Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
23 verses
1ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା, ସେ କହିଲେ
2" ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଗେଶର, ମେଶକର ଓ ତୁବଲର ମୁଖ୍ଯ ଅଧିପତି ମାଗଗେ ଦେଶୀଯ ଗୋଗ ଆଡ଼େ ମୁଖ ରଖି ତାହା ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ,
3ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ' ହେ ଗେଶର, ମେଶକର ଓ ତୁବଲର ମୁଖ୍ଯ ଅଧିପତି ରାଜା ଗୋଗ, ଦେଖ, ମୁଁ ତୁମ୍ଭର ପ୍ରତିକୂଳ ଅଟେ।
4ମୁଁ ତୁମ୍ଭକୁ ବନ୍ଦୀ କରିବି, ତୁମ୍ଭ କଳପାଟି ରେ ଅଙ୍କୁଶ ଦବେି। ଆଉ ମୁଁ ତୁମ୍ଭକୁ, ତୁମ୍ଭର ସୈନ୍ଯମାନଙ୍କୁ ଓ ଅଶ୍ବ ଏବଂ ଅଶ୍ବାରୋହୀଗଣଙ୍କୁ ବାହାର କରି ଆଣିବି। ସମାନେେ ସମସ୍ତେ ସମ୍ପୂର୍ଣ୍ଣ ୟୁଦ୍ଧ ବେଶ ରେ ସୁସଜ୍ଜିତ ଥିବେ ଏବଂ ସମାନେେ ସମସ୍ତ ଫଳକ, ଢ଼ାଲ ଓ ଖଡ୍ଗ ଧାରଣ କରିଥିବେ।
5ସମାନଙ୍କେ ସହିତ ପାରସ୍ଯ, କୂଶ ଓ ପୁଟ ଦେଶର ସୈନ୍ଯମାନେ ଥିବେ ଓ ସମାନେେ ଢ଼ାଲ ଓ ଟୋପର ଧାରଣ କରିଥିବେ।
6ଗୋମର ଓ ତା'ର ସମସ୍ତ ସୈନ୍ଯବାହିନୀ ଉତ୍ତର ଦିଗର ପ୍ରାନ୍ତ ସୀମାସ୍ଥିତ ତାଗେର୍ମାର ବଂଶ ଓ ତାହାର ସମସ୍ତ ଦଳ, ଏହି ଅନକେ ଜାତି ସମାନଙ୍କେର ସହିତ ଥିବେ।
7"'ତୁମ୍ଭେ ପ୍ରସ୍ତୁତ ହୁଅ, ତୁମ୍ଭେ ନିଜକୁ ଓ ତୁମ୍ଭ ସହିତ ଯୋଗ ଦଇେଥିବା ସୈନ୍ଯଦଳକୁ ପ୍ରସ୍ତୁତ କର। ଆଉ ଗୋଗ ତୁମ୍ଭେ ସମାନଙ୍କେର ଦାଯିତ୍ବ ନିଅ।
8ଅନକେ ଦିନ ପ ରେ ତୁମ୍ଭକୁ ଅସ୍ତ୍ର ପାଇଁ ନିବଦନେ କରାୟିବ। ପରବର୍ତ୍ତୀ ବର୍ଷମାନଙ୍କ ରେ ୟୁଦ୍ଧରୁ ପୂର୍ବାବସ୍ଥାକୁ ଫରେୁଥିବା ଦେଶମାନଙ୍କୁ ଆକ୍ରମଣ କରିବ, ଯାହାର ବହୁ ଦେଶରୁ ଲୋକମାନେ ପର୍ବତ ଉପ ରେ ଏକତ୍ରୀତ ହାଇେଛନ୍ତି। ଯେଉଁମାନେ ଅତୀତ ରେ ବାରମ୍ବାର ବିଧ୍ବସ୍ତ ହାଇେଥିଲେ କିନ୍ତୁ ଦେଶଗୁଡ଼ିକରୁ ସମାନଙ୍କେୁ ଅଣାୟାଇଛି ଏବଂ ସମାନେେ ସମସ୍ତେ ସଠାେ ରେ ନିରାପଦ ରେ ବାସ କରୁଛନ୍ତି।
