Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
22 verses
1ରାଜା ହିଜକିଯଙ୍କ ଚତୁର୍ଦ୍ଦଶ ବର୍ଷ ରାଜତ୍ବ କାଳ ରେ ଅଶୂରର ରାଜା ସନ୍ ହରେୀବ ସୁଦୃଢ଼ ପ୍ରାଚୀର ବେଷ୍ଟିତ ଯିହୁଦାର ନଗର ସବୁକୁ ଆକ୍ରମଣ କରି ତାକୁ ଅଧିକାର କଲେ।
2ଅଶୂରର ରାଜା ସନ୍ ହରେୀବ ତାଙ୍କର ସନୋଧ୍ଯକ୍ଷଙ୍କୁ ଏକ ବିଶାଳ ସୈନ୍ଯବାହିନୀ ଦଇେ ଲାଖୀଶଠାରୁ ୟିରୁଶାଲମକୁ ହିଜକିଯ ରାଜା ନିକଟକୁ ପଠାଇଲା। ଆଉ ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାକ ନିକଟରେ ଠିଆ ହେଲା।
3ୟିରୁଶାଲମର ତିନିଜଣ ବ୍ଯକ୍ତି ସନୋଧ୍ଯକ୍ଷଙ୍କୁ ସାକ୍ଷାତ କରିବାକୁ ଗଲେ। ସମାନେେ ହେଲେ ହିଲକିଯର ପୁତ୍ର ରାଜଗୃହ ରକ୍ଷୀ ଇଲିଯାକୀମ, ଲେଖକ ଶିବ୍ନ ଓ ଆସଫର ପୁତ୍ର ଇତିହାସ ଲେଖକ ୟୋଯାହ।
4ଆଦେଶକର୍ତ୍ତା ସମାନଙ୍କେୁ କହିଲା,
5ମୁଁ କହୁଛି ୟୁଦ୍ଧ ପାଇଁ ତୁମ୍ଭମାନଙ୍କର ଏହି ଯେଉଁ ବଳ ଓ ମନ୍ତ୍ରଣା ବୃଥା କଥା, ତୁମ୍ଭମାନେେ କାହା ଉପ ରେ ବିଶ୍ବାସ କରି ମାେ ବିପକ୍ଷ ରେ ବିଦ୍ରୋହ କରିଛ ?
6ତୁମ୍ଭମାନେେ କ'ଣ ଭଗ୍ନ ୟଷ୍ଟି ସଦୃଶ ମିଶର ଉପ ରେ ନିର୍ଭର କରୁଛ ? ତାହା ଯଦି କରୁଥାଅ ତବେେ ସେ ହାତ ରେ ଫୋଡ଼ି ହାଇୟୋଇ କଣା କରିଦବେ। ମିଶରର ରାଜା ଫାରୋ ଉପ ରେ ଯେଉଁମାନେ ବିଶ୍ବାସ ରଖନ୍ତି, ସମାନେେ ସମସ୍ତେ କିଛି ସାହାୟ୍ଯ ପାଇବେ ନାହିଁ।
7ମାତ୍ର ତୁମ୍ଭେ ମାେତେ କହିପାର, "ଆମ୍ଭମାନେେ ସଦାପ୍ରଭୁ ଆମର ପରମେଶ୍ବରଙ୍କ ଉପ ରେ ବିଶ୍ବାସ କରୁଅଛୁ।' ମାତ୍ର ମୁଁ ଜାଣେ ହିଜକିଯ ସଦାପ୍ରଭୁଙ୍କ ପୂଜାସ୍ଥଳୀ ୟଜ୍ଞବଦେୀ ଓ ଉଚ୍ଚସ୍ଥଳୀ ଧ୍ବଂସ କରି ଦଇେଛି। "ଆଉ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ କବଳେ ୟିରୁଶାଲମର ୟଜ୍ଞବଦେୀ ନିକଟରେ ପୂଜା କରିବାକୁ କହିଅଛି।"
8ଏହା ସତ୍ତ୍ବେ, ଯଦି ତୁମ୍ଭେ ୟୁଦ୍ଧ କରିବାକୁ ଚାହୁଁଛ, ଅଶୂରର ରାଜାଙ୍କ ସହିତ ସମ୍ପର୍କ କର, ସମାନଙ୍କେ ପାଇଁ ଯଦି ଅଶ୍ବ ଆରୋହଣକାରୀମାନଙ୍କୁ ଖାଜେି ପାରିବ, ତବେେ ମୁଁ ତୁମ୍ଭଙ୍କୁ 200 ଅଶ୍ବ ଦବେି।
9ମାତ୍ର ତୁମ୍ଭେ ମାରେ ପ୍ରଭୁଙ୍କ ଦାସମାନଙ୍କ ମଧ୍ଯରୁ କ୍ଷୁଦ୍ରତମ ସନୋପତିଙ୍କୁ ମଧ୍ଯ ପରାସ୍ତ କରିପାରିବ ନାହିଁ। ତବେେ ତୁମ୍ଭେ କିପରି ମିଶରର ଅଶ୍ବାରୋହୀ ଓ ରଥ ଉପ ରେ ବିଶ୍ବାସ ରଖୁଛ ?
10ବର୍ତ୍ତମାନ ତୁମ୍ଭେ କ'ଣ ଭାବୁଛ ମୁଁ ସଦାପ୍ରଭୁଙ୍କ ବିନା ସାହାୟ୍ଯ ରେ ଏହି ସ୍ଥାନକୁ ଧ୍ବଂସ କରିପାରିବ ? ସଦାପ୍ରଭୁ ମାେତେ କହିଲେ, "ଏହି ଦେଶ ବିରୁଦ୍ଧ ରେ ୟାଇ ତାହା ଧ୍ବଂସ କର।"
11ତା'ପ ରେ ଇଲିଯାକିମ୍, ଶିବ୍ନ ଓ ୟୋଯାହ ରବଶାକିକି କହିଲେ, "ଦୟାକରି ଆପଣ ଆପଣଙ୍କର ଦାସମାନଙ୍କୁ ଅରାମୀଯ ଭାଷା ରେ କୁହନ୍ତୁ। କାରଣ ଆମ୍ଭମାନେେ ସେ ଭାଷା ବୁଝି ପାରୁଛୁ। ପୁଣି ପ୍ରାଚୀର ଉପରିସ୍ଥ ଲୋକମାନଙ୍କର ଗୋଚର ନିମନ୍ତେ ୟିହୁଦୀଯ ଭାଷା ରେ କୁହନ୍ତୁ ନାହିଁ।'
12ମାତ୍ର ରବଶାକି କହିଲା, " ମାରେ ପ୍ରଭୁ କ'ଣ ମାେତେ ତୁମ୍ଭମାନଙ୍କୁ ଓ ତୁମ୍ଭର ପୁତ୍ରଙ୍କୁ କହିବା ପାଇଁ ପଠାଇଛନ୍ତି ? ସେ କ'ଣ ମାେତେ ତୁମ୍ଭମାନଙ୍କ ସହିତ ଯେଉଁମାନେ ଆପଣା ଆପଣା ବିଷ୍ଠା ଖାଉଛନ୍ତି ଓ ମୂତ୍ର ପାନ କରୁଛନ୍ତି, ସମାନଙ୍କେ ନିକଟକୁ ପଠାଇ ନାହାଁନ୍ତି ?'
