Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
8 verses
1ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
2" ହେ ମନୁଷ୍ଯ ପୁତ୍ର, ଦ୍ରାକ୍ଷାଲତାର ଶାଖା, ବନସ୍ଥ ବୃକ୍ଷଗଣର ଶାଖା ଅପେକ୍ଷା କ'ଣ ଅଧିକ ଶକ୍ତ ? ଏବଂ ଏହା ଅନ୍ୟ କୌଣସି ଶାଖା ଅପେକ୍ଷା ଭଲ କି ?
3କୌଣସି କାର୍ୟ୍ଯ ନିମନ୍ତେ ତୁମ୍ଭେ କ'ଣ ସହେି କାଠ ନବେ ? ନା ! ଆଉ କୌଣସି ପାତ୍ର ଟାଙ୍ଗିବା ନିମନ୍ତେ ଲୋକେ କ'ଣ ସେଥିରୁ ମେଖ କରିବ ? ନା !
4ଲୋକେ କବଳେ ଜାଳ ହବୋପାଇଁ ତାକୁ ଅଗ୍ନି ରେ ପକାନ୍ତି। ତା'ର ଦୁଇମୁଣ୍ଡ ଅଗ୍ନି ରେ ପୋଡ଼ିୟାଏ ଓ ମଝିଅଂଶ ଅର୍ଦ୍ଧଦ' ରହେ। ତାହା କ'ଣ କୌଣସି କାର୍ୟ୍ଯ ରେ ଆସିବ ?
5ଅଗ୍ନି ରେ ନ ପୋଡ଼ିବା ପୂର୍ବରୁ ସେ କୌଣସି କାର୍ୟ୍ଯ ପାଇଁ ଯୋଗ୍ଯ ହେଲା ନାହିଁ କି ଅଗ୍ନି ରେ ଦ' ହେଲାପ ରେ ତାହା କୌଣସି କାର୍ୟ୍ଯ ପାଇଁ ଯୋଗ୍ଯ ହେଲା ନାହିଁ।
6ସଦାପ୍ରଭୁ ମାରେ ପ୍ରଭୁ କହନ୍ତି : ବନର ସମସ୍ତ ବୃକ୍ଷ ମଧ୍ଯରୁ ମାରଜୋଳଣେି ପାଇଁ ଦ୍ରାକ୍ଷା କାଠ ଅଛି। ମୁଁ ୟିରୁଶାଲମ ନିବାସୀମାନଙ୍କୁ ଏହିପରି କରିବି।"
7"ମୁଁ ସମାନଙ୍କେ ବିରୁଦ୍ଧ ରେ ମାରେ ମୁହଁ ବୁଲାଇବି। ଯଦି ସମାନେେ ଅଗ୍ନିରୁ ରକ୍ଷା ପାଇଗଲେ, ତଥାପି ସହେି ଅଗ୍ନି ସମାନଙ୍କେୁ ଗ୍ରାସ କରିବ। ଯେ ହତେୁ ମୁଁ ସମାନଙ୍କେ ବିରୁଦ୍ଧ ରେ ବିମୁଖ ହାଇେଛି, ଏହା ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।
8ଏବଂ ମୁଁ ସେ ଦେଶକୁ ଧ୍ବଂସ କରିବି, କାରଣ ସମାନେେ ମାେ ପ୍ରତି ମହା ଅବିଶ୍ବାସ କରିଛନ୍ତି।" ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି।