Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
31 verses
1କିନ୍ତୁ ବର୍ତ୍ତମାନ ଯେଉଁମାନେ ମାେ'ଠାରୁ ବଯସ ରେ ସାନ ସମାନେେ ମଧ୍ଯ ମାେତେ ପରିହାସ କରୁଛନ୍ତି। ଆଉ ସମାନଙ୍କେ ପିତାଗଣ ଏଭଳି ଅ ଯୋଗ୍ଯ ଯେ ମୁଁ ସମାନଙ୍କେୁ ମାେ ମେଣ୍ଢା ପଲ କରୁଥିବା କୁକୁରମାନଙ୍କ ସହିତ ରଖାଇବି ନାହିଁ।
2ସହେି ୟୁବକମାନଙ୍କର ପିତାଗଣ ଏତେ ଦୁର୍ବଳ ଯେ ସମାନେେ ମାେତେ ସାହାୟ୍ଯ କରିପାରିବେ ନାହିଁ। ସମାନେେ ଆଦି ବୃଦ୍ଧ କ୍ଲାନ୍ତ, ସମାନଙ୍କେ ମାଂସପେଶୀ ରେ ଶକ୍ତି ସାମର୍ଥ ଆଉ ନାହିଁ।
3ସମାନେେ ମଲା ମଣିଷ ଭଳି। ସମାନେେ ଖାଦ୍ୟ ବିନା ଅନାହାର ରେ ସଢ଼ଛନ୍ତି। ବାଧ୍ଯ ହାଇେ ମରୁଭୂମିର ଶୁଖିଲା ଧୂଳି ରେ ପଟେ ପୁରାଉଛନ୍ତି।
4ସମାନେେ ମରୁଭୂମିରେ ଥିବା ଲୁଣିଆ ବୁଦାକୁ ଟାଣି ଆଣନ୍ତି ଓ ରତମେ ବୃକ୍ଷର ଚରେ ଖାଇ ବଞ୍ଚନ୍ତି।
5ସମାନେେ ବାଧ୍ଯ ହାଇେ ଅନ୍ୟମାନଙ୍କଠାରୁ ପଳାଯନ କରନ୍ତି। ଚୋରକୁ ଦେଖିଲା ପରି, ଲୋକମାନେ ସମାନଙ୍କେ ଉପରେ ପାଟି କରନ୍ତି।
6ଶୁଖିଲା ନଦୀ ଶୟ୍ଯା, ପାହାଡ଼ ଗୁମ୍ଫା ଓ ମାଟି ରେ ଥିବା ଗାତ ରେ ସମାନେେ ରହିବାକୁ ବାଧ୍ଯ।
7ସମାନେେ ବୁଦା ରେ ରହି ଗଧପରି ବୋବାନ୍ତି ଓ କଣ୍ଟାବୁଦା ତଳେ ରୁଣ୍ଡ ହୁଅନ୍ତି।
8ସମାନେେ ଦଳେ ଅ ଯୋଗ୍ଯ ନାମହୀନ ଲୋକ। ୟିଏ କି ବାଧ୍ଯ ହାଇେ ଦେଶ ଛାଡ଼ିଥିଲେ।
9ବର୍ତ୍ତମାନ ସହେି ଲୋକମାନଙ୍କର ପୁଅମାନେ ମାେତେ ନଇେ ପରିହାସ ସୂଚକ ଗୀତ ବୋଲନ୍ତି ଏବଂ ମାେ ନାଁ ଏକ ଅପଶବ୍ଦ ରେ ପରିଣତ ହାଇେଛି।
10ସହେି ୟୁବକମାନେ ମାେତେ ଘୃଣା କରନ୍ତି। ମାଠାରୁେ ଦୂ ରଇେ ଛିଡ଼ା ହୁଅନ୍ତି ଏବଂ ସମାନେେ ଭାବନ୍ତି ମାେ'ଠାରୁ ବହୁତ ଭଲ ଏପରିକି ସମାନେେ ମାେ ମୁହଁ ରେ ଛପେ ପକାନ୍ତି।
