Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
35 verses
1ମାଶାେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରାଇଲେ। ମାଶାେ ସମାନଙ୍କେୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କୁ ପାଳନ କରିବା ପାଇଁ କହିଥିବା ବାକ୍ଯଗୁଡିକ ମୁଁ ତୁମ୍ଭକୁ କହିବି। ସଗେୁଡିକ ତୁମ୍ଭେ ପାଳନ କରିବ।
2ଛଅଦିନ କର୍ମ କରିବ। କିନ୍ତୁ ସପ୍ତମ ଦିନଟି ତୁମ୍ଭମାନଙ୍କ ବିଶ୍ରାମ ପାଇଁ ଏକ ସ୍ବତନ୍ତ୍ର ଦିନ। ତାହା ସଦାପ୍ରଭୁଙ୍କ ପାଇଁ ବିଶ୍ରାମଦିନ ହବେ। ୟିଏ କହେି ସହେି ପବିତ୍ର ଦିନ ରେ କର୍ମ କରିବ, ତାକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।
3ତୁମ୍ଭମାନେେ ବିଶ୍ରାମଦିନ ରେ କୌଣସି ବାସଗୃହ ରେ ଅଗ୍ନି ଜାଳିବ ନାହିଁ।
4ମାଶାେ ସମସ୍ତ ଇଶ୍ରାୟେଲ ଲୋକମାନଙ୍କ ସମଗ୍ର ସଭା ରେ ଏହା କହିଲେ, "ସଦାପ୍ରଭୁ ଏହିସବୁ ଆଜ୍ଞା ଦଇେଛନ୍ତି।
5ତୁମ୍ଭମାନେେ ସଦାପ୍ରଭୁଙ୍କ ନିମନ୍ତେ ବିଶଷେ ଉପହାର ସଂଗ୍ରହ କର। ପ୍ରେତ୍ୟକକ ତାଙ୍କର ଇଚ୍ଛା ମତେ ଉପହାର ଦବେେ। ଏବଂ ଏହାପରେ ସହେି ଉପହାରଗୁଡିକ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣ। ଏହି ଉପହାର ଯଥା: ସୁନା, ରୂପା ଓ ପିତ୍ତଳ।
6ନୀଳ ବର୍ଣ୍ଣ, ଧୂମ୍ର ବର୍ଣ୍ଣ, ସିନ୍ଦୁର ବର୍ଣ୍ଣ, ଶୂଭ୍ର ବର୍ଣ୍ଣ, କ୍ଷୋମସୂତ୍ର ଓ ଛାଗଲୋମ,
7ରକ୍ତୀକୃତ, ମଷଚେର୍ମ, ସୂକ୍ଷ୍ମ ଶିଶୁକଚର୍ମ ଓ ଶିଟୀମ୍କାଠ,
8ଦୀପ ପାଇଁ ତୈଳ, ଅଭିଷକୋର୍ଥକ ତୈଳ ପାଇଁ ମସଲା ଓ ଧୂପ।
9ଗୋମଦେକ ମଣି ଏବଂ ଅନ୍ଯାନ୍ଯ ଅଳଙ୍କାର ଏଫୋଦ୍ ଓ ବିଚାରାର୍ଥକ ବୁକୁପଟା ରେ ଖଚିତ କରିବା ପାଇଁ।
10ତୁମ୍ଭମାନଙ୍କ ମଧ୍ଯରୁ ଯେଉଁମାନେ କର୍ମ ରେ ନିପୁଣ ସମାନେେ ସଦାପ୍ରଭୁଙ୍କ ଆଜ୍ଞା ରେ ସବୁକିଛି ନିର୍ମାଣ କର।
11ତହିଁର ତମ୍ବୁ ଓ ଛାତ, ଘୁଣ୍ଡି, ପଟା ଓ ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀ,
12ଏବଂ ପବିତ୍ର ସିନ୍ଦୁକ ତହିଁର ସାଙ୍ଗୀ, ଆଚ୍ଛାଦକ ବସ୍ତ୍ର ଏବଂ ପରଦା,
13ମଜେ ଓ ତହିଁରେ ସାଙ୍ଗୀ, ସମସ୍ତ ପାତ୍ର ଓ ଦର୍ଶନୀଯ ରୋଟୀ,
14ଦୀପ୍ତି ନିମନ୍ତେ ଦୀପରୂଖା, ତହିଁର ପାତ୍ର, ଦୀପ ଓ ଦୀପ ପାଇଁ ତୈଳ,
