Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
16 verses
1ସଦାପ୍ରଭୁ ଇଶ୍ରାୟେଲବାସୀଙ୍କକ୍ସ୍ଟ ତାଙ୍କ ଚତକ୍ସ୍ଟଃପାଶର୍ବ ରେ ଥିବା ସମସ୍ତ ଶତୃଙ୍କଠାରକ୍ସ୍ଟ ଶାନ୍ତି ପ୍ରଦାନ କଲେ। ଇଶ୍ରାୟେଲଙ୍କକ୍ସ୍ଟ ନିରାପତ୍ତା ଦେଲେ। ଏହିପରି ବହକ୍ସ୍ଟତ ଦିନପରେ ଯିହାଶୂେୟ ବୃଦ୍ଧ ହାଇଗେଲେ।
2ଏହି ସମୟରେ ସମସ୍ତ ଇଶ୍ରାୟେଲର ପ୍ରାଚୀନବର୍ଗ, ସମାନଙ୍କେର ପ୍ରଧାନ, ସମାନଙ୍କେର ବିଗ୍ଭର କର୍ତ୍ତା ଓ ଅଧ୍ଯକ୍ଷମାନଙ୍କୁ ଡକାଇ ସମାନଙ୍କେୁ କହିଲେ, "ମୁ ବୃଦ୍ଧ ହାଇଗଲିେ।
3ତୁମ୍ଭମାନେେ ଦେଖିଅଛ ସଦାପ୍ରଭୁ ଆମ୍ଭମାନଙ୍କ ଶତୃମାନଙ୍କ ପାଇଁ ଯାହା ଯାହା କରିଛନ୍ତି। ସେ ଏପରି କରି ଆମ୍ଭକକ୍ସ୍ଟ ସାହାୟ୍ଯ କରିଥିଲେ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କ ପାଇଁ ୟକ୍ସ୍ଟଦ୍ଧ କରିଥିଲେ।
4ମାରେମନେଅଛି, ମୁ ତୁମ୍ଭମାନଙ୍କୁ ୟର୍ଦ୍ଦନ ନଦୀର ମଧ୍ଯବର୍ତ୍ତୀ ଓ ପଶ୍ଚିମ ଦିଗ ରେ ମହା ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଭୂମି ତୁମ୍ଭମାନଙ୍କର ଅଧିକାର ପାଇଁ ଦଇେଅଛି। ଅଧିକୃତ ହାଇେ ନଥିବା ଦେଶ ତକ୍ସ୍ଟମ୍ଭ ଦ୍ବାରା ଅଧିକୃତ ହବେ। କିନ୍ତୁ ତୁମ୍ଭମାନେେ ସଗେକ୍ସ୍ଟଡିକ ଏ ପର୍ୟ୍ଯନ୍ତ ନିଜ ଅଧିନକକ୍ସ୍ଟ ଆଣି ପାରିନାହିଁ।
5କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ସଠାେରେ ବାସ କରିଥିବା ଲୋକମାନଙ୍କୁ ଘଉଡାଇ ଦବେେ! ଯାହାଫଳ ରେ ତୁମ୍ଭମାନେେ ସମାନଙ୍କେର ଦେଶକକ୍ସ୍ଟ ନଇେପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଏପରି କରିବାକୁ ପ୍ରତିଜ୍ଞା କରିଛନ୍ତି।
6"ତୁମ୍ଭମାନେେ ନିଶ୍ଚିତ ଯତ୍ନଶୀଳ ହବେ ସଦାପ୍ରଭୁଙ୍କର ସହେି ବାକ୍ଯକକ୍ସ୍ଟ ମାନିବା ପାଇଁ ଯାହାକି ସଦାପ୍ରଭୁ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦଇେଛନ୍ତି। ତୁମ୍ଭମାନେେ ମାଶାଙ୍କେ ଦ୍ବାରା ଲିଖିତ ନିଯମ ପୁସ୍ତକର ସମସ୍ତ କଥାକକ୍ସ୍ଟ ଠିକ୍ ଠିକ୍ ଭାବେ ପାଳନକରିବ। କବେେ ବି ସେ ନିଯମରକ୍ସ୍ଟ ବିଚକ୍ସ୍ଟ୍ଯତ ହବେ ନାହିଁ।
