Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
14 verses
1ଇଫ୍ରଯିମ ପବନ ଏକତ୍ର କରୁଛନ୍ତି। ଇଶ୍ରାୟେଲ ଦିନସାରା "ପବନକୁ ଅନୁସରଣ" କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ଯା କୁହନ୍ତି। ଅଧିକ ଗ୍ଭରେି କରନ୍ତି। ସମାନେେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସମାନେେ ମିଶରକୁ ଅଲିଭ ତଲେ ଆଣୁଛନ୍ତି।
2ସଦାପ୍ରଭୁ କୁହନ୍ତି, "ଆମ୍ଭର ଯିହୁଦା ବିପକ୍ଷ ରେ ଏକ ୟୁକ୍ତି ଅଛି। ଯାକୁବ ତା'ର କୁପଥଗୁଡିକ ପାଇଁ ନିଶ୍ଚିତ ଭାବରେ ଦଣ୍ତ ପାଇବ। ସେ ମନ୍ଦ କାର୍ୟ୍ଯ ପାଇଁ ସେ ନିଶ୍ଚିତ ଭାବରେ ଦଣ୍ତିତ ହବେ।
3ଯାକୁବ ମାତୃଗର୍ଭ ରେ ଥିଲା ଏବଂ ତା'ର ଭାଇ ସହିତ କୌଶଳ କରିଥିଲା। ସେ ଗୋଟିଏ ଶକ୍ତିଶାଳୀ ୟୁବକ ଥିଲା ଏବଂ ସେତବେେଳେ ସେ ପରମେଶ୍ବରଙ୍କ ସହିତ ଲଢୁଥିଲା।
4ଯାକୁବ ପରମେଶ୍ବରଙ୍କ ଦୂତ ସହିତ ମଲ୍ଲୟୁଦ୍ଧ କରୁଥିଲା ଏବଂ ଜିତୁଥିଲା। ସେ ଚିତ୍କାର କରି ପ୍ରଭୁକୃପା ମାଗୁଥିଲା। ଏହା ବୈଥଲ୍ ରେ ଘଟିଥିଲା। ସହେିସ୍ଥାନ ରେ ସେ ପରମେଶ୍ବରଙ୍କୁ ପାଇଲା ଓ ତାଙ୍କ ସହିତ କଥା ହେଲା।
5ହଁ, ସଦାପ୍ରଭୁ ସୈନ୍ଯବାହିନୀର ପରମେଶ୍ବର ଅଟନ୍ତି। ତାଙ୍କର ନାମ ସଦାପ୍ରଭୁ।
6ତେଣୁ ତୁମ୍ଭମାନେେ ସହେି ପରମେଶ୍ବରଙ୍କ ନିକଟକୁ ଫରେିଆସ। ତାଙ୍କ ପ୍ରତି ବିଶ୍ବସ୍ତ ହୁଅ। ଠିକ୍ କାର୍ୟ୍ଯ କର। ସର୍ବଦା ପରମେଶ୍ବରଙ୍କଠା ରେ ବିଶ୍ବାସ ରଖ।
7"ଯାକୁବ ଜଣେ ପ୍ରକୃତ ବ୍ଯବସାଯୀ। ସେ ଏପରିକି ତା'ର ବନ୍ଧୁଙ୍କୁ ମଧ୍ଯ ଠକେ। ଏପରିକି ତାଙ୍କ ନିକିତି ମଧ୍ଯ ମିଛ କ ହେ।
8ଇଫ୍ରଯିମ କହିଲେ, 'ମୁଁ ଧନୀ, ମୁଁ ପ୍ରକୃତ ଧନ ଲାଭ କରିଛି। କୌଣସି ବ୍ଯକ୍ତି ମାରେ ଅପରାଧ ଜାଣିବ ନାହିଁ। କହେି ମଧ୍ଯ ମାରେ ପାପ ଜାଣିପାରିବ ନାହିଁ।'
9"ମିଶର ରେ ଥିଲା ସମୟରୁ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ବର ଅଟୁ। ତୁମ୍ଭମାନେେ ଉତ୍ସବ ଦିନ ରେ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ତମ୍ବୁ ରେ ରଖିବା।
10ଆମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ତୁମ୍ଭମାନଙ୍କୁ ଏବଂ ସମାନଙ୍କେୁ ବହୁ ଦର୍ଶନ ଦଲେୁ। ଆମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ତୁମ୍ଭକୁ ଦୃଷ୍ଟାନ୍ତ କଥା ଦଲେୁ।
11ଯେ ହତେୁ ଗିଲିଯଦ ରେ ସମାନେେ ବହୁତ ଦୁଷ୍ଟ, ସମାନେେ କିଛି ହାଇପୋରିବେ ନାହିଁ। କାରଣ ଗିଲ୍ଗିଲ ରେ ସମାନେେ ଷଣ୍ତକୁ ବଳିଦାନ ଦିଅନ୍ତି। ଖାେଲା ପଡିଆ ରେ ପଥର ଗଦା ପରି ସମାନଙ୍କେର ୟଜ୍ଞବଦେୀଗୁଡିକ ହବେ।
12"ଯାକୁବ ଅରାମ ରାଜ୍ଯକୁ ପଳାଇଲେ। ସହେି ସ୍ଥାନ ରେ ଇଶ୍ରାୟେଲ ଗୋଟିଏ ସ୍ତ୍ରୀ ପାଇଁ କାର୍ୟ୍ଯ କରୁଥିଲେ। ସେ ଅନ୍ୟ ସ୍ତ୍ରୀ ପାଇବାକୁ ମଷେ ରଖିଲେ।
13କିନ୍ତୁ ସଦାପ୍ରଭୁ ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ରଖିଲେ ଏବଂ ମିଶରରୁ ଇଶ୍ରାୟେଲକୁ ନଇେ ଆସିଲେ। ସଦାପ୍ରଭୁ ସହେି ଭବିଷ୍ଯଦ୍ବକ୍ତାଙ୍କୁ ଲଗାଇ ଇଶ୍ରାୟେଲକୁ ନିରାପଦ ରଖିଲେ।
14କିନ୍ତୁ ଇଫ୍ରଯିମ ସଦାପ୍ରଭୁଙ୍କୁ ରଗାଇବାର କାରଣ ହେଲା। ଇଫ୍ରଯିମ ବହୁ ଲୋକଙ୍କୁ ହତ୍ଯା କଲା। ତେଣୁ ସେ ତା'ର ଦୋଷ ପାଇଁ ଦଣ୍ତିତ ହବେ। ସମାନଙ୍କେର ମୁନିବ ପରମେଶ୍ବର ସହେି ଅପମାନ ସମାନଙ୍କେୁ ସହ୍ଯ କରାଇବେ।"