Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
23 verses
1ଦାଉଦ ପର୍ବତ ଶୃଙ୍ଗ ପାର ହାଇେ କିଛି ବାଟ ଗଲାପରେ ମଫୀବୋଶତର ଦାସ ସୀବଃ ସଜ୍ଜିତ ଦକ୍ସ୍ଟଇଟି ଗଧ ସଙ୍ଗ ରେ ଯାଉଥିବାର ଦେଖିଲେ। ସେ ଗଧମାନଙ୍କ ଉପରେ 200 ରୋଟୀ ଏବଂ100 ପୋଣ୍ତା ଦ୍ରାକ୍ଷାଫଳ ଏବଂ100 ଗ୍ରୀଷ୍ମକାଳିନ ଫଳ ଏବଂ ଏକ କକ୍ସ୍ଟମ୍ଫା ଦ୍ରାକ୍ଷାରସ ଥିଲା।
2ରାଜା ଦାଉଦ ସୀବଃକକ୍ସ୍ଟ ପଚାରିଲେ, "ଏଗକ୍ସ୍ଟଡିକ କାହା ପାଇଁ?"
3ରାଜା ଦାଉଦ ପଚାରିଲେ, "ତକ୍ସ୍ଟମ୍ଭ ମୂନିବର ପକ୍ସ୍ଟତ୍ର କାହିଁ।"
4ତା'ପରେ ରାଜା ସୀବଃକକ୍ସ୍ଟ କହିଲେ, " ସହେି କାରଣରକ୍ସ୍ଟ, ବର୍ତ୍ତମାନ ମୁ ତୁମ୍ଭକୁ ମଫୀବୋଶତର ସର୍ବସ୍ବ ଦେଉଛି।"
5ଦାଉଦ ବହକ୍ସ୍ଟରୀମକକ୍ସ୍ଟ ଗଲେ, ସଠାେରେ ଦେଖିଲେ ଶାଉଲ ବଂଶର ଏକ ବ୍ଯକ୍ତି ସଠାେରକ୍ସ୍ଟ ବାହାରି ଆସିଲା, ତା'ର ନାମ ଥିଲା ଶିମିଯି। ସେ ଥିଲା ଗରୋର ପକ୍ସ୍ଟତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କକ୍ସ୍ଟ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷଯ ରେ ଗାଳି କରି କରି ବାହାରକ୍ସ୍ଟ ଥିଲା।
6ଶିମିଯି ଗାଳି ଦେଉଦେଉ ଦାଉଦ ଓ ତାଙ୍କର ସୈନ୍ଯମାନଙ୍କ ଉପରକକ୍ସ୍ଟ ପଥର ଫିଙ୍ଗକ୍ସ୍ଟ ଥିଲା। କିନ୍ତୁ ଦାଉଦଙ୍କର ସୈନ୍ଯଦଳ ଓ ଲୋକମାନେ ଦାଉଦଙ୍କକ୍ସ୍ଟ ଘରେି କରି ରହିଥିଲେ।
7ଶିମିଯି ଦାଉଦଙ୍କକ୍ସ୍ଟ ଅଭିଶାପ ଦେଉଥିଲା ଏବଂ କହିଲା, "ଆ ରେ ହତ୍ଯାକାରୀ ଏବଂ ମନ୍ଦ ଲୋକ ଏଠାରକ୍ସ୍ଟ ଦୂର ହକ୍ସ୍ଟଅ।
8ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଣ୍ତ ଦେଉଛନ୍ତି, କାରଣ ତୁମ୍ଭେ ଶାଉଲଙ୍କର ପରିବାରର ଲୋକମାନଙ୍କୁ ହତ୍ଯା କଲ ଏବଂ ଶାଉଲଙ୍କର ରାଜପଦ ଚୋରାଇ ନେଲେ। କିନ୍ତୁ ବର୍ତ୍ତମାନ ଠିକ୍ ସହେି ମନ୍ଦ କର୍ମ ତକ୍ସ୍ଟମ୍ଭ ପାଇଁ ଘଟିବାକକ୍ସ୍ଟ ଯାଉଛି। ସଦାପ୍ରଭୁ ସହେି ରାଜ୍ଯକକ୍ସ୍ଟ ତକ୍ସ୍ଟମ୍ଭ ପକ୍ସ୍ଟଅ ଅବଶା ଲୋମକକ୍ସ୍ଟ ହସ୍ତାନ୍ତର କରି ଅଛନ୍ତି। କାରଣ ତୁମ୍ଭେ ଜଣେ ରକ୍ତପିପାସକ୍ସ୍ଟ ମଣିଷ।"
9ସରକ୍ସ୍ଟଯାର ପକ୍ସ୍ଟତ୍ର ଅବିଶଯ ରାଜାଙ୍କକ୍ସ୍ଟ କହିଲା, "ଏ ମଲା କକ୍ସ୍ଟକକ୍ସ୍ଟରଟା କାହିଁକି ମାେ ପ୍ରଭକ୍ସ୍ଟ ମହାରାଜାଙ୍କକ୍ସ୍ଟ ଅଭିଶାପ ଦବେ? ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ ମୁ ପାର ହାଇେ ତା'ର ମକ୍ସ୍ଟଣ୍ତ କାଟି ଆଣିବି।"
10କିନ୍ତୁ ରାଜା କହିଲେ, "ସରକ୍ସ୍ଟଯାର ପକ୍ସ୍ଟତ୍ରମାନେ, କାହିଁକି ତୁମ୍ଭମାନେେ ମାେ ବିଷଯ ରେ ଅନ୍ୟଥା ଚର୍ଚ୍ଚା କରୁଛ? ଶିମଯି ମାେତେ ଅଭିଶାପ ଦେଉଛି, କିନ୍ତୁ ସଦାପ୍ରଭୁ ତାକକ୍ସ୍ଟ କହିଛନ୍ତି, ମାେତେ ଅଭିଶାପ ଦବୋ ପାଇଁ। ଏବଂ କିଏ ସଦାପ୍ରଭୁଙ୍କୁ ପ୍ରଶ୍ନ କରିପାରିବ, ଜିନିଷଗକ୍ସ୍ଟଡିକ ବିଷଯ ରେ ସେ କରନ୍ତି?"
11ଦାଉଦ ଅବିଶଯକକ୍ସ୍ଟ ଓ ନିଜର ଦାସମାନଙ୍କୁ କହିଲେ, " ଦେଖ, ମାରେନିଜ ପକ୍ସ୍ଟତ୍ର ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ବିନ୍ଯାମୀନ ଗୋଷ୍ଠୀବର୍ଗର ଏହି ଲୋକ ମାେତେ ମାରିବାକକ୍ସ୍ଟ ଚେଷ୍ଟା କରିବା ପାଇଁ ଅଧିକ ଅଧିକାର ଅଛି। ତାକକ୍ସ୍ଟ ଏକା ଛାଡିଦିଅ। ତାକକ୍ସ୍ଟ ଅଭିଶାପ ଦବୋକକ୍ସ୍ଟ ଦିଅ। କାରଣ ସଦାପ୍ରଭୁ ତାକକ୍ସ୍ଟ ଅନକ୍ସ୍ଟମତି ଦଇେ ଅଛନ୍ତି।
12ଏହା ହାଇପୋ ରେ ଯେ, ସଦାପ୍ରଭୁ ମାେ ପ୍ରତି ଅନ୍ଯାଯ ହେଉଥିବାର ଦେଖିବେ ଏବଂ ଶିମିଯିର ଅଭିଶାପ ବଦଳ ରେ ସେ ମାେତେ ଆଶୀର୍ବାଦ କରିବେ।"
13ଏହିରୂପେ ଦାଉଦ ଓ ତାଙ୍କର ଲୋକମାନେ ତାଙ୍କ ବାଟରେ ଗଲେ। କିନ୍ତୁ ଶିମିଯି ତାଙ୍କୁ ପର୍ବତର ଅନ୍ୟ ପାଖର ରାସ୍ତା ରେ ଅନକ୍ସ୍ଟସରଣ କରୁଥିଲେ ଓ ଅଭିଶାପ ଦେଉଥିଲେ। ଏବଂ ସେ ତାଙ୍କୁ ପଥର ଫିଙ୍ଗିଥାଏ ଓ ଧୂଳି ପକାଉ ଥାଏ।
14ରାଜା ଦାଉଦ ଓ ତାଙ୍କର ଲୋକମାନେ ଆସି ୟର୍ଦ୍ଦନ ନଦୀ କୂଳ ରେ ପହନ୍ଚିଲେ। ରାଜା ଏବଂ ତାଙ୍କର ଲୋକମାନେ କ୍ଲାନ୍ତ ହାଇୟୋଇ ଥିଲେ। ତେଣୁ ସମାନେେ ସଠାେରେ ବିଶ୍ରାମ ନେଲେ ଓ କ୍ଲାନ୍ତ ମେଣ୍ଟାଇଲେ।
15ଅବଶାଲୋମ, ଅହୀଥୋଫଲ ଓ ସମସ୍ତ ଇଶ୍ରାଯଲୀଯ ଲୋକମାନେ ଯିରୁଶାଲମକୁ ଫରେି ଆସିଲେ।
16ଦାଉଦଙ୍କର ସାଙ୍ଗ ଅର୍କୀଯ ହୂଶଯ ଅବଶା ଲୋମ ନିକଟକକ୍ସ୍ଟ ଆସନ୍ତେ ହୂଶଯ ଅବଶାଲୋମକକ୍ସ୍ଟ କହିଲା, "ମହାରାଜ ଚିରଜୀବୀ ହକ୍ସ୍ଟଅନ୍ତକ୍ସ୍ଟ, ମହାରାଜ ଚିରଜୀବୀ ହକ୍ସ୍ଟଅନ୍ତକ୍ସ୍ଟ।"
17ଅବଶାଲୋମ ହୂଶଯକକ୍ସ୍ଟ କହିଲେ, "ତୁମ୍ଭେ ସାଙ୍ଗ ପ୍ରତି କାହିଁକି ବିଶ୍ବସ୍ତ ନକ୍ସ୍ଟହଁ, ତୁମ୍ଭେ କାହିଁକି ନିଜର ସାଙ୍ଗ ସହିତ ଗଲ ନାହିଁ?"