7ଏପରି ମଧ୍ଯ ବହକ୍ସ୍ଟତ ଲୋକ ଆମ୍ଭ ସହିତ ବାସ କରୁଛନ୍ତି। ସମାନେେ ଇଶ୍ରାୟେଲୀୟ ନକ୍ସ୍ଟହଁନ୍ତି। ସମାନେେ, ସମାନଙ୍କେର ନିଜର ପ୍ରଭକ୍ସ୍ଟଙ୍କକ୍ସ୍ଟ ମାନକ୍ସ୍ଟଛନ୍ତି। ସମାନଙ୍କେ ସହିତ ବନ୍ଧକ୍ସ୍ଟତା ରଖ ନାହିଁ। ସମାନଙ୍କେ ପ୍ରଭକ୍ସ୍ଟଙ୍କର ପୂଜା କର ନାହିଁ। କି ସମାନଙ୍କେର ସବୋ କର ନାହିଁ।
8ତୁମ୍ଭମାନେେ ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ଅନକ୍ସ୍ଟସରଣ କରିବ। ତୁମ୍ଭମାନେେ ଆଜି ପର୍ୟ୍ଯନ୍ତ ଯେପରି କରି ଆସକ୍ସ୍ଟଅଛ।
9"ସଦାପ୍ରଭୁ ତୁମ୍ଭମାନଙ୍କୁ ବହକ୍ସ୍ଟତ ଶକ୍ତିଶାଳୀ ଦେଶମାନଙ୍କୁ ପରାସ୍ତ କରିବା ପାଇଁ ସାହାୟ୍ଯ କଲେ। ସଦାପ୍ରଭୁ ସମାନଙ୍କେୁ ବିତାଡିତ କରି ଦେଲେ। କୌଣସି ଦେଶ ବର୍ତ୍ତମାନ ସକ୍ସ୍ଟଦ୍ଧା ତୁମ୍ଭମାନଙ୍କୁ ପରାସ୍ତ କରିବାକୁ ସମର୍ଥ ହବେ ନାହିଁ।
10ସଦାପ୍ରଭୁଙ୍କର ସହାୟତା ରେ ଇଶ୍ରାୟେଲର ଯେ କୌଣସି ଜଣେ ସୈନିକ ଏକ ହଜାର ସୈନିକମାନଙ୍କୁ ପରାସ୍ତ କରିପାରିବେ। କାହିଁକି ଜାଣ? ଯେ ହତେକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭ���ାନଙ୍କ ପକ୍ଷ ରେ ୟକ୍ସ୍ଟଦ୍ଧ କରିବେ, ଯେ ହତେକ୍ସ୍ଟ ସେ ପ୍ରତିଜ୍ଞା କରିଥିଲେ।
11ତୁମ୍ଭମାନେେ ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ସର୍ବଦା ପ୍ ରମେ କରୁଥିବ।
12କଦାପି ସଦାପ୍ରଭୁଙ୍କ ଉପଦେଶରକ୍ସ୍ଟ ବିଚକ୍ସ୍ଟ୍ଯତ ହକ୍ସ୍ଟଅ ନାହିଁ। କଦାପି ଅନ୍ୟମାନଙ୍କ ସହିତ ବନ୍ଧକ୍ସ୍ଟ ହକ୍ସ୍ଟଅ ନାହିଁ। ଯେଉଁମାନେ କି ଇଶ୍ରାୟେଲଙ୍କର ଅଂଶ ନକ୍ସ୍ଟହଁନ୍ତି। କୌଣସି ଅନ୍ୟ ବଂଶମାନଙ୍କ ସହିତ ବିବାହ କରନାହିଁ। ଇଶ୍ରାୟେଲ ନକ୍ସ୍ଟହଁନ୍ତି କିନ୍ତୁ ଯଦି ତୁମ୍ଭେ ସମାନଙ୍କେର ବନ୍ଧକ୍ସ୍ଟ ହକ୍ସ୍ଟଅ।
13ସହେି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭର ଶତୃମାନଙ୍କୁ ପରାସ୍ତ କରିବା ରେ ଓ ଘଉଡାଇ ଦବୋ ରେ ତୁମ୍ଭର ପକ୍ଷ ହବେେ ନାହିଁ। ଏହି ଲୋକମାନେ ତକ୍ସ୍ଟମ୍ଭ ପାଇଁ ଏକ ଫାଶ ପରି ହବେେ। ସମାନେେ ତକ୍ସ୍ଟମ୍ଭ ପିଠି ପାଇଁ ଗ୍ଭବକ୍ସ୍ଟକ୍ ପରି ଓ ତକ୍ସ୍ଟମ୍ଭ ଆଖି ପାଇଁ କଣ୍ଟା ପରି ହବେେ। ଯେପର୍ୟ୍ଯନ୍ତ ତୁମ୍ଭେ ସହେି ଉତ୍ତମ ଦେଶ ଛାଡିବା ପାଇଁ ବାଧ୍ଯ ନ ହାଇେଛ, ଯାହା ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଇେଥିଲେ।
14" ମାରେ ମୃତକ୍ସ୍ଟ୍ଯ ସମୟ ନିକଟ ହେଲାଣି। ତୁମ୍ଭମାନେେ ଜାଣ ଏବଂ ଭଲ ଭାବରେ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ କିପରି ସହାୟତା ଦଇେଛନ୍ତି। ଏବଂ ତକ୍ସ୍ଟମ୍ଭ ପାଇଁ କ'ଣ କରିଛନ୍ତି। ସେ ଯାହା କହିଛନ୍ତି ସେ ତାହା ଦଇେଛନ୍ତି। ସଦାପ୍ରଭୁ ତାଙ୍କର ସବୁ ଉତ୍ତମ ପ୍ରତିଜ୍ଞା ପୂରଣ କରିଛନ୍ତି, ଯାହା ସେ ତକ୍ସ୍ଟମ୍ଭ ସହିତ ପ୍ରତିଜ୍ଞା କରିଥିଲେ। ଆମ୍ଭକକ୍ସ୍ଟ ସବୁ ଦଇେଛନ୍ତି ସେ ଯାହାସବୁ ଆମ୍ଭ ସହିତ ପ୍ରତିଜ୍ଞା କରିଛନ୍ତି।
15ସଦାପ୍ରଭୁ ପରମେଶ୍ବର ଯେଉଁ ସବୁ ପ୍ରତିଜ୍ଞା ଆମ୍ଭ ସହିତ କରିଥିଲେ, ତାହା ସବୁ ଏବେ ସଫଳ ହେଉଛି। କିନ୍ତୁ ଠିକ୍ ଏକାପରି ସଦାପ୍ରଭୁ ଅନ୍ୟ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ସତ୍ଯ ହବୋକକ୍ସ୍ଟ ଯାଉଛି। ସେ ପ୍ରତିଜ୍ଞା କରିଛନ୍ତି ଯଦି ତୁମ୍ଭେ ଭକ୍ସ୍ଟଲକର, ତବେେ ତକ୍ସ୍ଟମ୍ଭପ୍ରତି ସବୁ ମନ୍ଦଫଳ ଘଟିବ। ସେ ଦଇେଥିବା ଉତ୍ତମ ଦେଶରକ୍ସ୍ଟ ତୁମ୍ଭକୁ ଦୂରକକ୍ସ୍ଟ ନଇେଯିବେ।
16ଏହିପରି ଭାବରେ ଘଟିବ ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କର ସଙ୍ଗ ରେ କରିଥିବା ଚକ୍ସ୍ଟକ୍ତିର ଖିଲାପ କର। ତୁମ୍ଭେ ପାଇଥିବା ସମସ୍ତ ଭୂମି ହରାଇବ ଯଦି ତୁମ୍ଭେ ଅନ୍ୟ ଲୋକମାନଙ୍କର ପ୍ରଭକ୍ସ୍ଟଙ୍କକ୍ସ୍ଟ ଉପାସନା କର ବା ଅନ୍ୟ ଦବେତାମାନଙ୍କୁ ସବୋ କର, ତବେେ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କୋପଦୃଷ୍ଟି ପକାଇବେ। ଏହାପରେ ତୁମ୍ଭକୁ ସଦାପ୍ରଭୁ ଦଇେଥିବା ଭଲ ଭୂମିକକ୍ସ୍ଟ ହରାଇବାକକ୍ସ୍ଟ ପଡିବ।"