Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
13 verses
1ଏବଂ ତା'ପ ରେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଲୋକମାନଙ୍କୁ କ'ଣ କହିବା ପାଇଁ ଚାହିଁଥିଲେ, ଯିରିମିୟ ତାହା କହିବା ଶଷେ କରୁ ନ କରୁଣୁ।
2ହୋଶିଯର ପୁତ୍ର ଅସରିଯ, କା ରହରେ ପୁତ୍ର ୟୋହାନନ୍ ଓ ଅନ୍ୟ କେତକେ ଅହଙ୍କାରୀ ଲୋକ କୋର୍ଧାନ୍ବିତ ହାଇେ ଯିରିମିୟଙ୍କୁ କହିଲେ, "ତୁମ୍ଭେ ମିଥ୍ଯା କଥା କହୁଅଛ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଏ କଥା କହି ତୁମ୍ଭକୁ ଆମ୍ଭମାନଙ୍କ ନିକଟକୁ ପଠାଇ ନାହାଁନ୍ତି, 'ତୁମ୍ଭମାନେେ ମିଶର ରେ ୟାଇ ପ୍ରବାସ କର ନାହିଁ।'
3କିନ୍ତୁ ନରେିଯର ପୁତ୍ର ବାରୂକ ଆମ୍ଭମାନଙ୍କ ବିରୁଦ୍ଧ ରେ ତୁମ୍ଭକୁ ପ୍ରବର୍ତ୍ତାଇ ଅଛି। କଲଦୀଯମାନେ ଯେପରି ଆମ୍ଭମାନଙ୍କୁ ବଧ କରିପାରିବେ ଓ ବନ୍ଦୀ କରି ଆମ୍ଭମାନଙ୍କୁ ବାବିଲକୁ ନଇେଯିବେ।"
4ଏହିରୂପେ କାଲହରେ ପୁତ୍ର ୟୋହାନନ୍, ତାହାର ସନୋପତି ସକଳ ଓ ସମସ୍ତ ଲୋକ ଯିହୁଦା ରେ ବାସ କରିବାକୁ ସଦାପ୍ରଭୁଙ୍କ ବାକ୍ଯ ରେ ଅବଧାନ କଲେ ନାହିଁ।
5ମାତ୍ର ସଦାପ୍ରଭୁଙ୍କ ବାକ୍ଯ ମାନିବା ପରିବର୍ତେ କା ରହରେ ପୁତ୍ର ୟୋହାନନ୍ ଓ ସମସ୍ତ ସନୋପତି ଯିହୁଦାର ସକଳ ଅବଶିଷ୍ଟ ଲୋକଙ୍କୁ ଓ ନାନା ଗୋଷ୍ଠୀ ମଧ୍ଯକୁ ଜଡ଼ିତ ଯେଉଁ ଲୋକମାନେ ଯିହୁଦା ରେ ପ୍ରବାସ କରିବାକୁ ଫରେି ଆସିଥିଲେ, ସମାନଙ୍କେୁ ମିଶରକୁ ନେଲେ।
6ସମାନେେ ସମସ୍ତ ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ଯେଉଁ ରାଜକନ୍ଯାମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ ପ୍ରହରୀବର୍ଗର ସନୋପତି ନବୂଷରଦନ, ଶାଫନର ପୌତ୍ର ଅହୀତାମର ପୁତ୍ର ଗଦଲିଯ ନିକଟରେ ଛାଡ଼ି ୟାଇଥିଲା, ସମାନଙ୍କେୁ ଆଉ ଯିରିମିୟ ଭବିଷ୍ଯଦବକ୍ତାଙ୍କୁ ଓ ନରେିଯର ପୁତ୍ର ବାରୂକକୁ ମିଶରକୁ ନେଲେ।
7ସେ ସମସ୍ତ ଲୋକ ସଦାପ୍ରଭୁଙ୍କ ବାକ୍ଯ ପ୍ରତି ଅବଧାନ କଲେ ନାହିଁ। ତେଣୁ ସମାନେେ ମିଶରକୁ ୟାଇ ତଫନ୍ ହଷେ ସହର ରେ ଉପସ୍ଥିତ ହେଲେ।
8ଅନନ୍ତର ତଫନ୍ ହଷେ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
9" ହେ ଯିରିମିୟ, ତୁମ୍ଭେ କେତଗେୁଡ଼ିଏ ବୃହତ୍ ପ୍ରସ୍ତର ନଇେ ତଫନଦେଶ ରେ ଫାରୋ ଗୃହର ପ୍ରବେଶ ସ୍ଥାନ ନିକଟରେ କାଦୁଅ ଚଟାଣ ଭିତ ରେ ଯିହୁଦାର ଲୋକମାନଙ୍କ ସାକ୍ଷାତ ରେ ଲୁଚାଇ ରଖ।
10ସମାନଙ୍କେୁ କୁହ, 'ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଦେଖ, ଆମ୍ଭେ ଆମ୍ଭର ଚାକର ବାବିଲର ରାଜା ନବୂଖଦନିତ୍ସରକୁ ଆସ��ବା ପାଇଁ ଆଦେଶ ଦଇେଛୁ ଓ ଆମ୍ଭେ ଯେଉଁ ପ୍ରସ୍ତରକୁ ଲୁଚାଇ ରଖିଅଛୁ, ତାହା ଉପ ରେ ଆପଣା ରାଜକୀଯ ଚନ୍ଦ୍ରାତାପ ବିସ୍ତାର କରିବ।
11ପୁଣି ସେ ମିଶର ଦେଶକୁ ଆକ୍ରମଣ କରି ମୃତ୍ଯୁୟୋଗ୍ଯ ଲୋକଙ୍କୁ ମୃତ୍ଯୁ ରେ, ବନ୍ଦୀ ହବୋ ଯୋଗ୍ଯ ଲୋକଙ୍କୁ ବନ୍ଦୀତ୍ବ ରେ ଓ ଖଡ୍ଗୟୋଗ୍ଯ ଲୋକଙ୍କୁ ଖଡ୍ଗ ରେ ସମର୍ପଣ କରିବ।
12ନବୂଖଦନିତ୍ସର ମିଶର ଦେଶସ୍ଥ ସମସ୍ତ ଦବୋଳଯ ରେ ଅଗ୍ନି ସଂୟୋଗ କରିବ। ସେ ସଗେୁଡ଼ିକୁ ପୋଡ଼ି ସମସ୍ତ ମୂର୍ତ୍ତି ବାବିଲକୁ ନଇୟିବେ। ପୁଣି ମଷେପାଳକ ଯେପରି ଆପଣା ବସ୍ତ୍ରକୁ ପରିଚ୍ଛନ୍ନ କରେ ସହେିପରି ସେ ମିଶରକୁ ନିର୍ମଳ କରିବ। ସେ ମିଶର ରେ ଶାନ୍ତି ସ୍ଥାପନ କରି ପ୍ରସ୍ଥାନ କରିବ।
13ଆଉ ମଧ୍ଯ ସେ ମିଶର ଦେଶସ୍ଥ ସମସ୍ତ ସ୍ମୃତିସ୍ତମ୍ଭ ଯେଉଁଗୁଡ଼ିକ ସୂର୍ୟ୍ଯ ଦବଙ୍କେ ମନ୍ଦିର ରେ ଥିବ, ସଗେୁଡ଼ିକୁ ଭାଙ୍ଗି ପକାଇବ, ପୁଣି ମିଶର ଦେଶସ୍ଥ ଦବୋଳଯ ସବୁ ସେ ଅଗ୍ନି ରେ ଦଗ୍ଧ କରିବ।"