18ହୂଶଯ ଅବଶା ଲୋମକକ୍ସ୍ଟ କହିଲା, "ସଦାପ୍ରଭୁ ଓ ଏହି ସମକ୍ସ୍ଟଦାଯ ଇଶ୍ରାୟେଲର ଲୋକମାନେ ତୁମ୍ଭକୁ ମନୋନୀତ କଲେ, ତେଣୁ ମୁ ତୁମ୍ଭର ସମର୍ଥନ କରିବି ଏବଂ ତକ୍ସ୍ଟମ୍ଭ ସହିତ ମୁ ରହିବି।
19ମୁ କାହାର ସବୋ କରିବି, ଅତୀତ ରେ ମୁ ତୁମ୍ଭର ପିତାଙ୍କର ସବୋ କରିଛି। ତେଣୁ ମୁ ବର୍ତ୍ତମାନ ତୁମ୍ଭର ସବୋ କରିବି।"
20ଅବଶାଲୋମ ଅହୀଥୋଫଲକକ୍ସ୍ଟ କହିଲା, "ଏବେ ଆମ୍ଭମାନଙ୍କର କି କର୍ତ୍ତବ୍ଯ, ଏ ବିଷଯ ରେ ତୁମ୍ଭେ ମନ୍ତ୍ରଣା ଦିଅ।"
21ଅହୀଥୋଫଲ ଅବଶା ଲୋମକକ୍ସ୍ଟ କହିଲା, "ତକ୍ସ୍ଟମ୍ଭ ପିତା ଗୃହ ଜଗିବା ନିମନ୍ତେ ନିଜର ଯେଉଁ ଉପପତ୍ନୀମାନଙ୍କୁ ଛାଡିୟାଇ ଅଛନ୍ତି, ତୁମ୍ଭେ ସମାନଙ୍କେ ସହିତ ସହବାସ କରିବାକୁ ୟାଅ। ଏହା ସମକ୍ସ୍ଟଦାଯ ଇଶ୍ରାୟେଲୀୟମାନେ ଶକ୍ସ୍ଟଣିବେ। ସମାନେେ ହୃଦ୍ବୋଧ କରିବେ ଯେ, ତୁମ୍ଭର ପିତା ବର୍ତ୍ତମାନ ତୁମ୍ଭରକ୍ସ୍ଟ ଘୃଣା କରନ୍ତି। ତା ହେଲେ ତୁମ୍ଭର ସମର୍ଥକମାନେ ତୁମ୍ଭକୁ ସମର୍ଥନ ଦବୋ ପାଇଁ ଅଧିକ ଉତ୍ସାହିତ ହବେେ।"
22ଏହାପରେ ଲୋକମାନେ ଅବଶା ଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ଲଗାଇଲେ, ତା'ପରେ ଅବଶା ଲୋମ ନିଜ ପିତାର ଉପପତ୍ନୀମାନଙ୍କ ସହିତ ସହବାସ କଲା। ସମସ୍ତ ଇଶ୍ରାୟେଲୀୟମାନେ ଏହା ଦେଖିଲେ।
23ସେ ସମୟରେ ଅହୀଥୋଫଲ ଯେଉଁ ମନ୍ତ୍ରଣା ଦିଏ, ସହେି ମନ୍ତ୍ରଣା ପରମେଶ୍ବରଙ୍କ ବାକ୍ଯ ବୋଲି ବିବଚେନା କରାୟାଏ। ଦାଉଦ ଓ ଅବଶା ଲୋମ ଉଭୟ ଏହାକକ୍ସ୍ଟ ଗକ୍ସ୍ଟରକ୍ସ୍ଟତ୍ତ୍ବପୂର୍ଣ ବିବଚେନା କଲେ।