11ପରମେଶ୍ବର ମାେ ଧନୁରୁ ବାଣ କାଢ଼ି ନଇେଛନ୍ତି ଏବଂ ମାେତେ ଦୁର୍ବଳ କରି ଦଇେଛନ୍ତି। ସହେି ୟୁବକମାନେ ସମସ୍ତ ପ୍ରକାର ଆକ୍ଷପେ କରନ୍ତି, ଯେତବେେଳେ ମାେତେ ଦେଖନ୍ତି।
12ସମାନେେ ମାରେ ଡ଼ାହାଣ ପଟରୁ ଆକ୍ରମଣ କରନ୍ତି। ସମାନେେ ମାରେ ପାଦକୁ ମାଠାରୁେ ଠଲେି ଦିଅନ୍ତି ଯାହା ମୁଁ ଗୋଟିଏ ଆକ୍ରାନ୍ତ ହାଇେଥିବା ସହର ମାେ ପାଚରେୀ ବିରୁଦ୍ଧ ରେ ସମାନେେ ମାଟିର ମଞ୍ଚ ନିର୍ମାଣ କରନ୍ତି।
13ସମାନେେ ମାରେ ରାସ୍ତାକୁ ଜଗନ୍ତି। ମୁଁ ଯାହା ଫଳ ରେ ପଳାଯନ କରିପା ରେ ନାହିଁ। ମାେତେ ଧ୍ବଂସ କରିବା ରେ ସମାନେେ ସଫଳ ହୁଅନ୍ତି। ସମାନେେ କାହାରି ସାହାୟ୍ଯ ଆବଶ୍ଯକ କରନ୍ତି ନାହିଁ।
14ସମାନେେ ପାଚରେୀ ରେ ଏକ ସିନ୍ଧି କରନ୍ତି ଓ ୟୋର ଜବରଦସ୍ତ ସହେି ମଧ୍ଯ ଦଇେ ପ୍ରବେଶ କରନ୍ତି। ଝଡ଼ର ତାଣ୍ଡବ ଲୀଳା ରେ ସମାନେେ ସହଜ ରେ ଗତି କରନ୍ତି।
15ମୁଁ ଭୟ ରେ ଥରୁଅଛି। ବାଯୁ ଜିନିଷସବୁକୁ ଉଡ଼ାଇ ନଲୋଭଳି ସମାନେେ ମାରେ ସମ୍ମାନକୁ ଉଡ଼ଇେ ନେଉଛନ୍ତି। ମେଘଭଳି ମାରେନିରାପତ୍ତା ହଜିଯାଉଛି।
16ବର୍ତ୍ତମାନ ମାରଜେୀବନ ପ୍ରାଯ ଶଷେ ହାଇଗେଲାଣି ଏବଂ ଶୀଘ୍ର ମୁଁ ମରିୟିବି। ୟନ୍ତ୍ରଣାର ଦିନଗୁଡ଼ିକ ମାେତେ ମାଡ଼ି ବସିଲାଣି।
17ମାରେ ଦହରେ ସମସ୍ତ ହାଡ଼ ରାତି ରେ ୟନ୍ତ୍ରଣା ଦିଏ। ମାରେ କଷ୍ଟ କବେେ ମାେତେ ଚୋବଇବୋ ବନ୍ଦ କରେ ନାହିଁ।
18ଅତ୍ଯଧିକ ଶକ୍ତି ରେ ମାରେ ଲୁଗା ମାେଡ଼ିମାଡ଼ି ହାଇେ ଆକାର ବିହୀନ ହାଇୟୋଇଛି, ମାରେଲୁଗାର ଗଳାବନ୍ଧା ମାରେ ଶ୍ବାସରୋଧ କରୁଛି।
19ପରମେଶ୍ବର ମାେତେ କାଦୁଅ ରେ ଫିଙ୍ଗି ଦେଲେ ଓ ମୁଁ ମଇଳା ଓ ପାଉଁଶ ଭଳି ହାଇଗଲିେ।
