Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
21 verses
1"ଜଣେ ଲୋକ ଏକ ସ୍ତ୍ରୀକକ୍ସ୍ଟ ବିବାହ କରି ଗ୍ରହଣ କଲାପରେ ଯବେେ ସେ ତାହାଠା ରେ କୌଣସି ଲଜ୍ଜାକର ବିଷଯ ପାଇବାରକ୍ସ୍ଟ ସହେି ସ୍ତ୍ରୀ ତାହାଠା ରେ ଅନକ୍ସ୍ଟଗ୍ରହ ନପାଏ। ତବେେ ସହେି ପୁରୁଷ ତାହା ନିମନ୍ତେ ଏକ ଛାଡପତ୍ର ଲେଖି ତାହା ହସ୍ତ ରେ ଦଇେ ଆପଣା ଗୃହରକ୍ସ୍ଟ ତାହାକକ୍ସ୍ଟ ବାହାର କରିଦବୋ ଉଚିତ୍।
2ସେ ସ୍ତ୍ରୀ ତା'ର ଗୃହରକ୍ସ୍ଟ ବାହାରି ଗଲାପରେ ସେ ୟାଇଥିବା ପୁରୁଷର ସ୍ତ୍ରୀ ହାଇେ ପାରିବ।
3ଧରାଯାଉ ତା' ନୂତନ ସ୍ବାମୀ ତାକକ୍ସ୍ଟ ଭଲପାଇଲା ନାହିଁ ଓ ତାକକ୍ସ୍ଟ ମଧ୍ଯ ଛାଡପତ୍ର ଦଲୋ କିଅବା ନୂତନ ସ୍ବାମୀର ମୃତକ୍ସ୍ଟ୍ଯ ହକ୍ସ୍ଟଏ, ତବେେ ମଧ୍ଯ ତା'ର ପ୍ରଥମ ସ୍ବାମୀ ତାକକ୍ସ୍ଟ ଆଉ ପକ୍ସ୍ଟନଃ ବିବାହ କରିବା ଉଚିତ୍ ନକ୍ସ୍ଟହଁ। ସେ କଳକ୍ସ୍ଟଷିତ ହାଇେ ସାରିବା ପରେ, କାରଣ ଏହି କାର୍ୟ୍ଯ ସଦାପ୍ରଭୁଙ୍କ ଆଗ ରେ ଘୃଣ୍ଯ ଅଟେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯେଉଁ ଦେଶ ତକ୍ସ୍ଟମ୍ଭମାନକକ୍ସ୍ଟ ଅଧିକାର କରିବା ପାଇଁ ଦେଉଛନ୍ତି ତାକକ୍ସ୍ଟ ପାପରେ ଦୋଷୀ କରାଅ ନାହିଁ।
5"ଯଦି କୌଣସି ଲୋକ ନୂତନ ଭାବେ ବିବାହିତ ହାଇେଥାଏ ତବେେ ସେ ସୈନ୍ଯଦଲ ରେ ୟୋଗ ଦବନୋହିଁ। କି ଅବା ତାଙ୍କୁ କୌଣସି ଦାଯିତ୍ବ ପୂର୍ଣ କାର୍ୟ୍ଯଭାର ଦିଆୟିବ ନାହିଁ। ଏକବର୍ଷ ପାଇଁ ତାକକ୍ସ୍ଟ ସ୍ବାଧୀନଭାବେ ବକ୍ସ୍ଟଲି ଖକ୍ସ୍ଟସି କରିବାକୁ ଦିଆୟିବ ସେ ତା'ର ନୂତନ ସ୍ତ୍ରୀକକ୍ସ୍ଟ ଧରି ଗୃହ ରେ ମନୋରଞ୍ଚନ କରି, ବାସ କରିବ।
6"କହେି ଚକି ବା ଚକିର ଉପର ପଟ ବନ୍ଧକ ରଖିବ ନାହିଁ, କାରଣ ତାହା କଲେ ମନକ୍ସ୍ଟଷ୍ଯର ପ୍ରାଣ ବନ୍ଧକ ରଖିବା ସହିତ ସମାନ।
