Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
6 verses
1ସହେି ସମୟରେ ସାତଜଣ ସ୍ତ୍ରୀ ଏକ ପୁରୁଷକୁ ଧରି କହିବେ, "ଆମ୍ଭମାନେେ ଆମ୍ଭ ନିଜର ଅନ୍ନ ଭୋଜନ କରିବୁ ଓ ନିଜର ବସ୍ତ୍ର ପରିଧାନ କରିବୁ। ତୁମ୍ଭେ ଯଦି ଆମ୍ଭମାନଙ୍କୁ ବିବାହ କରିବ ତାହା ହେଲେ ଆମ୍ଭମାନେେ ଆମ୍ଭମାନଙ୍କର ସମସ୍ତ କାର୍ୟ୍ଯ କରିବୁ। ଆମ୍ଭମାନଙ୍କୁ କବଳେ ତୁମ୍ଭର ନାମ ରେ ଖ୍ଯାତ କର ଓ ଆମ୍ଭମାନଙ୍କର ଲଜ୍ଜା ଅପମାନକୁ ଦୂର କର।'
2ସହେି ସମୟରେ, ସଦାପ୍ରଭୁଙ୍କ ଶାଖା (ଯିହୁଦା) ଅତି ମନୋରମ ଆକର୍ଷଣୀଯ ଓ ମହାନ୍ ହବେ। ଇଶ୍ରାୟେଲର ପରିବେଷ୍ଟନୀଯର ଉପୟୋଗୀ ସମାନଙ୍କେ ଦେଶର ଉତ୍ତମ ଫଳ ଯୋଗୁଁ ଗୌରବାନ୍ବିତ ହବେେ।
3ସହେି ସମୟରେ ସିୟୋନ ଓ ୟିରୁଶାଲମର ଅବଶିଷ୍ଟ ସମସ୍ତ ଲୋକ ସ୍ବତନ୍ତ୍ର ଓ ପବିତ୍ର ଲୋକ ବୋଲି କଥିତ ହବେେ। ଏହା ସହେି ଲୋକମାନଙ୍କ ପ୍ରତି ଘଟିବ ଯେଉଁମାନେ ଏକ ସ୍ବତନ୍ତ୍ର ତାଲିକା ରେ ଥିବେ ଓ ସହେି ତାଲିକାଭୁକ୍ତ ଲୋକେ କବଳେ ବଞ୍ଚି ରହିବେ।
4ସଦାପ୍ରଭୁ ସିୟୋନର ନାରୀମାନଙ୍କର ମଇଳାକୁ ଧେ ୗତ କରିବେ। ସେ ୟିରୁଶାଲମର ସମସ୍ତ ରକ୍ତକୁ ଧୋଇ ଦବେେ। ପରମେଶ୍ବର ତାଙ୍କର ନ୍ଯାଯ ଆତ୍ମାକୁ ପ୍ରଯୋଗ କରିବେ। ଆଉ ମଧ୍ଯ ସେ ତାଙ୍କର ଜ୍ବଳନ୍ତ ଆତ୍ମାକୁ ବ୍ଯବହାର କରିବେ।
5ସେତବେେଳେ ପରମେଶ୍ବର ତାଙ୍କର ଲୋକମାନଙ୍କ ସହିତ ଅଛନ୍ତି ବୋଲି ପ୍ରମାଣ କରିବେ। ଦିବସ ରେ ପରମେଶ୍ବର ଧୂମର ମେଘ ସୃଷ୍ଟି କରିବେ ଓ ରାତ୍ରି ରେ ଜ୍ବଳନ୍ତ ଅଗ୍ନି ଶିଖା ସୃଷ୍ଟି କରିବେ। ଆଉ ଏହା ପ୍ରମାଣିତ ହବେ ଯେ ସିୟୋନର ସମସ୍ତ ପର୍ବତ ଓ ସମସ୍ତ ଆବାସ ଉପର ଆକାଶ ଏହି ଧୂମ ରୂପକ ମେଘ ରେ ଆଚ୍ଛାଦିତ ହବେ। ପ୍ରେତ୍ୟକକ ଲୋକର ସୁରକ୍ଷା ପାଇଁ ଚନ୍ଦ୍ରାତାପ ବିସ୍ତୃତ ହବେ।
6ଏହି ଆଚ୍ଛାଦନ ଏକ ନିରାପଦ ସ୍ଥାନ ହବେ। ଏହା ଦିବସ ରେ ସୂର୍ୟ୍ଯ ତାପରୁ ସୁରକ୍ଷା ଦବେ ଓ ସମସ୍ତ ବନ୍ଯା, ଝଡ଼ ଓ ବର୍ଷାରୁ ଏହି ଛାଯା ରକ୍ଷା କରିବ।