20ପରମେଶ୍ବର ତୁମ୍ଭର ସାହାୟ୍ଯ ପାଇଁ ମୁଁ ଚିତ୍କାର କରେ କିନ୍ତୁ ତୁମ୍ଭେ ଉତ୍ତର ଦିଅନାହିଁ ଓ ପ୍ରାର୍ଥନା କରେ କିନ୍ତୁ ତୁମ୍ଭେ କୌଣସି ଦୃଷ୍ଟି ଦିଅ ନାହିଁ।
21ହେ ପରମେଶ୍ବର, ତୁମ୍ଭେ ଜାରେ ପବନ ଦ୍ବାରା ମାେତେ ଉଡ଼ାଇ ଦିଅ। ତୁମ୍ଭେ ମାେତେ ଝଡ଼ ଚାରିଆଡ଼େ ଫିଙ୍ଗିଦିଅ।
22ପରମେଶ୍ବର ବତାଶ ରେ ଉଡ଼ିୟିବାକୁ ମାେତେ ଅନୁମତି ଦିଅ। ତୁମ୍ଭେ ଝଡ଼ ରେ ମାେତେ ଫିଙ୍ଗି ଦଅ।
23ମୁଁ ଜାଣେ ତୁମ୍ଭେ ମୃତ୍ଯୁ ଆଡ଼କୁ କଢ଼ାଇ ଦବେ। ପ୍ରେତ୍ୟକକ ଜୀବିତ ବ୍ଯକ୍ତି ନିଶ୍ଚଯ ମରିବେ।
24କିନ୍ତୁ ନିଶ୍ଚଯ କହେି ଜଣକୁ ଆଘାତ କରିବନି ୟିଏ ବିନଷ୍ଟ ହାଇେ ୟାଇଛି ଏବଂ ସାହାୟ୍ଯ ପାଇଁ କାନ୍ଦୁଛି।
25ହେ ପରମେଶ୍ବର ତୁମ୍ଭେ ଜାଣ ଅସହାୟ ଲୋକଙ୍କ ପାଇଁ ମୁଁ କାନ୍ଦିଛି। ଦୀନ ଦୁଃଖିଙ୍କ ପାଇଁ ମାରହେୃଦଯ ଦୁଃଖ ରେ ଭାଙ୍ଗି ପଡ଼ିଛି।
26କିନ୍ତୁ ମୁଁ ଯେତବେେଳେ ଭଲ ଜିନିଷ ଚା ହେଁ, ତା' ବଦଳ ରେ ଖରାପ ଜିନିଷ ପାଏ। ମୁଁ ଯେତବେେଳେ ଆଲୋକର ସନ୍ଧାନ କରେ ସେତବେେଳେ ଅନ୍ଧକାର ମାଡ଼ି ଆ ସେ।
27ମାରେ ଅନ୍ତନାଳୀ ଆଲୋଡିତ ହେଉଛି। ୟନ୍ତ୍ରଣାର ଶଷେ ନାହିଁ ଏବଂ ବର୍ତ୍ତମାନ ମାତ୍ର ୟନ୍ତ୍ରଣା ଆରମ୍ଭ ହାଇେଛି।
28ଶାେକ କରି ମୁଁ ଚାରିଆଡ଼େ ବୁଲେ, କିନ୍ତୁ ସାନ୍ତ୍ବନା ପାଏ ନାହିଁ। ମୁଁ ପ୍ରାର୍ଥନା ସଭା ରେ ଛିଡ଼ା ହୁଏ ଓ ସାହାୟ୍ଯ ପାଇଁ ଆର୍ତ୍ତନାଦ କରେ।
29ବଣର କୁକୁର ଓ ମରୁଭୂମିର ଓଟପକ୍ଷୀ ଭଳି ମୁଁ ଏକୁଟିଆ।
30ମାେ ଦହରେ ଚମଡ଼ା ପୋଡ଼ି ୟାଇ ଛିଣ୍ଡି ପଡ଼ୁଛି। ଜ୍ବର ରେ ମାରେ ଦହେ ରେ ଭୀଷଣ ତାତି।
31ବିଷାଦର ଗୀତ ଗାଇବା ପାଇଁ ମାରେ ବୀଣା ବନ୍ଧା ହାଇେଛି। କରୁଣ କ୍ରନ୍ଦନ କଲାଭଳି ମାରେ ବଂଶୀ ଶବ୍ଦ ସୃଷ୍ଟି କରୁଛି।