7"ଧରାଯାଉ କୌଣସି ମନକ୍ସ୍ଟଷ୍ଯ ଯବେେ ତାଙ୍କର ପଡ଼ୋଶୀକକ୍ସ୍ଟ ଅପହରଣ କରେ ଓ ସେ ତାକକ୍ସ୍ଟ ଯଦି ଦାସରୂପେ ବ୍ଯବହାର କରେ, ବା ତାହାକକ୍ସ୍ଟ ବିକ୍ରଯ କରେ, ତବେେ ସହେି ଅପହରଣକର୍ତ୍ତାକକ୍ସ୍ଟ ହତ୍ଯା କରାୟିବା ଉଚିତ୍। ତେଣୁ ତୁମ୍ଭମାନଙ୍କ ମଧରକ୍ସ୍ଟ ସହେି ଦକ୍ସ୍ଟଷ୍କର୍ମ ଦୂର କରିବା ଉଚିତ୍।
8"ତୁମ୍ଭମାନେେ ମାରାତ୍ମକ ଚର୍ମ ରୋଗ ପ୍ରତି ସାବଧାନ ହବୋ ଉଚିତ୍। ଲବେୀୟ ଯାଜକମାନେ ତୁମ୍ଭକୁ ଯେଉଁସବୁ ଶିକ୍ଷା ଦିଅନ୍ତି, ତଦନକ୍ସ୍ଟସା ରେ କର୍ମକରିବା ପାଇଁ ଯତ୍ନ ପୂର୍ବକ ମନୋୟୋଗ କର। ମୁ ସମାନଙ୍କେୁ ଯେଉଁ ପରି ଆଜ୍ଞା ଦଇେଅଛ ସହେିରୂପେ କରିବାକୁ ତୁମ୍ଭମାନେେ ମନୋୟୋଗ କରିବ ଉଚିତ୍।
9ତୁମ୍ଭମାନେେ ମିଶରରକ୍ସ୍ଟ ବାହାର ହାଇେ ଆସିବା ବେଳେ ପଥ ମଧିଅରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ମରିଯମ ପ୍ରତି ଯାହା କରିଥିଲେ ସେସବୁକକ୍ସ୍ଟ ତୁମ୍ଭମାନେେ ସ୍ମରଣ କର।
10"ତୁମ୍ଭେ ଆପଣା ପ୍ରତିବେଶୀକି କୌଣସି ପ୍ରକା ରେ ଋଣ ଦେଲେ ତାହାର ବନ୍ଧକ ଦ୍ରବ୍ଯ ଆଣିବା ପାଇଁ ତୁମ୍ଭେ ତାହା ଘର ଭିତରକକ୍ସ୍ଟ ୟିବନାହିଁ।
11ତୁମ୍ଭେ ସର୍ବଦା ବାହା ରେ ଛିଡା ହାଇେ ରହିବ। ତକ୍ସ୍ଟମ୍ଭ ଯାହାକକ୍ସ୍ଟ ଋଣ ଦଇେଅଛ, ସେ ବ୍ଯକ୍ତି ଆପଣା ବନ୍ଧକ ଦ୍ରବ୍ଯ ବାହାର କରି ତକ୍ସ୍ଟମ୍ଭ ନିକଟକକ୍ସ୍ଟ ଆଣିବ।
12ଧରାଯାଉ, ସେ ଜଣେ ଗରିବ ଲୋକ। ତବେେ ତୁମ୍ଭେ ତା'ର ବନ୍ଧକ ଦ୍ରବ୍ଯ ରଖିବା ପର୍ୟ୍ଯନ୍ତ ଶାଇେବା ଉଚିତ୍ ନକ୍ସ୍ଟହଁ।
13ସେ ଯେପରି ଆପଣା ବସ୍ତ୍ର ଘନେି ଶଯନ କରି ତୁମ୍ଭକୁ ଆଶୀର୍ବାଦ କରିବ। ଏଥିପାଇଁ ସୂର୍ୟ୍ଯାସ୍ତ ସମୟରେ ତାହାର ବନ୍ଧକ ଦ୍ରବ୍ଯ ତାହାକକ୍ସ୍ଟ ଅବଶ୍ଯ ଫରୋଇ ଦବେ। ତହିଁରେ ତାହା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ସାକ୍ଷାତ ରେ ତକ୍ସ୍ଟମ୍ଭ ପ୍ରତି ଧାର୍ମୀକତା ହବେ।
14"ତୁମ୍ଭେ କଦାପି ଦକ୍ସ୍ଟଃଖି ଓ ଦରିଦ୍ର ଲୋକମାନଙ୍କର କବେେ ଉପଦ୍ରବ୍ଯ କରିବ ନାହିଁ। ସେ ଇଶ୍ରାୟେଲୀୟ ହେଉ ବା ବିଦେଶୀଯ ହେଉ।
15ସନ୍ଧ୍ଯା ପୂର୍ବରକ୍ସ୍ଟ ତାହାକକ୍ସ୍ଟ ତାହାର ବତନେ ଦବେ। କାରଣ ସେ ଦକ୍ସ୍ଟଃଖୀ ଲୋକ ତହିଁ ଉପରେ ତାହାର ମନ ଥାଏ। କଜାେଣି ସେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହବେ।
16"ପିଲାମାନଙ୍କର ପାପ ପାଇଁ ତାଙ୍କର ପିତାମାତାଙ୍କୁ ଦଣ୍ତ ଦବେ ନାହିଁ। କିମ୍ବା ପିତାମାତାଙ୍କ ପାଇଁ ପକ୍ସ୍ଟତ୍ରକକ୍ସ୍ଟ ମଧ୍ଯ ଦଣ୍ତ ଦବେ ନାହିଁ। ପ୍ରେତ୍ୟକକ ଲୋକ ନିଜର ପାପ ପାଇଁ ଦଣ୍ତ ଭୋଗ କରିବ।
17"ତୁମ୍ଭେ ବିଦେଶୀର କି ପିତୃମାତୃହୀନ ବିଗ୍ଭର ରେ ଅନ୍ଯାଯ କରିବ ନାହିଁ। କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ।
18ମାତ୍ର ତୁମ୍ଭେ ମିଶର ରେ ସ୍ଥାଯୀଭାବେ ଦାସ ଥିଲେ, ପକ୍ସ୍ଟଣି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ସଠାେରକ୍ସ୍ଟ ମକ୍ସ୍ଟକ୍ତ କରିଅଛନ୍ତି। ଏକଥାକକ୍ସ୍ଟ ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦଇେ ଅଛକ୍ସ୍ଟ।
19"ତୁମ୍ଭେ ଆପଣା କ୍ଷେତ୍ର ରେ ଶସ୍ଯ କାଟିବା ବେଳେ ଗୋଟିଏ ବିଡା କ୍ଷେତ୍ର ରେ ପାସୋରି ଆସିଲେ ତାହା ଆଣିବା ପାଇଁ ଫରେିୟିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହବେ। ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ହସ୍ତକୃତ ସମସ୍ତ କର୍ମ ରେ ତୁମ୍ଭକୁ ଆଶୀର୍ବାଦ କରିବେ।
20"ତୁମ୍ଭେ ଆପଣା ଜିତ୍ବୃକ୍ଷରକ୍ସ୍ଟ ଫଳ ପାରିଲା ପରେ ଆଉଥରେ ଡାଳକକ୍ସ୍ଟ ୟିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହବେ।
21"ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରକ୍ସ୍ଟ ଦ୍ରାକ୍ଷାଫଳ ସଂଗ୍ରହ କଲା ବେଳେ ଆପଣା ଉତ୍ତା ରେ ପକ୍ସ୍ଟନ୍ନର୍ବାର ସାଉଣ୍ଟିବ ନାହିଁ। ତାହା ବିଦେଶୀର ପିତୃହୀନର ଓ ବିଧବାର ହବେ।
22ଆଉ ତୁମ୍ଭମାନେେ ମିଶର ଦେଶ ରେ ବନ୍ଧା ଦାସ ଥିଲ, ଏହା ସର୍ବଦା ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦଇେଅଛୁ।