Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
21 verses
1ଆୟୁବ ଉତ୍ତର ଦଲୋ, "ପୃଥିବୀ ରେ କ'ଣ ମନୁଷ୍ଯ ସଂଗ୍ରାମ କରେ ନାହିଁ? ତା'ର ଜୀବନ ହେଉଛି ଜଣେ ବତନେ ପାଉଥିବା ଶ୍ରମିକର ଜୀବନ ସଦୃଶ।
2ମଣିଷ, ଜଣେ ଦାସ ଯଭେଳି ଦିନର କଠିନ ଶ୍ରମ ପରେ ଶୀତଳ ଛାଯା ଚା ହେଁ। ମଣିଷ ଜଣେ ମୂଲ ପାଉଥିବା ବ୍ଯକ୍ତି ଯମେିତି ତା'ର ବତନେ ଦିନକୁ ଅପେକ୍ଷା କରେ।
3ଅନକେ ମାସ ମାେତେ ନିରାଶ କରି ରାତ୍ରି ପରେ ରାତ୍ରି କଷ୍ଟ ଦିଆୟାଇ ଥିଲା।
4ଯେତବେେଳେ ମୁଁ ଶଯନ କରେ, ମୁଁ କ ହେ, 'ଆଉ କେତେ ସମୟ ପରେ ଶୟ୍ଯା ତ୍ଯାଗ କରିବି।' ମାତ୍ର ରାତ୍ରି ଦୀର୍ଘ ହୁଏ। ଏବଂ ପ୍ରଭାତ ପର୍ୟ୍ଯନ୍ତ ମୁଁ ବିଛଣା ରେ ଛଟପଟ ହୁଏ।
5ଯଦିଓ ମାରେ ଶରୀର ପୋଷାକ ଆଚ୍ଛାଦିତ ଏକ କୀଟ ଓ ଧୂଳିର ସମାହାର। ମାରେ ଚର୍ମ ଫାଟିୟାଏ ଏବଂ ବହୁଥିବା ଘା ରେ ଢ଼ାଙ୍କି ହାଇେଛି।
6ମାରେ ଦିନଗୁଡ଼ିକ ଶୀଘ୍ର ଗଡ଼ିୟାଏ। ଏହା ତନ୍ତୀର ନଳୀଠାରୁ ଆହୁରି ଦ୍ରୁତଗାମୀ। ଶଷେ ରେ ଜୀବନଟା କୌଣସି ଆଶାର ପୂରଣ ବିନା ଶଷେ ହାଇୟୋଏ।
7ପରମେଶ୍ବର, ମନକରେ ମାରେ ଜୀବନ କବଳେ ଗୋଟିଏ ପ୍ରଶ୍ବାସ। ମୁଁ କବେେ ଆଉ କୌଣସି ଭଲ ବିଷଯ ଦେଖିବି ନାହିଁ।
8ତୁମ୍ଭେ ବି ମାେତେ ଆଉ ଦେଖିବ ନାହିଁ। ତୁମ୍ଭେ ମାେତେ ଖାଜେିବ କିନ୍ତୁ ମୁଁ ନ ଥିବି।
9ଉଷା ମେଘ ଅଦୃଶ୍ଯ ହେଲାପରି, ଜଣେ ବ୍ଯକ୍ତି କବର ଭିତରକୁ ୟାଏ ଏବଂ ସେ ସେଥିରୁ ଫରେି ଆ ସେ ନାହିଁ।
10ସେ ଆଉ ତା'ର ଆପଣା ବାସଗୃହକୁ କବେେ ଆସିବ ନାହିଁ। ଏବଂ ତା'ର ସେ ପୁରୁଣା ଘର ମଧ୍ଯ ତାକୁ ଆଉ ଚିହ୍ନିବ ନାହିଁ।
11ତେଣୁ ମୁଁ ଆଉ ନିରବ ରହିପାରିବି ନାହିଁ, ମୁଁ ମାରେ ଆତ୍ମାର ବଦନୋ ପ୍ରକାଶ କରିବି। ମୁଁ ଅଭିଯୋଗ କରିବି କାରଣ ମାରେଆତ୍ମା ତିକ୍ତ ହାଇେଅଛି।
12ହେ ପରମେଶ୍ବର, କାହିଁକି ତୁମ୍ଭେ ମାେତେ ପ୍ରହରା ଦେଉଛ ? ମୁଁ କ'ଣ ସମୁଦ୍ର ପରି ନା ସାମୁଦ୍ରିକ ରାକ୍ଷସ ପରି ?
