସହେି ବାକ୍ଯ ଦ୍ବାରା ଆକାଶମଣ୍ଡଳ ଓ ବର୍ତ୍ତମାନର ଜଗତ ରହିଅଛି। ଆକାଶମଣ୍ଡଳ ଓ ପୃଥିବୀ ଅଗ୍ନି ଦ୍ବାରା ବିନଷ୍ଟ ହବୋ ନିମନ୍ତେ ରକ୍ଷିତ ଅଛି। ପରମେଶ୍ବରଙ୍କ ସମସ୍ତ ବିରୋଧୀ ଲୋକମାନେ ପୁଣି ଆକାଶମଣ୍ଡଳ ଓ ପୃଥିବୀ ନଷ୍ଟ ହବୋ ନିମନ୍ତେ ବିଚାର ଦିନ ପର୍ୟ୍ଯନ୍ତ ସୁରକ୍ଷିତ ଥିବେ।
8ପ୍ରିୟ ମିତ୍ରଗଣ, କିନ୍ତୁ ଏହି ବିଶଷେ କଥା ଭୁଲ ନାହିଁ, ପରମେଶ୍ବରଙ୍କ ଲାଗି ଗୋଟିଏ ଦିନ ହଜାର ବର୍ଷ ଭଳି ଓ ହଜାର ବର୍ଷ ଗୋଟିଏ ଦିନ ଭଳି ଅଟେ।
9ଯଦିଓ କିଛି ଲୋକେ ଏହାକୁ ଡରେି ବୋଲି ଭାବୁଛନ୍ତି, ତଥାପି ପରମେଶ୍ବର ନିଜ ପ୍ରତିଜ୍ଞା ପୂରଣ କରିବା ରେ ଡ଼ରେି କରିବେ ନାହିଁ। ବରଂ ପରମେଶ୍ବର ତୁମ୍ଭ ପ୍ରତି ର୍ଧୈୟ୍ଯବାନ ହେଉଛନ୍ତି। ପରମେଶ୍ବର କୌଣସି ଲୋକ ନଷ୍ଟ ହେଉ ବୋଲି ଚାହାଁନ୍ତି ନାହିଁ। ପରମେଶ୍ବର ଚାହାଁନ୍ତି ଯେ ପ୍ରେତ୍ୟକକ ଲୋକ ନିଜର ହୃଦୟ ପରିବର୍ତ୍ତନ କରୁ ଓ ପାପ କରିବାକୁ କ୍ଷାନ୍ତ ହେଉ।
10କିନ୍ତୁ ଚୋର ଆସିବା ଦିନପରି, ପ୍ରଭୁଙ୍କ ଆସିବା ଦିନଟି ପ୍ରେତ୍ୟକକଙ୍କୁ ଆଶ୍ଚର୍ୟ୍ଯ କରିବ। ଭୟଙ୍କର ଗର୍ଜନ ସହିତ ଆକାଶମଣ୍ଡଳ ଅଦୃଶ୍ଯ ହାଇୟିବେ। ଆକାଶମଣ୍ଡଳର ସମସ୍ତ ବସ୍ତୁ ଅଗ୍ନି ରେ ଧ୍ବଂସ ହାଇଯେିବ। ଜଗତ ଏହାର ସମସ୍ତ ବିଷୟ ସହିତ ଜଳି ୟିବ।
11ମୁଁ କହିଲା ଭଳି, ଏପରି ଭାବରେ ସବୁ କିଛି ନଷ୍ଟ ହାଇଯେିବ। ଅତଏବ, ତୁମ୍ଭେ କିପରି ଲୋକ ହବୋ ଉଚିତ ? ତୁମ୍ଭେ ପବିତ୍ର ଜୀବନଯାପନ କରି ପରମେଶ୍ବରଙ୍କ ସବୋ କରିବା ଉଚିତ।
12ପ୍ରଭୁଙ୍କ ଦିନଟି ଆସିବା ପାଇଁ ତୁମ୍ଭେ ଅପେକ୍ଷା ରେ ରହିବା ଉଚିତ। ସହେି ଦିନ ଆସିଲେ ଅଗ୍ନି ଦ୍ବାରା ଆକାଶ ନଷ୍ଟ ହାଇେ ୟିବ ଓ ଆକାଶ ରେ ଥିବା ସବୁ ମୌଳିକ ବସ୍ତୁଗୁଡ଼ିକ ଉତ୍ତାପରେ ତରଳି ୟିବ।
