Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
15 verses
1ଇଫ୍ରଯିମ ପରିବାରବର୍ଗ ସମାନଙ୍କେର ୈସନ୍ଯମାନଙ୍କୁ ଡାକି ଏକତ୍ରୀତ କଲେ। ଏହାପରେ ସମାନେେ ସିଫନ୍ ସହରକକ୍ସ୍ଟ ନଦୀ ପାରହାଇେ ଗଲେ। ସମାନେେ ୟିଲ୍ଗହକକ୍ସ୍ଟ କହିଲେ, "ଅମ୍ମାନେ ସନ୍ତାନଗଣଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ, ତୁମ୍ଭେ ଆମ୍ଭକକ୍ସ୍ଟ କାହିଁକି ଡାକିଲ ନାହିଁ? ଆମ୍ଭେ ତକ୍ସ୍ଟମ୍ଭ ସହିତ ତକ୍ସ୍ଟମ୍ଭ ଘରକକ୍ସ୍ଟ ପୋଡି଼ଦବେକ୍ସ୍ଟ।"
2ୟିଲ୍ଗହ ସମାନଙ୍କେୁ ଉତ୍ତର ଦେଲେ, "ଅେମ୍ମାନୀୟମାନଙ୍କ ସହିତ ମାରେ ଓ ମାରେ ଲୋକମାନଙ୍କର ବଡ ବିବାଦ ଥିଲା। ତେଣୁ ମୁ ମାରେ ଲୋକମାନଙ୍କ ସହିତ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲି। ମୁ ତୁମ୍ଭକୁ ଡାକିଥିଲି କିନ୍ତୁ ତୁମ୍ଭମାନେେ ଆସିଲ ନାହିଁ।
3ତୁମ୍ଭମାନେେ ମାେତେ ସାହାୟ୍ଯ କଲନାହିଁ। ଏଥିଯୋଗୁ ମୁ ମାରେ ଜୀବନକକ୍ସ୍ଟ ବାଜି ଲଗାଇଲି। ମୁ ନଦୀ ପାର ହାଇେ ଅେମ୍ମାନୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବା ପାଇଁ ଗଲି। ସଦାପ୍ରଭୁ ତାଙ୍କୁ ପରାସ୍ତ କରିବା ପାଇଁ ମାେତେ ସହାୟ ହେଲେ। ବର୍ତ୍ତମାନ ତୁମ୍ଭମାନେେ ଆଜି କାହିଁକି ମାେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଆସିଲ?"
4ଏହାପରେ ୟିଲ୍ଗହ ଗିଲିଯାଦର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରାଇଲେ। ଏବଂ ଇଫ୍ରଯିମ, ଇଫ୍ରଯିମ ପରିବାରବର୍ଗ ବିରକ୍ସ୍ଟଦ୍ଦ ରେ ୟକ୍ସ୍ଟଦ୍ଧ କଲେ। ସମାନେେ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ, କାରଣ ସମାନେେ ଗିଲିଯଦର ଲୋକମାନଙ୍କୁ ଅପମାନିତ କରିଥିଲେ। ସମାନେେ କହିଲେ, " ହେ ଗିଲିଯଦର ଲୋକମାନେ, ତୁମ୍ଭମାନେେ ଇଫ୍ରଯିମ ଓ ମନଃଶିର ମଧିଅରେ ବାସ କରୁଥିବା ଇଫ୍ରଯିମର ଶରଣାସ୍ଥି।" ଗିଲିଯାଦର ଲୋକମାନେ ଇଫ୍ରଯିମର ଲୋକମାନଙ୍କୁ ପରାସ୍ତ କଲେ।
5ଗିଲିଯଦର ଲୋକମାନେ ୟର୍ଦ୍ଦନ ନଦୀ ନିକଟସ୍ଥ ସ୍ଥାନକକ୍ସ୍ଟ ନିଜ କବଳକକ୍ସ୍ଟ ନଇଗେଲେ। ଯେଉଁଠା ରେ ଲୋକମାନେ ୟର୍ଦ୍ଦନ ପାର ହକ୍ସ୍ଟଅନ୍
6ସମାନେେ ତାଙ୍କୁ 'ଶିଦ୍ଦୋଲେତ୍।"' ଶଦ୍ଦ ଉଚ୍ଚାରଣ କରିବା ପାଇଁ କହନ୍ତି। ଇଫ୍ରଯିମର ଲୋକମାନେ ସହେି ଶଦ୍ଦକକ୍ସ୍ଟ ଠିକ୍ ଭାବେ ଉଚ୍ଚାରଣ କରି ପାରନ୍ତି ନାହିଁ। ସମାନେେ ଏହାର ଭୂଲ୍ ଉଚ୍ଚାରଣ କଲେ, "ସିଦ୍ଦୋଲେତ୍", କାରଣ ସେ ଶଦ୍ଦଟିକକ୍ସ୍ଟ ଠିକ୍ ଭାବରେ ଉଚ୍ଚାରଣ କରିପାରିଲା ନାହିଁ। ସମାନେେ ଏହିପରି ତାଙ୍କୁ କରାଯତ୍ତ କଲେ ଓ ୟର୍ଦ୍ଦନ ନଦୀ କୂଳ ରେ ତାକକ୍ସ୍ଟ ହତ୍ଯା କଲେ। ଏହିପରି ଭାବରେ ସମାନେେ ମାଟେ 42,000 ଲୋକ ଇଫ୍ରଯିମ ରେ ଲୋକଙ୍କକ୍ସ୍ଟ ହତ୍ଯା କରିଥିଲେ।
7ୟିଲ୍ଗହ ଇଶ୍ରାୟେଲ ରେ ଛଅ ବର୍ଷଧରି ବିଗ୍ଭରକ ରହିଲେ। ଏହାପରେ ଗିଲିଯଦଠା ରେ ୟିଲ୍ଗହ ମୃତକ୍ସ୍ଟ୍ଯବରଣ କରିବାରକ୍ସ୍ଟ ତାଙ୍କୁ ଗିଲିଯଦ ରେ କବର ଦିଆଗଲା।
8ୟିଲ୍ଗହଙ୍କ ପରେ ଇଶ୍ରାୟେଲ ରେ ଅନ୍ୟ ଜଣେ ଲୋକ ବିଗ୍ଭରକ ହେଲେ ତାଙ୍କ ନାମ ଇବସନ୍। ସେ ଥିଲେ ବୈଥଲହମେ ସହରର ଲୋକ।
9ଇବସନ୍ଙ୍କର ତିରିଶଟି ପକ୍ସ୍ଟତ୍ର ଓ ତିରିଶଟି କନ୍ଯା ଥିଲେ। ସେ ତାଙ୍କର ତିରିଶ କନ୍ଯାକକ୍ସ୍ଟ ସହେି ଲୋକମାନଙ୍କ ସହିତ ବିବାହ ଦେଲେ, ଯେଉଁମାନେ ତାଙ୍କର ସ��ର୍କୀଯ ନଥିଲେ। ସେ ତିରିଶଟି କନ୍ଯାକକ୍ସ୍ଟ ମନୋନୀତ କଲେ, ତାଙ୍କର ପକ୍ସ୍ଟତ୍ରମାନଙ୍କ ସହିତ ବିବାହ କରିବା ପାଇଁ, ଯେଉଁମାନେ ତାଙ୍କ ସଐର୍କୀଯ ନଥିଲେ। ଇବସନ୍ ସାତବର୍ଷ ଧରି ଇଶ୍ରାୟେଲର ବିଗ୍ଭରକ ହାଇେ ରହିଲେ,
10ଯେତବେେଳେ ଇବ୍ସନ୍ ମୃତକ୍ସ୍ଟ୍ଯବରଣ କଲେ, ସେ ବୈଥଲହେମ୍ ରେ କବର ନେଲେ।
11ଇବ୍ସନ୍ଙ୍କ ପରେ ଏଲୋନ୍ ନାମକ ଜଣେ ଲୋକ ବିଗ୍ଭରକ ହେଲେ। ସେ ଥିଲେ ସବୂଲୂନ୍ ପରିବାରବର୍ଗର ଲୋକ। ସେ ଇଶ୍ରାୟେଲ ଉପରେ ଦଶବର୍ଷ ବିଗ୍ଭରକ ରହିଲେ।
12ଏହାପରେ ଏଲୋନ୍ ମୃତକ୍ସ୍ଟ୍ଯବରଣ କରିବାରକ୍ସ୍ଟ ତାଙ୍କୁ ସବୂଲକ୍ସ୍ଟନ୍ ପରିବାରବର୍ଗ ଆଯାଲୋନ ରେ କବର ଦିଆଗଲା।
13ଏଲୋନଙ୍କର ମୃତକ୍ସ୍ଟ୍ଯପରେ ହିଲ୍ଲଲରେ ପକ୍ସ୍ଟତ୍ର ଅବ୍ଦୋନ୍ ଇଶ୍ରାୟେଲର ବିଗ୍ଭରକ ହେଲେ। ସେ ଫିରିଯାଥୋନ ସହରର ଥିଲେ।
14ଅବ୍ଦୋନ୍ଙ୍କର ଗ୍ଭଳିଶଟି ପକ୍ସ୍ଟତ୍ର ଓ ତିରିଶଟି ନାତି ଥିଲେ। ସମାନେେ ଶତକ୍ସ୍ଟରିଟି ଗଧ ଉପରେ ସବାର ହେଉଥିଲେ। ସେ ଆଠ ବର୍ଷଧରି ଇଶ୍ରାୟେଲ ଉପରେ ରାଜତ୍ବ କଲେ।
15ଏହାପରେ ସେ ମୃତକ୍ସ୍ଟ୍ଯବରଣ କରିବାରକ୍ସ୍ଟ ତାଙ୍କୁ ଅମାଲକେୀଯ ପର୍ବତମଯ ଦେଶ ଅନ୍ତର୍ଗତ ଇଫ୍ରଯିମ ଦେଶସ୍ଥ ଫିରିଯାଥୋନ ରେ କବର ଦିଆଗଲା।