Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
13 verses
1ସଦେିନ ସଦାପ୍ରଭୁ ଆପଣାର ଦାରୁଣ, ବୃହତ୍ ଓ ଦୃଢ଼ ଖଡ୍ଗ ଦ୍ବାରା ଦ୍ରୁତଗାମୀ ସର୍ପ ଲିବିଯାଥନକୁ ଓ ବକ୍ରଗାମୀ ସର୍ପ ଲିବିଯାଥନକୁ ଶାସ୍ତି ଦବେେ ଓ ସମୁଦ୍ରସ୍ଥ ଦୀର୍ଘକାଯ ଜନ୍ତୁକୁ ସଂହାର କରିବେ।
2ସଦେିନ ଲୋକେ ଏକ ଦ୍ରାକ୍ଷାକ୍ଷେତ୍ର ଉଦ୍ଦେଶ୍ଯ ରେ ଗାନ କରିବେ।
3"ମୁଁ, ସଦାପ୍ରଭୁ ସହେି ଉଦ୍ୟାନକୁ ରକ୍ଷା କରିବି। ଯଥା ସମୟରେ ସେଥି ରେ ଜଳ ସଚେନ କରିବି। ଦିବାରାତ୍ର ତାକୁ ଜଗି ରହିବି ଯେପରି କହେି ତା'ର କିଛି କ୍ଷତି କରିବେ ନାହିଁ।
4ମାଠାେ ରେ କୋରଧ ନାହିଁ। ଯଦି ୟୁଦ୍ଧ ହୁଏ ଓ କହେି ଜଣେ କଣ୍ଟାକର ବାଡ଼ ଦିଏ, ଆମ୍ଭେ ଆକ୍ରମଣ କରିବୁ ଓ ପୋଡ଼ି ପକାଇବୁ।
5ମାତ୍ର ଯଦି କହେି ନିରାପତ୍ତା ପାଇଁ ମାେ ସହିତ ଶାନ୍ତି ସ୍ଥାପନ କରେ, ତବେେ ସେ ଶାନ୍ତି ସ୍ଥାପନ କରୁ।
6ଲୋକମାନେ ମାେ ନିକଟକୁ ଆସିବେ। ସମାନେେ ଯାକୁବକୁ ଶକ୍ତିଶାଳୀ କରିବେ ଯେପରି ତା'ର ଚୋର ବାନ୍ଧିବ। ଇଶ୍ରାୟେଲ ମୁକ୍ତ ଓ ପ୍ରଫୁଲ ହବେ। ଏ ପୃଥିବୀ ଫଳ ଫୁଲ ରେ ପରିପୂର୍ଣ୍ଣ ହବେ।'
7ସଦାପ୍ରଭୁ କିପରି ତାଙ୍କ ଲୋକମାନଙ୍କୁ ଶାସ୍ତି ଦବେେ। ଯେପରି ଲୋକମାନଙ୍କୁ ଅତୀତ ରେ ଶତ୍ରୁଗଣ ପ୍ରହାର କରନ୍ତି ସଦାପ୍ରଭୁ ସହେିପରି ପ୍ରହାର କରିବେ। ସମାନେେ ଯେପରି ବହୁ ଲୋକଙ୍କୁ ନିହତ କରିଥିଲେ ସହେିପରି ସଦାପ୍ରଭୁ ନିହତ କରିବେ।
8ସଦାପ୍ରଭୁ ଇଶ୍ରାୟେଲର ପରିତ୍ରାଣ ପାଇଁ ତାକୁ ଦୂରକୁ ପଠାଇ ତାହା ସହିତ ବିବାଦ କରିବେ। ସେ ପୂର୍ବୀଯ ବାଯୁ ଦିନ ରେ ନିଜର ପ୍ରବଳ ବାଯୁଦ୍ବାରା ସ୍ଥାନାନ୍ତରିତ କରିବେ।
9ତେଣୁ ଏହିପରି ଭାବରେ ଯାକୁବର ଦୋଷ ପରିମାର୍ଜିତ ହବେ ଓ ତାହାର ପାପ ଦୂରୀଭୂତ ହବେ। ସେ ୟଜ୍ଞବଦେୀର ପ୍ରସ୍ତର ସବୁ ଧୂଳିସାତ ହବେ ଓ ସହେି ଆଶରୋ ମୂର୍ତ୍ତି ଓ ସୂର୍ୟ୍ଯ ପ୍ରତିମା ସବୁ ବିନଷ୍ଟ ହବେେ।
10ସଦେିନ ସହେି ସୁଦୃଢ଼ ପ୍ରାନ୍ତର ତୁଲ୍ଯ ଜନଶୂନ୍ଯ ହବେ। ଏହା ଏକ ମରୁଭୂମିରେ ପରିଣତ ହବେ। ନିର୍ଜନ ଓ ପରିତ୍ଯକ୍ତ ବସତି ସ୍ଥାନ ହବେ। ସେ ସ୍ଥାନ ରେ ଗୋରୁପଲ ଚରିବେ ଓ ଶଯନ କରିବେ ଏବଂ ଦ୍���ାକ୍ଷାର ଶାଖା ଭାଙ୍ଗି ଖାଇବେ।
11ଦ୍ରାକ୍ଷାଗଛ ରେ ଡ଼ାଳ ଶୁଷ୍କ ହେଲେ ଭଙ୍ଗାୟିବ। ସ୍ତ୍ରୀ ଲୋକମାନେ ତାକୁ ଜାଳଣେି ରୂପେ ବ୍ଯବହାର କରିବେ।
12ସଦେିନ ସଦାପ୍ରଭୁ ଅନ୍ୟମାନଙ୍କଠାରୁ ତାଙ୍କର ଦାସମାନଙ୍କୁ ଅଲଗା କରିବେ। ଫରାତ୍ ନଦୀଠାରୁ ଆରମ୍ଭକରି ମିଶର ନଦୀ ପର୍ୟ୍ଯନ୍ତ ସେ ଲୋକମାନଙ୍କୁ ଏକତ୍ରୀତ କରିବେ।
13ସଦେିନ ଗୋଟିଏ ବଡ଼ ମଷେର ଶିଙ୍କା ବାଜିବ। ଅଶୂର ଦେଶ ରେ ହଜି ୟାଇଥିବା ଲୋକ ଏବଂ ମିଶରକୁ ବିତାଡ଼ିତ ହାଇେଥିବା ଲୋକମାନେ ସଦେିନ ଆସିବେ। ୟିରୁଶାଲମର ପବିତ୍ର ପର୍ବତ ରେ ସମାନେେ ସଦାପ୍ରଭୁଙ୍କୁ ପ୍ରଣାମ କରିବା ପାଇଁ ଏକତ୍ରୀତ ହବେେ।