Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
23 verses
1ଦେଖ, ସଦାପ୍ରଭୁ ପୃଥିବୀକୁ ଧ୍ବଂସ କରୁଛନ୍ତି। ସେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ଯ କରୁଛନ୍ତି ଓ ଲୋକମାନଙ୍କୁ ବଳପୂର୍ବକ ଦୂର ସ୍ଥାନକୁ ବିତାଡ଼ିତ କରୁଛନ୍ତି।
2ସେତବେେଳେ ସାଧାରଣ ଲୋକ ଓ ଯାଜକ, ଦାସ ଓ ତାହାର କର୍ତ୍ତା, ଦାସୀ ଓ ତାହାର କତ୍ତର୍ରୀ, କ୍ ରତାେ ଓ ବିକ୍ ରତାେ, ଖାତକ ଓ ମହାଜନ ଏବଂ ସୁଧଗ୍ରାହୀ ଓ ସୁଧଦାତା ସମାନ ହବେେ ଓ ସମାନ ଅବସ୍ଥା ଘଟିବ।
3ସମସ୍ତ ଲୋକ ପୃଥିବୀରୁ ବିତାଡ଼ିତ ହବେେ ଓ ସେ ସମ୍ପୂର୍ଣ୍ଣ ଭାବରେ ଲୁଣ୍ଠିତ ହବେେ। ଏହା ଘଟିବ କାଣ ସଦାପ୍ରଭୁ ଏହା କହିଛନ୍ତି।
4ପୃଥିବୀ ଶୂନ୍ଯ ହବେ ଓ ଦୁଃଖିତ ହବେ। ସେ ମ୍ଲାନ ଓ ନିସ୍ତଜେ ହବେ, ପୃଥିବୀର ଉଚ୍ଚ ଲୋକମାନେ ଦୁର୍ବଳ ହବେେ।
5ପୃଥିବୀବାସୀ ପୃଥିବୀକୁ ଅପବିତ୍ର କରିଛନ୍ତି। କାରଣ ସମାନେେ ପରମେଶ୍ବର ଶିକ୍ଷାସମୂହକୁ ଉଲଙ୍ଘନ କରିଛନ୍ତି। ସମାନେେ ପରମେଶ୍ବରଙ୍କ ବିଧି ଓ ଚୁକ୍ତିକୁ ପାଳନ କରି ନାହାଁନ୍ତି। ଅନନ୍ତକାଳସ୍ଥାଯୀ ଚୁକ୍ତିକୁ ଲଙ୍ଘନ କରିଛନ୍ତି।
6ପୃଥିବୀ ନିବାସୀ ଦୋଷ କରିଛନ୍ତି, ତେଣୁ ସମାନେେ ଅପରାଧୀ, ସେଥିପାଇଁ ପରମେଶ୍ବର ସମାନଙ୍କେୁ ବିନଷ୍ଟ କରିବାକୁ ପ୍ରତିଜ୍ଞା କରିଛନ୍ତି। ସମାନେେ ଦଣ୍ଡିତ ହବେେ ଓ ଅଳ୍ପ କେତକେ ବଞ୍ଚି ରହିବେ।
7ଦ୍ରାକ୍ଷାଲତା ମ୍ଲାନ ହେଉଛନ୍ତି ଓ ନୂତନ ଦ୍ରାକ୍ଷାରସ କ୍ଷୀଣ ହାଇୟୋଇଛି। ଯେଉଁ ଲୋକମାନଙ୍କର ହୃଦଯ ଖୁସିଥିଲା ବର୍ତ୍ତମାନ ସମାନେେ ୟନ୍ତ୍ରଣା ରେ ଗଁ ଗଁ କରୁଛନ୍ତି।
