Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
25 verses
1ଏହାପରେ ଆୟୁବ ନିଜର ପାଟି ଖାଲିେଲା ଏବଂ ତା'ର ଜନ୍ମ ଦିନକୁ ଅଭିଶାପ ଦଲୋ।
2ସେ କହିଲା,
4ମୁଁ ଚା ହେଁ ସହେି ଦିନଟି ଅନ୍ଧାର ରହିଥାଆନ୍ତା ଏବଂ ମୁଁ ଚା ହେଁ ପରମେଶ୍ବର ସହେି ଦିନଟିକୁ ଭୁଲି ୟାଆନ୍ତୁ। ମୁଁ ଚା ହେଁ ଯେ ସଦେିନ ଦିପ୍ତୀ ପ୍ରକାଶିତ ହାଇେ ନ ଥାଆନ୍ତା।
5ମୁଁ ଚା ହେଁ ସହେି ଦିନଟି ମୃତ୍ଯୁ ଭଳି ଅନ୍ଧକାର ହାଇେ ରହନ୍ତା। ମୁଁ ଚା ହେଁ ବାଦଲ ତାକୁ ଲୁଚାଇ ଦିଅନ୍ତା। ମୁଁ ଚା ହେଁ ଯେଉଁଦିନ ମୁଁ ଜନ୍ମ ଲାଭ କଲି କଳାବାଦଲ ସହେିଦିନର ଆଲୋକକୁ ଭୟଭୀତ କରାଇଦେଉ।
6ସହେି ରାତ୍ରିଟିକୁ ଘନ ଅନ୍ଧକାର ଘାଡ଼ୋଇଦେଉ, ସହେି ରାତ୍ରିଟି କ୍ଯାଲେଣ୍ଡରରୁ ଲିଭିଯାଉ। ସହେି ରାତ୍ରିଟିକୁ କୌଣସି ମାସ ରେ ସ୍ଥାନ ଦିଆ ନ ଯାଉ।
7ସହେି ରାତ୍ରି ରେ କୌଣସି ଉତ୍ପାଦନ ନ ହେଉ। ସହେି ରାତି ରେ କୌଣସି ଶୁଭ ଖବର ଶୁଣା ନ ଯାଉ।
8କେତକେ ୟାଦୁକର ସବୁବେଳେ ଲିବିଯାଥନକୁ ଆବାହନ କରି ଜଗାନ୍ତି। ସହେିମାନେ ସହେି ଦିନକୁ ଅଭିଶାପ ଦିଅନ୍ତୁ। ଯେଉଁଦିନ ମୁଁ ଜନ୍ମିଲି।
9ସହେିଦିନର ପ୍ରାତଃକାଳୀନ ନକ୍ଷତ୍ର କାଳିମାମଯ ହାଇେ ଅନ୍ଧକାର ରେ ଲୁଚି ଯାଉ। ରାତ୍ରିଟି ପ୍ରଭାତର ପ୍ରତୀକ୍ଷା ରେ ରହୁ ଏବଂ ସୂର୍ୟ୍ଯର ପ୍ରଥମ କିରଣ ନ ଦେଖୁ।
10କାହିଁକି ? କାରଣ ସହେି ରାତ୍ରିଟି ମାରେ ଜନ୍ମ ମୁହୂର୍ତ୍ତକୁ ଅଟକାଇ ପାରିଲା ନାହିଁ। ସହେି ରାତ୍ରିଟି ମାେତେ ଏଭଳି ଦୁଃଖ ଦେଖିବାରୁ ବଞ୍ଚିତ କରିପାରିଲା ନାହିଁ।
11ମୁଁ ଜନ୍ମ ସମୟରେ କାହିଁକ ନ ମଲି ? ମୁଁ କାହିଁକି ନ ମରି ବଞ୍ଚିଛି ?
12କାହିଁକି ମାରେ ମା' ତାର ଆଣ୍ଠୁ ରେ ମାେତେ ବସାଇ ରଖିଲା ? ମାରେ ମା କାହିଁକି ମାେତେ ତା'ର ଛାତିରୁ ସ୍ତନ୍ଯପାନ କରାଇଲା ?