13କିନ୍ତୁ ପରମେଶ୍ବର ଆମ୍ଭକୁ ଗୋଟିଏ ପ୍ରତିଶ୍ରୁତି ଦଇେଛନ୍ତି। ଆମ୍ଭମାନେେ ତାହାଙ୍କ ପ୍ରତିଜ୍ଞାନୁସା ରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ଜଗତର ଅପେକ୍ଷା ରେ ଅଛୁ। ତାହା ଧାର୍ମିକତାର ବାସସ୍ଥଳୀ ହବ���।
14ପ୍ରିୟ ମିତ୍ରଗଣ, ଏହି ଘଟଣା ଘଟିବା ପାଇଁ ଆମ୍ଭେ ଅପେକ୍ଷା ରେ ଅଛୁ। ଅତଏବ ପାପ ଓ ଦୋଷ ନ କରିବା ପାଇଁ କଠାେର ପରିଶ୍ରମ କର। ପରମେଶ୍ବରଙ୍କ ସହିତ ଶାନ୍ତି ରେ ରହିବାକୁ ଚେଷ୍ଟା କର।
15ପ୍ରଭୁ ର୍ଧୈୟ୍ଯବାନ ବୋଲି ଆମ୍ଭେ ରକ୍ଷା ପାଇଛୁ, ଏହା ମନରେଖ। ପରମେଶ୍ବରଙ୍କ ପ୍ରଦତ୍ତ ଜ୍ଞାନ ବଳ ରେ ଆମ୍ଭର ପ୍ରିୟ ଭାଇ ପାଉଲ ତୁମ୍ଭକୁ ଲେଖିଲା ବେଳେ ସେ ସହେି କଥା କହିଥିଲେ।
16ନିଜର ସମସ୍ତ ପତ୍ରଗୁଡ଼ିକରେ ପାଉଲ ଏହିକଥା ଲେଖନ୍ତି। େ ବେଳବେଳେ ପାଉଲଙ୍କ ପତ୍ର ରେ କେତକେ କଥା ବୁଝିବା ପାଇଁ କଷ୍ଟକର ହୁଏ। େକେତେଲାକ ସହେି କଥାଗୁଡ଼ିକୁ ଭୁଲ ଭାବରେ ବ୍ଯାଖ୍ଯା କରନ୍ତି। ସମାନେେ ମୂର୍ଖ ଓ ବିଶ୍ବାସ ରେ ଦୁର୍ବଳ। ସହେି ଲୋକମାନେ ଅନ୍ୟ ଶାସ୍ତ୍ରଗୁଡ଼ିକୁ ମଧ୍ଯ ଭୁଲଭାବେ ବୁଝାଇଥାନ୍ତି। କିନ୍ତୁ ଏପରି କରିବା ଦ୍ବାରା ସମାନେେ ନିଜର ଅନିଷ୍ଟ କରୁଛନ୍ତି।
17ପ୍ରିୟ ମିତ୍ରଗଣ, ତୁମ୍ଭେ ଏହି ବିଷୟ ରେ ଆଗରୁ ଜାଣ। ଅତଏବ ସାବଧାନ ରୁହ। ସହେି ମନ୍ଦ ଲୋକମାନେ କରୁଥିବା ମନ୍ଦକାର୍ୟ୍ଯ ଦ୍ବାରା ତୁମ୍ଭେ ନିଜକୁ ପ୍ରଭାବିତ ହବୋକୁ ଦିଅ ନାହିଁ। ନିଜ ଦୃଢ଼ ବିଶ୍ବାସରୁ ବିଚଳିତ ନ ହବୋ ପାଇଁ ସାବଧାନ ରୁହ।
18କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହ ରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।