15ଧୂପବଦେୀ, ତାରସାଙ୍ଗୀ, ଅଭିଷକୋର୍ଥକ ତୈଳ, ସୁଗନ୍ଧିଧୂପ, ପବିତ୍ର ତମ୍ବୁ ପ୍ରବେଶ ଦ୍ବାରର ଆଚ୍ଛାଦନ ବସ୍ତ୍ର।
16ନବୈେଦ୍ଯ ଉତ୍ସର୍ଗ ନିମନ୍ତେ ୟଜ୍ଞବଦେୀ ତାର କଂସା ଜାଲି, ସାଙ୍ଗୀ ଓ ତାର ସାମଗ୍ରୀ, ପ୍ରକ୍ଷାଳନ ପାତ୍ର ଏବଂ ତାର ଆଧାର।
17ପ୍ରାଙ୍ଗଣର ପରଦା, ସ୍ତମ୍ଭ, ଆଙ୍କୁଡା ଓ ପ୍ରାଙ୍ଗଣର ପ୍ରବେଶ ପଥର ପରଦା।
18ତମ୍ବୁର ମେଖ, ପ୍ରାଙ୍ଗଣର ଖିଲ ଓ ଉଭୟର ରଜ୍ଜୁ।
19ପବିତ୍ର ସ୍ଥାନର ସବୋ ନିମନ��ତେ ସୁଶାେଭିତ ବୁଣା ବସ୍ତ୍ର, ଏହିସବୁ ବିଶଷେ ବସ୍ତ୍ରଗୁଡିକ ଯାଜକ ହାରୋଣଙ୍କୁ ନିମନ୍ତେ, ତାଙ୍କର ପୁତ୍ରମାନଙ୍କର ପରିଧାନ ନିମନ୍ତେ ଅଟେ, ଯେତବେେଳେ ସମାନେେ ଯାଜକ ରୂପେ ସବୋ କରନ୍ତି।
20ଏହାପରେ ଇଶ୍ରାୟେଲର ସଭାର ସମସ୍ତ ଲୋକେ ମାଶାଙ୍କେ ନିକଟରୁ ବିଦାଯ ନେଲେ।
21ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଉପହାର ଆଣିଲେ। ଯେ ହତେୁ ସମାନଙ୍କେର ହୃଦଯ ଉଦାର ହାଇଗେଲା। ଏହି ସମସ୍ତ ଉପହାର ଦ୍ରବ୍ଯ ତମ୍ବୁ ରେ ଥିବା ସମସ୍ତ ଦ୍ରବ୍ଯ, ସମାଗମ ତମ୍ବୁ ଭିତ ରେ ଥିବା ଅନ୍ଯାନ୍ଯ ସାମଗ୍ରୀ ଓ ବିଶଷେ ବସ୍ତ୍ର ତିଆରି କରିବା ରେ ବ୍ଯବହୃତ ହେଲା।
22ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ବଚ୍ଛନ୍ଦମନା ଥିଲେ, ସେ ସମସ୍ତ ଆସି ଉରୋମଣି ଓ କୁଣ୍ଡଳ ଓ ଅଙ୍ଗୁରୀଯ ହାର ପ୍ରଭୃତି ସ୍ବର୍ଣ୍ଣ ଅଳଙ୍କାରସବୁ ଆଣିଲେ। ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁବର୍ଣ୍ଣର ମହାନ ଉପହାର ଉତ୍ସର୍ଗ କଲେ।
23ଯେଉଁମାନଙ୍କ ନିକଟରେ ନୀଳ ଓ ଧୂମ୍ର ସିନ୍ଦରୁ ବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର, ସମାନେେ ତାହା ଆଣିଲେ। ସମାନେେ ମଧ୍ଯ ଛାଗ ଲୋମ, ଲାଲ ରଂଗ ରେ ରଂଜିତ ମଷଚେର୍ମ ଏବଂ ସୂକ୍ଷ୍ମ ଚମଡା ଆଣିଲେ।
24ପୁଣି ୟିଏ ରୂପାର କି ପିତ୍ତଳର ଉପହାର ଉତ୍ସର୍ଗ କଲା, ସେ ସଦାପ୍ରଭୁଙ୍କର ଉପହାର ଆଣିଲା। ଆଉ ଯାହା ନିକଟରେ ସବୋର କୌଣସି କର୍ମ ନିମନ୍ତେ ଶିଟୀମ୍ କାଠ ଥିଲା, ସେ ତାହା ଆଣିଲା।
25ଦକ୍ଷ ସ୍ତ୍ରୀଲୋକମାନେ ନିଜ ନିଜ ହସ୍ତ ରେ ସୂତା କାଟି ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଆଣିଲେ।