13ମୁଁ ଯଦି ଜନ୍ମ ହେଲା ବେଳେ ମରିୟାଇଥାନ୍ତି, ବର୍ତ୍ତମାନ ଶାନ୍ତି ରେ ଥାନ୍ତି। ମୁଁ ଇଚ୍ଛାକରେ ମୁଁ ଶାଇେରହିଥାନ୍ତି ଏବଂ ବିଶ୍ରାମ ପାଇଥାନ୍ତି।
14ରାଜାମାନଙ୍କ ସହିତ ଜ୍ଞାନୀଲୋକ, ଯେଉଁମାନେ ଅତୀତ ରେ ଏହି ପୃଥିବୀ ରେ ଥିଲେ ଏବଂ ନିଜ ପାଇଁ ପ୍ରାସାଦ ନିର୍ମାଣ କରିଥିଲେ ବର୍ତ୍ତମାନ ଧ୍ବଂସାବସ୍ଥା ରେ ଅଛନ୍ତି।
15ମାେତେ ଯଦି ସହେି ଶାସକମାନଙ୍କ ସହିତ କବର ଦିଆୟାଇଥାନ୍ତା। ସମାନଙ୍କେର ଘରଗୁଡ଼ିକ ସୁନା ରୂପା ରେ ଭରିଥିଲା।
16ମୁଁ ଯେତବେେଳେ ଶିଶୁ ବା ପିଲାଥିଲି କାହିଁକି ନ ମରି ଭୂମିରେ କବର ନ ନଲେି ? ମୁଁ ଇଚ୍ଛା କରେ ମୁଁ ଏଭଳି ଏକ ଶିଶୁ ୟିଏ କି ପ୍ରଥମ କିରଣ ଦେଖିବାର ନ ଥିଲା।
17ଦୁଷ୍ଟଲୋକମା��େ କବର ମଧିଅରେ କାହାକୁ ଅସୁବିଧା ରେ ପକାନ୍ତି ନାହିଁ ଏବଂ ଲୋକେ କ୍ଲାନ୍ତ ହେଲେ କବର ରେ ବିଶ୍ରାମ ନିଅନ୍ତି।
18ଏପରିକି ବନ୍ଦୀମାନେ ମଧ୍ଯ କବର ରେ ଶାନ୍ତି ପାଆନ୍ତି କାରଣ ସଠାେରେ ଜଗୁଆଳିର ଶବ୍ଦ ଶୁଣାୟାଏ ନାହିଁ।
19ସବୁ ପ୍ରକାରର ଲୋକେ ଯଥା ଦରକାରୀ ଲୋକ ଓ ଅଦରକାରୀ ଲୋକ, ଏପରିକି କ୍ରୀତଦାସମାନେ ମଧ୍ଯ ସମାନଙ୍କେ ମୁନିବଙ୍କଠାରୁ କବର ରେ ମୁକ୍ତି ପାଆନ୍ତି।
20କାହିଁକି ଜଣେ ପୀଡ଼ିତ ବ୍ଯକ୍ତି ବଞ୍ଚିରହିବା ଉଚିତ ? କାହିଁକି ଜଣେ ବ୍ଯକ୍ତିକୁ ଜୀବନ ଦବୋ ଯାହାର ଆତ୍ମା ତିକ୍ତ।
21ସହେି ବ୍ଯକ୍ତି ମରିବାକୁ ଚାହୁଁଛି ଅଥଚ ମୃତ୍ଯୁ ତା' ନିକଟକୁ ଆସୁନାହିଁ। ସହେି ଲୋକଟି ଗୁପ୍ତଧନ ସନ୍ଧାନଠାରୁ ଅଧିକ ମୃତ୍ଯୁକୁ ଖାଜେି ବୁଲୁଛି।
22ସହେି ଲୋକମାନେ ସମାନଙ୍କେର କବର ପାଇ ଖୁସି ହବେେ, ସମାନେେ ତାଙ୍କର ସମାଧି ପାଇ ଉଲ୍ଲସିତ ହବେେ।
23କିନ୍ତୁ ପରମେଶ୍ବର ସମାନଙ୍କେର ଭବିଷ୍ଯତକୁ ଗୋପନ ରଖନ୍ତି ଏବଂ ସହେିମାନଙ୍କୁ ରକ୍ଷା କରିବା ନିମନ୍ତେ ଏକ ପ୍ରାଚୀର ନିର୍ମାଣ କରନ୍ତି।
24ଏପରିକି ମୁଁ ଖାଦ୍ୟ ଖାଇବା ପୂର୍ବ ରେ, ମୁଁ ଦୁଃଖ ରେ ବିଳାପ କଲି ଏବଂ ମାରେ ଲୋତକ ପାଣିପରି ବହିଗଲା।
25କାରଣ ମୁଁ ଯେଉଁ ବିଷଯ ରେ ଭୟ କରୁଥିଲି ତାହା ହିଁ ମାେ ପ୍ରତି ଘଟିଲା ଏବଂ ଯେଉଁ ବିଷଯ ରେ ଅତି ଆଶଙ୍କା କରୁଥିଲି ତାହା ମାେ ନିକଟରେ ଉପସ୍ଥିତ ହେଲା।
26ମୁଁ ସ୍ଥିର କରିପାରୁ ନ ଥିଲି। ମୁଁ ନିରବ ରହୁ ନ ଥିଲି, ମାରେବିଶ୍ରାମ ନ ଥିଲା, ମୁଁ କବଳେ ବିବ୍ରତ ହେଉଥିଲି।"