9ତୁମ୍ଭେ ତୁମ୍ଭର ସୈନ୍ଯଦଳ ଓ ତୁମ୍ଭ ସହିତ ବହୁତ ଦେଶ ଝଡ଼ି ସଦୃଶ ଉଠିବ। ତୁମ୍ଭେ ଓ ତୁମ୍ଭର ସୈନ୍ଯଦଳ ଦେଶକୁ ମେଘତୁଲ୍ଯ ଆଚ୍ଛନ୍ନ କରିଆସିବ।"'
10ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, " ସେ ସମୟରେ ନାନା ଭାବନା ତୁମ୍ଭ ମନ ରେ ଆସିବ ଓ ତୁମ୍ଭେ ଗୋଟିଏ ଅନିଷ୍ଟ ସଂକଳ୍ପ କରିବ।
11ତୁମ୍ଭେ କହିବ, 'ମୁଁ ପ୍ରାଚୀର ବିହୀନ ସହର ବିଶିଷ୍ଟ ଦେଶକୁ ଯିବି ; ସମାନେେ ଶାନ୍ତି ରେ ଅଛନ୍ତି, ସମାନେେ ଭାବନ୍ତି ସମାନେେ ନିରାପଦ ରେ ଅଛନ୍ତି, ସମାନଙ୍କେର ନଗରର ସୁରକ୍ଷା ପାଇଁ ଚତୁର୍ଦ୍ଦିଗ ରେ ପ୍ରାଚୀର ନାହିଁ କିମ୍ବା ସମାନଙ୍କେର ଅର୍ଗଳ କି କବାଟ ନାହିଁ। ତେଣୁ ଆମ୍ଭେ ସମାନଙ୍କେ ଦେଶ ବିପକ୍ଷ ରେ ଖଡ୍ଗ ଆଣିବା।
12ଲୁଣ୍ଠନ ଓ ଦ୍ରବ୍ଯ ଅପହରଣ ଉଦ୍ଦେଶ୍ଯ ରେ ମୁଁ ସମାନଙ୍କେ ବିରୁଦ୍ଧ ରେ ୟାତ୍ରା କରିବି। ଯେଉଁ ସମସ୍ତ ଧ୍ବଂସପ୍ରାପ୍ତ ସ୍ଥାନ ଏବେ ବସତି ବିଶିଷ୍ଟ ହାଇେଅଛି ତାହା ବିରୁଦ୍ଧ ରେ ଓ ଯେଉଁ ଲୋକମାନେ ନାନା ଦେଶୀୟ ମଧ୍ଯରୁ ସଂଗୃହୀତ ହାଇେଅଛନ୍ତି ସମାନଙ୍କେ ବିରୁଦ୍ଧ ରେ ୟିବି ଏବଂ ସମାନେେ ପଶୁ ଓ ଦ୍ରବ୍ଯାଦି ପ୍ରାପ୍ତ ହାଇେ ଦେଶର ମଧ୍ଯଭାଗ ରେ ବାସ କରୁଅଛନ୍ତି।'
13"ଶିବା ଦାଦନ ଓ ତର୍ଶୀଶର ବଣିକଗଣ ଆଉ ସଠାେସ୍ଥିତ ୟୁବା ସିଂହାସକଳ ତୁମ୍ଭକୁ ପଚାରିବେ, 'ତୁମ୍ଭେ କ'ଣ ଲୁଟିବାକୁ ଆସିଅଛ ? ତୁମ୍ଭେ କ'ଣ ଦ୍ରବ୍ଯ ଅପହରଣ କରିବାକୁ ଆପଣାର ଜନସମାଜକୁ ଏକତ୍ରୀତ କରିଅଛ ? ରୂପା ସୁନା ବହି ନବୋର, ପଶୁ ଓ ଦ୍ରବ୍ଯାଦି ଲୁଟି ନଇୟିବୋର ଅଭିପ୍ରାଯ କ'ଣ ରଖିଅଛ ?"'
14ପରମେଶ୍ବର କହିଲେ, " ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଭବିଷ୍ଯଦବାକ୍ଯ ପ୍ରଚାର କରି ଗୋଗକୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, 'ଯେତବେେଳେ ମାରେ ଲୋକମାନେ ଶାନ୍ତି ରେ ଓ ନିରାପଦ ରେ ବାସ କରୁଛନ୍ତି, ତୁମ୍ଭେ ସମାନଙ୍କେୁ ଆକ୍ରମଣ କରିବାକୁ ଆସିବ ?"