13ଯଦି ମୁଁ କ ହେ ମାରେ ବିଛଣା ମାେତେ ଆନନ୍ଦ ଆଣି ଦବୋ ଉଚିତ୍। ମାରେ ବିଛଣା ମାେତେ ବିଶ୍ରାମ ଓ ଶାନ୍ତି ଆଣି ଦବୋ ଉଚିତ୍।
14କିନ୍ତୁ ହେ ପରମେଶ୍ବର, ମାରେ ଶଯନ ସମୟରେ ତୁମ୍ଭେ ମାେତେ ସ୍ବପ୍ନ ରେ ଭୟ ଦଖାେଉଛ। ତା'ପରେ ତୁମ୍ଭେ ମାେତେ ଦର୍ଶନ ରେ ଡ଼ରାଉଛ।
15ତେଣୁ ମୁଁ ବଞ୍ଚିବାଠାରୁ ଶ୍ବାସ ରୋଧ ହାଇେ ମରିବାକୁ ଅଧିକ ପସନ୍ଦ କରେ।
16ମୁଁ ଏ ଜୀବନକୁ ଘୃଣା କରେ। ମୁଁ ତ୍ଯାଗ କରୁଛି, ମୁଁ ଅଧିକ ଦିନ ବଞ୍ଚିବି ନାହିଁ। ମାେତେ ଛାଡ଼, ମାରେ ବଞ୍ଚିବାର କିଛି ଅର୍ଥ ନାହିଁ।
17ହେ ପରମେଶ୍ବର, କାହିଁକି ମଣିଷ ତୁମ୍ଭ ପାଇଁ ଏତେ ମହତ୍ତ୍ବ���ପୂର୍ଣ୍ଣ। ତୁମ୍ଭେ କାହିଁକି ତାକୁ ସମ୍ମାନ ଦବେ ? ତୁମ୍ଭେ କାହିଁକି ତା'ପ୍ରତି ଧ୍ଯାନ ଦବେ ?
18କାହିଁକି ମଣିଷକୁ ତୁମ୍ଭେ ପ୍ରେତ୍ୟକକ ସକାଳ ରେ ସାକ୍ଷାତ କର ଏବଂ ତା'ର ପ୍ରେତ୍ୟକକ ମୁହୂର୍ତ୍ତକୁ ପରୀକ୍ଷା କର।
19ତୁମ୍ଭେ କେତକୋଳ ପର୍ୟ୍ଯନ୍ତ ମାଠାରୁେ ଆପଣା ଦୃଷ୍ଟି ଦୂ ରଇେ ରଖିବ? ତୁମ୍ଭେ ମାେତେ ଏକାଳି ବହୁକାଳ ପର୍ୟ୍ଯନ୍ତ ଗ୍ରାସିତ ହବୋକୁ ଛାଡି ଦିଅ ନାହିଁ।
20ଯଦି ମୁଁ କିଛି ପାପ କରିଛି ତାହା କିପରି ତୁମ୍ଭକୁ ଆଘାତ କରୁଛି? ୟିଏ ମଣିଷମାନଙ୍କ ଉପରେ ସତର୍କ ଦୃଷ୍ଟି ରଖନ୍ତି। କାହିଁକି ତୁମ୍ଭେ ମାେତେ ଆପଣା ଲକ୍ଷ୍ଯ ସ୍ବରୂପ ରଖିଛ? ମୁଁ କ'ଣ ତୁମ୍ଭ ପାଇଁ କୌଣସି ସମସ୍ଯା ହାଇେଛି?
21କାହିଁକି ତୁମ୍ଭେ ମାେତେ କ୍ଷମା କରୁ ନାହଁ, ଯଦି ମୁଁ କିଛି ଅଧର୍ମ କରିଥାଏ ? କାହିଁକି ମାରେ କୌଣସି ପାପ କ୍ଷମା କରୁନାହଁ ?"