26ନିପୂଣା ସ୍ତ୍ରୀଲୋକମାନେ ସ୍ବଇଚ୍ଛା ରେ ଛାଗ ଲୋମ ରେ ସୂତା କାଟିଲେ।
27ଅଧ୍ଯକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମଦେକାଦି ଖଚନାର୍ଥକ ମଣି ଆଣିଲେ।
28ଆଉ ମସଲା, ଦୀପ ପାଇଁ ତୈଳ, ଅଭିଷକୋର୍ଥକ ତୈଳ ଓ ଧୂପ ଆଣିଲେ।
29ପ୍ରେତ୍ୟକକ ପୁରୁଷ ଓ ସ୍ତ୍ରୀ ଯେଉଁମାନଙ୍କର ହୃଦଯ ସମାନଙ୍କେୁ ଉଦାର କଲା, ସଦାପ୍ରଭୁ ମାଶାଙ୍କେ ମାଧ୍ଯମ ରେ ଦଇେଥବା ଆଜ୍ଞାନୁସା ରେ କାର୍ୟ୍ଯ ପାଇଁ ଉପହାର ଆଣିଲେ। ତେଣୁ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ସ୍ବେଚ୍ଛାଦତ୍ତ ନବୈେଦ୍ଯ ଆଣିଲେ।
30ଏହାପରେ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ଦେଖ, ସଦାପ୍ରଭୁ ବତ୍ସଲଲକେୁ ମନୋନୀତ କଲେ। ୟିଏ ୟିହୂଦା ପରିବାରବର୍ଗର ଅନ୍ତଭୁର୍କ୍ତ ଅଟେ। ବତ୍ସଲଲେ ଊରିର ପୁତ୍ର ଏବଂ ଊରି ଦୂରର ପୁତ୍ର ଅଟେ।
31ସଦାପ୍ରଭୁ ବତ୍ସଲଲକେୁ ପରମେଶ୍ବରଙ୍କ ଜ୍ଞାନ ରେ ପୂର୍ଣ୍ଣ କଲେ। ସେ ତାଙ୍କୁ ସମସ୍ତ ପ୍ରକାର କାର୍ୟ୍ଯ କରିବା ପାଇଁ ସମସ୍ତ କୌଶଳ ଓ ଜ୍ଞାନ ଦେଲେ।
32ସେ ଚିତ୍ର କର୍ମମାନ ସ୍ବର୍ଣ୍ଣ, ରେ ୗପ୍ୟ, ପିତ୍ତଳ, ଆଦି ରେ ସୁନ୍ଦର କର୍ମମାନ କରିପାରନ୍ତି।
33ଖଚନାର୍ଥକ ମଣିକର୍ତ୍ତନ ଓ ନାନା ଶିଳ୍ପ କର୍ମ ନିମନ୍ତେ କାଠ ଖାଦେନ ଏହିସବୁ କାର୍ୟ୍ଯମାନ କରିବା ପାଇଁ ତାଙ୍କୁ ନିପୁଣ କଲେ।
34ସଦାପ୍ରଭୁ ବତ୍ସଲଲେ ଓ ଅହଲୀଯାବକୁ ପ୍ରବୃତ୍ତ ଦେଲେ ଯେଉଁଥି ରେ ସମାନେେ ଲୋକମାନଙ୍କୁ ଏ ବିଷଯ ରେ ଶିକ୍ଷା ଦଇେ ପାରିବେ। ଅହଲୀଯାବ ଥିଲେ ଅହୀଷାମଙ୍କର ପୁତ୍ର, ୟିଏ କି ଦାନ ପରିବାରବର୍ଗ ଥିଲେ।
35ସଦାପ୍ରଭୁ ସେ ଦୁହିଁଙ୍କୁ ସ୍ବତନ୍ତ୍ର ଜ୍ଞାନ କୌଶଳ ରେ ପରିପୂର୍ଣ୍ଣ କରିଛନ୍ତି, ସମାନେେ ଯେକୌଣସି କାର୍ୟ୍ଯମାନ କରିପାରିବେ। ସମାନେେ କାଠ କାମ, ପିତ୍ତଳ ନିର୍ମିତ କର୍ମମାନ କରିପାରିବେ। ସମାନେେ ସୁନ୍ଦର କାର୍ୟ୍ଯମାନ ଯଥା: ନୀଳ, ଧୂମ୍ର, ସିନ୍ଦୁର ବର୍ଣ୍ଣ ଓ ଶୁଭ୍ର କ୍ଷୋମ ସୂତ୍ର ରେ ସୂଚୀ କର୍ମ ରେ ଓ ତନ୍ତି କର୍ମମାନ କରିବା ନିମନ୍ତେ ୟାବତୀଯ କର୍ମ ରେ ସମାନଙ୍କେୁ ନିପୁଣ କରିଛନ୍ତି।