13ତା'ପ ରେ ରବଶାକି ଉଚ୍ଚସ୍ବର ରେ ୟିହୁଦୀଯ ଭାଷା ରେ କହିଲେ।
14"ମହାରାଜା ଅଶୂରର ରାଜାଙ୍କର ଏହି ବାର୍ତ୍ତା ଶୁଣ :
15ହିଜକିଯଙ୍କ କଥା ବିଶ୍ବାସ କର ନାହିଁ। 'ସଦାପ୍ରଭୁଙ୍କଠା ରେ ବିଶ୍ବାସ ରଖ। ସେ ନିଶ୍ଚଯ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ସଦାପ୍ରଭୁ ଅଶୂର ରାଜାଙ୍କୁ ଏହି ନଗର ଅଧିକାର କରିବାକୁ ଦବେେ ନାହିଁ।'
16ହିଜକିଯଙ୍କ କଥା ଶୁଣ ନାହିଁ। କାରଣ ଅଶୂର ରାଜା ଏହିକଥା କୁହନ୍ତି, "ତୁମ୍ଭମାନେେ ମାେ ସହିତ ଚୁକ୍ତି କର। ତୁମ୍ଭମାନେେ ନଗରରୁ ବାହାରି ମାେ ନିକଟକୁ ଚାଳିଆସ। ତା'ପ ରେ ପ୍ରେତ୍ୟକକ ନିଜ ନିଜ ଗୃହକୁ ୟିବାକୁ ମୁକ୍ତ ଅଟ। ପ୍ରେତ୍ୟକକ ଆପଣା ଆପଣା ଦ୍ରାକ୍ଷାଫଳ ଓ ଡ଼ିମ୍ବିରି ଫଳ ଭୋଜନ କର। ପ୍ରେତ୍ୟକକ ନିଜ ନିଜ କୂପରୁ ଜଳ ପାନକର।
17ତୁମ୍ଭମାନଙ୍କୁ ସ୍ବଦେଶକୁ ନଇୟିବୋ ପର୍ୟ୍ଯନ୍ତ ତୁମ୍ଭମାନେେ ଏହି କାର୍ୟ୍ଯ କର। ସହେି ନୂତନ ଦେଶ ରେ ତୁମ୍ଭମାନେେ ଉତ୍ତମ ଶସ୍ଯ ଓ ଦ୍ରାକ୍ଷାରସ ଏବଂ ରୁଟୀ ଓ ଦ୍ରାକ୍ଷା କ୍ଷେତ୍ରମାନ ଲାଭ କରିବ।"
18ହିଜକିଯ ତୁମ୍ଭମାନଙ୍କ ପାଇଁ ଯେପରି ଦୁଃଖ ନ ମଣାଏ, ସେଥିପାଇଁ ଧ୍ଯାନ ଦିଅ। ସେ କୁହନ୍ତି, "ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।' ମାତ୍ର କୌଣସି ଗୋଷ୍ଠୀଯମାନଙ୍କର ଦବେତାଗଣ ମଧ୍ଯରୁ କୌଣସି ଦବେତା କ'ଣ ଅଶୂରୀଯ ରାଜାଙ୍କ ହସ୍ତରୁ ଆପଣା ଦେଶକୁ ଉଦ୍ଧାର କରିଅଛ ? ନା।
19ହମାତ ଓ ଅର୍ପଦର ଦବେତାମାନେ କାହାନ୍ତି ? ସଫର୍ବଯିମର ଦବେତାମାନେ କାହାନ୍ତି ? ସମାନେେ କ'ଣ ମାଠାରୁେ ଶମରିଯାକୁ ଉଦ୍ଧାର କରିଛନ୍ତି ?
20ଏହିସବୁ ଦେଶର ଦବେତାଗଣ ମଧ୍ଯରୁ କେଉଁ ଦବେତା ମାେ ହସ୍ତରୁ ନିଜ ନିଜ ଦେଶ ଉଦ୍ଧାର କରିଅଛନ୍ତି ଯେ, ସଦାପ୍ରଭୁ ମାେ ହସ୍ତରୁ ୟିରୁଶାଲମକୁ ଉଦ୍ଧାର କରିବେ।"
21ମାତ୍ର ୟିରୁଶାଲମର ଲୋକମାନେ ନୀରବ ରହିଲେ। ତାହାକୁ ପଦମାେତ୍ର ଉତ୍ତର କଲେ ନାହିଁ। "କାରଣ ରାଜା ହିଜକିଯ ଉତ୍ତର ନ ଦବୋପାଇଁ ଆଦେଶ ଦଇେଥିଲେ।"
22ତା'ପ ରେ ହିଲ୍କିଯର ପୁତ୍ର ରାଜଗୃହାଧ୍ଯକ୍ଷ ଇଲିଯାକିମ୍। ଲେଖକ ଗିବ୍ ନ ଓ ଆସଫର ପୁତ୍ର ଇତିହାସ ଲେଖକ ୟୋଯାହ ଆପଣା ଆପଣା ବସ୍ତ୍ର ଚିରି ହିଜକିଯ ନିକଟକୁ ଆସି ରବଶାକିର କଥାସବୁ ତାକୁ ଜଣାଇଲେ।