Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
15 verses
1ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ଯଥା :
2ସେ କହିଲେ, " ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସଯେୀର ପର୍ବତ ଆଡ଼େ ମୁଖ ରଖ ଓ ତାହା ବିରୁଦ୍ଧ ରେ ଭବିଷ୍ଯଦବାଣୀ ପ୍ରଚାର କରି ଏହା କୁହ,
3'ସଦାପ୍ରଭୁ, ମାରେ ପ୍ରଭୁ ଏହିକଥା କହନ୍ତି,
4ମୁଁ ତୁମ୍ଭର ନଗରଗୁଡ଼ିକୁ ଧ୍ବଂସ କରିବି ଓ ତୁମ୍ଭେ ଏକ ଶୂନ୍ଯ ଭୂମି ହବେ। ତାହା ହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେ ଜାଣିବ।
5କାରଣ ତୁମ୍ଭର ଚିରନ୍ତନ ଶତ୍ରୁତା ଅଛି। ତୁମ୍ଭେ ଇଶ୍ରାୟେଲୀୟମାନଙ୍କୁ ସମାନଙ୍କେର ଦୁର୍ଦ୍ଦିନ, ସମୟରେ ଖଡ୍ଗ ରେ ହତ୍ଯା କର, ଯେତବେେଳେ ସମାନଙ୍କେର ଦୋଷ ସର୍ବୋଚ୍ଚ ହେଲା।"'
6ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, "ମୁଁ ଜୀବିତ ଥିବା ପର୍ୟ୍ଯନ୍ତ ତୁମ୍ଭକୁ ରକ୍ତପାତ ନିମନ୍ତେ ପ୍ରସ୍ତୁତ କରିବି ଓ ମୃତ୍ଯୁ ତୁମ୍ଭର ଅନୁଧାବନ କରିବ। ଯେ ହତେୁ ତୁମ୍ଭେ ମୃତ୍ଯୁକୁ ଘୃଣା କରି ନାହଁ, ତେଣୁ ମୃତ୍ଯୁ ତୁମ୍ଭ ପେଛ ପେଛ ଗୋଡ଼ାଇବ।
7ଏହିରୂପେ ମୁଁ ସଯେୀର ପର୍ବତକୁ ଧ୍ବଂସ ଓ ଶୂନ୍ଯସ୍ଥାନ ରେ ପରିଣତ କରିବି ଏବଂ ଯେଉଁମାନେ ସଠାେ ରେ ବାସ କରିବେ ଓ ୟିବା ଆସିବା କରିବେ ମୁଁ ସମାନଙ୍କେୁ ବିନାଶ କରିବି।
8ମୁଁ ନିହତ ଲୋକମାନଙ୍କ ଶବ ରେ ତାହାର ପର୍ବଗୁଡ଼ିକୁ ସମ୍ପୂର୍ଣ୍ଣ ଆବୃତ କରିବି। ପୁଣି ହତ ଲୋକମାନଙ୍କର ଶବ ଉପପର୍ବତ, ଉପତ୍ୟକା ଓ ଜଳପ୍ରବାହଗୁଡ଼ିକରେ ପତିତ ହବେ।
9ମୁଁ ଚିରକାଳ ଶୂନ୍ଯସ୍ଥାନ କରିବି ଓ ତୁମ୍ଭର ନଗରଗୁଡ଼ିକ ଜନଶୂନ୍ଯ ହବେ। ତାହା ହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭମାନେେ ଜାଣିବ।"
10କାରଣ ତୁମ୍ଭେ କହିଲ, "ଏହି ଦୁଇ ଜାତି ଏବଂ ଏହି ଦୁଇ ଦେଶ ଇଶ୍ରାୟେଲ ଓ ଯିହୁଦା ମାରେ ହବେେ, ମୁଁ ସମାନଙ୍କେୁ ଅଧିକାର ଦବେି, ଏପରିକି ଯଦିଓ ସଠାେ ରେ ସଦାପ୍ରଭୁ ବାସ କରନ୍ତି।"
11ତେଣୁ ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, "ତୁମ୍ଭେ ଆମ୍ଭର ସନ୍ତାନଗଣଙ୍କୁ ଈର୍ଷା କରିଅଛ ଓ ସମାନଙ୍କେ ପ୍ରତି ଘୃଣାଭାବ ରଖିଅଛ। ତେଣୁ ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଯେଉଁପରି କୋରଧ ଓ ଈର୍ଷା ସମାନଙ୍କେ ପ୍ରତି କରିଅଛ ମୁଁ ସହେି ଅନୁସାରେ ତୁମ୍ଭର ବିଚାର କରିବି। ସେତବେେଳେ ସମାନଙ୍କେ ମଧିଅରେ ମୁଁ ଅଛି ବୋଲି ସମାନେେ ଜାଣିବେ।
12ତୁମ୍ଭେ ଇଶ୍ରାୟେଲର ପର୍ବତଗଣ ବିରୁଦ୍ଧ ରେ ଯେଉଁସବୁ ନିନ୍ଦାର କଥା କହିଅଛ ଅର୍ଥାତ୍ ' ସେସବୁ ଧ୍ବଂସସ୍ଥାନ ହବେ ଓ ଆମ୍ଭମାନେେ ତା���ାକୁ ଖାଦ୍ୟପରି ଚର୍ବଣ କରିବୁ।' ମୁଁ ସଦାପ୍ରଭୁ ଶୁଣିଅଛି।
13ତୁମ୍ଭମାନେେ ଗର୍ବିତ ହାଇେ ମାେ ବିରୁଦ୍ଧ ରେ କହିଅଛ। ତୁମ୍ଭମାନେେ ତାହା ବାରମ୍ବାର କହିଛ, ଆଚ୍ଛା ! ମୁଁ ତାହା ଶୁଣିଅଛି।"
14ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, "ମୁଁ ତୁମ୍ଭମାନଙ୍କୁ ବିନାଶ କରିବି ଓ ଏହା ସମଗ୍ର ପୃଥିବୀର ଆନନ୍ଦର ଦିନ ହବେ।
15ଇଶ୍ରାୟେଲ ପରିବାର ଧ୍ବଂସ ସମୟରେ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ମୁଁ ତୁମ୍ଭକୁ ସହେି ଭାବରେ ସବୋ କରିବି। ସଯେୀର ପର୍ବତ ଓ ପ୍ରକୃତ ରେ ସମଗ୍ର ଇଦୋମ, ଧ୍ବଂସ ହବେ। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।"