Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
17 verses
1ତା'ପରେ ଆୟୁବ ଉତ୍ତର ଦଲୋ,
2"ମୁଁ ଆଜି ବି ଅଭିଯୋଗ କରୁଛି କାରଣ ମୁଁ ଆଜିବି କଷ୍ଟ ପାଉଛି।
3ମୁଁ ଇଚ୍ଛା କରେ ମୁଁ ଜାଣିଥାନ୍ତି ପରମେଶ୍ବର କେଉଁଠି ମିଳିବେ ଏବଂ ମୁଁ ଜାଣେ ତାଙ୍କ ନିକଟକୁ କିପରି ୟାଇ ହବେ।
4ମୁଁ ମାରେ କଥା ତାଙ୍କ ଆଗ ରେ ବର୍ଣ୍ଣନା କରିବି। ମୁଁ ଯେ ନିର୍ଦ୍ ଦୋଷ ଏକଥା ତାଙ୍କ ଆଗ ରେ ୟୁକ୍ତି ବଳ ରେ ଉପସ୍ଥାପନା କରିବି।
5ମୁଁ ଜାଣିବାକୁ ଚା ହେଁ ପରମେଶ୍ବର ମାେ ୟୁକ୍ତିର କିପରି ଉତ୍ତର ଦବେେ। ପରମେଶ୍ବରଙ୍କ ଉତ୍ତରକୁ ମୁଁ ବୁଝିବାକୁ ଚା ହେଁ।
6ପରମେଶ୍ବର କ'ଣ ତାଙ୍କର ଶକ୍ତି ମାେ ବିରୁଦ୍ଧ ରେ ପ୍ରଯୋଗ କରିବେ ? ନା ସେ ମାେ କଥା ଶୁଣିବେ।
7ମୁଁ ଜଣେ ସଚ୍ଚୋଟ ଲୋକ। ପରମେଶ୍ବର ନିଶ୍ଚିତ ମାେ କାହାଣୀ କହିବାକୁ ମାେତେ ଦବେେ। ତା'ପରେ ମାରେ ବିଚାରକର୍ତ୍ତା ମାେତେ ମୁକ୍ତି କରିଦବେ।
8କିନ୍ତୁ ମୁଁ ଯଦି ପୂର୍ବକୁ ୟାଏ ପରମେଶ୍ବର ସଠାେରେ ନାହାଁନ୍ତି। ମୁଁ ପଶ୍ଚିମକୁ ୟାଏ ସଠାେରେ ପରମେଶ୍ବରଙ୍କୁ ଦେଖିପା ରେ ନାହିଁ।
9ଯେତବେେଳେ ପରମେଶ୍ବର ଉତ୍ତର ରେ କାମ କରୁଛନ୍ତି, ମୁଁ ଯଦି ସଠାେରେ ତାଙ୍କୁ ଦେଖିପାରୁ ନାହିଁ। ପରମେଶ୍ବର ଯଦି ଦକ୍ଷିଣକୁ ୟାଆନ୍ତି ମୁଁ ତଥାପି ତାଙ୍କୁ ଦେଖେ ନାହିଁ।
10ପରମେଶ୍ବର ମାେତେ ଜାଣନ୍ତି। ସେ ମାେତେ ପରୀକ୍ଷା କରୁଛନ୍ତି, ଶଷେର ସେ ଦେଖିବେ ମୁଁ ସୁନାପରି ଖାଣ୍ଟି।
11ମୁଁ ସର୍ବଦା ପରମେଶ୍ବରଙ୍କ ପଥରେ ଚାଲିଛି। ମୁଁ କବେେ ତାଙ୍କୁ ଅନୁସରଣ କରିବା ବନ୍ଦ କରି ନାହିଁ।
12ମୁଁ ସବୁବେଳେ ପରମେଶ୍ବରଙ୍କ ଆଦେଶ ମାନିଛି। ମୁଁ ପରମେଶ୍ବରଙ୍କ ମୁଖରୁ ନିସୃତ ବାଣୀକୁ ମାରେ ପ୍ରିଯ ଖାଦ୍ୟଠାରୁ ଅଧିକ ଭଲ ପାଇଛି।
13କିନ୍ତୁ ପରମେଶ୍ବର କବେେ ହେଲେ ବଦଳନ୍ତି ନାହିଁ। କହେି ବ୍ଯକ୍ତି ପରମେଶ୍ବରଙ୍କ ବିରୁଦ୍ଧ ରେ ଛିଡ଼ା ହାଇପୋରିବେ ନାହିଁ। ପରମେଶ୍ବର ଯାହା ଇଚ୍ଛା କରନ୍ତି ତାହା ସେ କରନ୍ତି।
14ପରମେଶ୍ବର ମାେ ପ୍ରତି ଯାହା କରିବାକୁ ଚାହାଁନ୍ତି ତାହା ସେ ନିଶ୍ଚଯ କରିବେ। ତାଙ୍କର ମଧ୍ଯ ମାେ ପ୍ରତି ଅନକେ କିଛି କରିବାକୁ ଯୋଜନା ଥିବ।
15ସେଥିପାଇଁ ମୁଁ ପରମେଶ୍ବରଙ୍କୁ ଭୟ କରେ। ମୁଁ ଏକଥା ବୁଝିପା ରେ। ତେଣୁ ମୁଁ ପରମେଶ୍ବରଙ୍କୁ ଭୟ କରେ।
16ପରମେଶ୍ବର ମାରେ ହୃଦଯକୁ ଦୁର୍ବଳ କରିଛନ୍ତି। ମୁଁ ସାହସ ହରାଇ ଦେଉଛି। ସର୍ବଶକ୍ତିମାନ ପରମେଶ୍ବର ମାେତେ ଭୟଭୀତ କରୁଛନ୍ତି।
17ମାେ ଉପରେ ଘଟିୟାଇଥିବା ବିପଦସବୁ କଳାବାଦଲ ସଦୃଶ ��ାହାକି ମାେ ମୁଖ ମଣ୍ଡଳକୁ ଆଚ୍ଛାଦିତ କରିଛି। କିନ୍ତୁ ସହେି କଳା ଅନ୍ଧକାର ମାେତେ ଚୁପ୍ କରି ରଖିପାରବ ନାହିଁ।