15ଏବଂ ତୁମ୍ଭେ ନିଜ ବାସସ୍ଥାନ ସୁଦୂର ଉତ୍ତର ଦିଗସ୍ଥ ପ୍ରାନ୍ତଭାଗରୁ ଆସିବ, ତୁମ୍ଭେ ଓ ତୁମ୍ଭ ସହିତ ଅନକେ ଜାତିମାନେ ଆସିବେ। ସମାନେେ ସମସ୍ତେ ଅଶ୍ବାେୃରାହଣ କରିଥିବା ମହାସମାଜ ଓ ପରାକ୍ରମଶାଳୀ ସୈନ୍ଯସାମନ୍ତ ଥିବେ।
16ତୁମ୍ଭେ ଇଶ୍ରାୟେଲ ବିରୁଦ୍ଧ ରେ ମାରେ ଲୋକ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିବ ଏବଂ ଦେଶକୁ ମେଘତୁଲ୍ଯ ଆଚ୍ଛାଦନ କରିବ। ସହେି ଭବିଷ୍ଯତ ଦିନଗୁଡ଼ିକରେ, ମୁଁ ତୁମ୍ଭକୁ ମାେ ଦେଶ ବିରୁଦ୍ଧ ରେ ଆଣିବି, ଯାହା ଫଳ ରେ ଦେଶଗୁଡ଼ିକ ମାେତେ ଜାଣି ପାରିବେ। ଯେତବେେଳେ ମାରେ ପବିତ୍ରତା ତୁମ୍ଭ ମାଧ୍ଯମ ରେ ସମାନଙ୍କେୁ ଉପସ୍ଥିତି ରେ ଦଖାଇବେି।"'
17ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, "ତୁମ୍ଭେ ସହେି ଜଣକ ନୁହଁ କି, ଯାହାକୁ ମୁଁ ମାେ ସବେକ ମାଧ୍ଯମ ରେ ବହୁ ସମୟ ଆଗରୁ କହିଥିଲି, ଇଶ୍ରାୟେଲର ଯାଜକଗଣ ଯେଉଁମାନେ ଆସିବାକୁ ଥିବା ଏଇ ବର୍ଷ ବିଷଯ ରେ ଭବିଷ୍ଯତବାଣୀ କହିଥିଲେ ଯେ, ମୁଁ ତୁମ୍ଭକୁ ସମାନଙ୍କେ ବିରୁଦ୍ଧ ରେ ଆଣିବି।"
18ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, " ଯେଉଁଦିନ ଗୋଗ ଇଶ୍ରାୟେଲ ଦେଶ ବିରୁଦ୍ଧ ରେ ଆସିବ। ସେ ସମୟରେ ମୁଁ ମାରେ କୋପ ପ୍ରଦର୍ଶନ କରିବି।
19ଆଉ ମୁଁ ମାରେଅନ୍ତଜର୍ବାଳା ଓ କୋରଧାଗ୍ନି ରେ ପ୍ରତିଜ୍ଞା କରେ, ଇଶ୍ରାୟେଲ ରେ ଭୟଙ୍କର ଭୂମିକମ୍ପ ହବେ।
20ସେ ସମୟରେ ସମୁଦ୍ରର ମତ୍ସ୍ଯଗଣ, ଆକାଶର ପକ୍ଷୀଗଣ ଓ କ୍ଷେତ୍ରସ୍ଥ ପଶୁଗଣ ଓ ଭୂମିରେ ଗୁରୁଣ୍ଡୁଥିବା ସରୀସୃପଗଣ ଆଉ ପୃଥିବୀସ୍ଥ ସମସ୍ତ ଲୋକମାନେ ଆମ୍ଭ ସାକ୍ଷାତ ରେ ଭୟ ରେ କମ୍ପିତ ହବେେ। ପର୍ବତସବୁ ଉତ୍ପାଟିତ ହବେେ ଓ ଶୃଙ୍ଗଗୁଡ଼ିକ ଭାଙ୍ଗି ପଡ଼ିବ। ଆଉ ପ୍ରେତ୍ୟକକ ପ୍ରାଚୀର ଭୂମିସାତ୍ ହବେ।"
21ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, "ମୁଁ ମାରେ ସମସ୍ତ ପର୍ବତ ରେ ଖଡ୍ଗକୁ ଗୋଗ ବିରୁଦ୍ଧ ରେ ଆଣିବି। ତାହାର ସୈନ୍ଯସାମନ୍ତମାନେ ଏପରି ବିହ୍ବଳ ହବେେ ସମାନେେ ପରସ୍ପର ବିରୁଦ୍ଧ ରେ ଖଡ୍ଗ ଆଣିବେ।
22ପୁଣି ମୁଁ ଗୋଗ ବିପକ୍ଷ ରେ ମହାମାରୀ ଓ ମୃତ୍ଯୁ ଆଣି ଦଣ୍ଡିତ କରିବି। ମୁଁ ତାହା ଉପ ରେ, ତାହାର ସୈନ୍ଯଦଳ ଉପ ରେ ଓ ତା'ର ସଙ୍ଗୀ ଅନକେ ଜାତିମାନଙ୍କ ଉପ ରେ ପ୍ଲାବନକାରୀ ବୃଷ୍ଟି, ବୃହତ୍ ଶିଳା, ଅଗ୍ନି ଓ ଗନ୍ଧକ ବୃଷ୍ଟି କରାଇବି।
23ଏବଂ ଏହି ପ୍ରକା ରେ ମୁଁ ନିଜକୁ ବହୁ ଦେଶକୁ ଜ୍ଞାତ କରାଇବି, ମୁଁ ଦଖାଇେ ଦବେି ଯେ, ମୁଁ ମହାନ୍ ଓ ପବିତ୍ର ଅଟେ। ତାହା ହେଲେ ସମାନେେ ଜାଣିବେ, ଆମ୍ଭେ ସଦାପ୍ରଭୁ ଅଟୁ।"