8ଲୋକାମନେ ଆନନ୍ଦ ଉଲ୍ଲାସରୁ ନିବୃତ୍ତ ହାଇେଛନ୍ତି। ସମସ୍ତ ଆନନ୍ଦ ଧ୍ବନି ନୀରବ ହାଇେଛି। ତବଲା ଓ ବୀଣାର ମଧୁର ସଙ୍ଗୀତ ନିବୃତ୍ତ ହାଇେଅଛି।
9ଲୋକମାନେ ସୁରାପାନ କଲା ବେଳେ ଆଉ ଆନନ୍ଦ ସଙ୍ଗୀତ ଗାଉ ନାହାଁନ୍ତି। ସୁରାପାନ ସମାନଙ୍କେୁ ତିକ୍ତ ବୋଧ ହେଉଅଛି।
10"ସମସ୍ତ ନଗରଟି ଧ୍ବଂସ ହଇେଅଛି।' ସମସ୍ତ ଦ୍ବାର ରୁଦ୍ଧ। ଲୋକମାନେ ଗୃହ ରେ ପ୍ରବେଶ କରିପାରୁ ନାହାଁନ୍ତି। ସର୍ବତ୍ର ବିଭ୍ରମତା ସୃଷ୍ଟି ହାଇେଛି।
11ତଥାପି ଲୋକମାନେ ସଡ଼କରେ ସୁରା ପାଇଁ ଚିତ୍କାର କରୁଛନ୍ତି। କିନ୍ତୁ ସମସ୍ତ ସୁଖ ଚାଲି ୟାଇଛି ଓ ଆମାଦେ ଦୂରୀଭୂତ ହାଇେଛି।
12କବଳେ ନଗର ରେ ପ୍ରେତ୍ୟକକ ଜାଗା ରେ ଧ୍ବଂସତା ଦଖାଯାେଉଛି। ସମସ୍ତ ଦ୍ବାର ଭଗ୍ନ ଓ ବିନଷ୍ଟ ହାଇେଛି।
13ଯେପରି ଜୀତ ବୃକ୍ଷରୁ ଜୀତଫଳ ତୋଳିଲା ପ ରେ କିଛି ଜୀତଫଳ ରହିୟାଏ ଓ ଦ୍ରାକ୍ଷା ସଂଗ୍ରହକାରୀ କିଛି ଦ୍ରାକ୍ଷାଗଛ ରେ ଛାଡ଼ି ୟାଇଥାଏ, ସହେିପରି ପୃଥିବୀର ଗୋଷ୍ଠୀମାନଙ୍କ ମଧିଅରେ ଘଟିବ।
14ଏହି ଅବଶିଷ୍ଟ ପୃଥିବୀବାସୀ ସମୁଦ୍ର ଗର୍ଜନଠାରୁ ଅଧିକ ଉଚ୍ଚ ସ୍ବର ରେ ଆନନ୍ଦ ଧ୍ବନି କରିବେ। କାରଣ ସଦାପ୍ରଭୁଙ୍କ ମହିମା ହତେୁ ସମାନେେ ଏହା କରିବେ।
15ସହେି ଲୋକମାନେ କହିବେ, " ହେ ପୂର୍ବ ଦେଶର ଲୋକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର। ହେ ଦୂରଦେଶର ଲୋକମାନେ, ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁଙ୍କର ଗୌରବ ପ୍ରଶଂସା କର।'
16ଆମ୍ଭମାନେେ ପୃଥିବୀର ସର୍ବତ୍ର ପରମେଶ୍ବରଙ୍କ ପ୍ରଶଂସା ଶୁଣିବୁ। ଏହି ମହିମା ଗାନ ହେଉଛି ମଙ୍ଗଳମଯ ପରମେଶ୍ବରଙ୍କ ସମ୍ବନ୍ଧ ରେ। କିନ୍ତୁ ମୁଁ କ ହେ, "ମୁଁ କ୍ଷୀଣ ହେଉଅଛି। ମୁଁ ସନ୍ତାପର ପାତ୍ର ବିଶ୍ବାସଘାତକମାନେ ବିଶ୍ବାସଘାତକତା କରିଛନ୍ତି। ସମାନେେ ଭୟଙ୍କର ବିଶ୍ବାସଘାତକତା କରିଛନ୍ତି।
17ଏହି ପୃଥିବୀବାସୀଙ୍କ ପାଇଁ ବିପଦ ରହିଛି ବୋଲି ମୁଁ ଦେଖୁଛି। ସମାନଙ୍କେ ପାଇଁ ଭୟ, ଗର୍ତ୍ତ ଓ ଫାନ୍ଦ ରହିଥିବା ମୁଁ ଦେଖୁଛି।
18ଯେତବେେଳେ ଲୋକମାନେ ଭୟର ଶବ୍ଦ ଶୁଣିବେ ଓ ପଳାଯନ କରିବେ, ସମାନେେ ସେତବେେଳେ ଗର୍ତ୍ତ ରେ ପଡ଼ିବେ। ସମାନଙ୍କେ ମଧ୍ଯରୁ କେତକେ ଗର୍ତ୍ତରୁ ଉଠି ଉପରକୁ ଆସିଲେ ଫାନ୍ଦ ରେ ପଡ଼ିବେ।" କାରଣ ଉର୍ଦ୍ଧ୍ବସ୍ଥ ଝରକାସବୁ ଉନ୍ମୁକ୍ତ ରହିଛି ଏବଂ ପୃଥିବୀର ମୂଳଦୁଆ କମ୍ପିତ ହେଉଅଛି।
19ପୃଥିବୀ ବିଦୀର୍ଣ୍ଣ ହାଇେ ଖଣ୍ଡ ବିଖଣ୍ଡିତ ହେଉଅଛି, ଏହା ଥରି ବିଚଳିତ ହାଇେ ନଷ୍ଟ ହେଉଅଛି।
20ପୃଥିବୀର ଅପରାଧ ପାପଭାର ବହୁତ ବଢ଼ି ୟାଇଛି ଓ ସହେି ଭାର ରେ ତାହାର ପତନ ଘଟିବ। ପୃଥିବୀ ଗୋଟିଏ ମଦ୍ଯପ ପରି ପଡ଼ିବ ଓ ଗୋଟିଏ କୁଡ଼ିଆ ଘର ପରି ଦୋହଲିବ। ଏହା ଆଉ ତିଷ୍ଠିବ ନାହିଁ।
21ସଦେିନ ସଦାପ୍ରଭୁ ଉର୍ଦ୍ଧ୍ବସ୍ଥ ସୈନ୍ଯଙ୍କୁ ସୀମାନ୍ତଙ୍କୁ ଉର୍ଦ୍ଧ୍ବ ରେ ଓ ପୃଥିବୀସ୍ଥ ରାଜାମାନଙ୍କୁ ପୃଥିବୀ ରେ ପ୍ରତିଫଳ ଦବେେ।
22ବନ୍ଦୀମାନେ କୂପ ରେ ଏକତ୍ରୀତ ହେଲାପରି ସମାନେେ ଏକତ୍ରୀତ ହବେେ। ସମାନଙ୍କେ ମଧ୍ଯରୁ କେତକେ ବନ୍ଦୀ ଗୃହ ରେ ରୁଦ୍ଧ ହବେେ। ବହୁଦିନ ପ ରେ ସମାନେେ ଦଣ୍ଡିତ ହବେେ।
23ସେତବେେଳେ ସଦାପ୍ରଭୁ ସିୟୋନ ପର୍ବତ ଉପ ରେ ୟିରୁଶାଲମ ରେ ପ୍ରାଚୀନବର୍ଗ ସମ୍ମୁଖ ରେ ରାଜତ୍ବ କଲାପରି ଶାସନ କରିବେ। ତାଙ୍କର ଗୌରବ ଏପରି ମହିମାନ୍ବିତ ହବେ ଯେ ଚନ୍ଦ୍ର ତାଙ୍କ ନିକଟରେ ଅପ୍ରସ୍ତୁତ ହବେେ ଓ ସୂର୍ୟ୍ଯ ଲଜ୍ଜିତ ହବେେ।