Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
20 verses
1ଅମଳ ସମୟରେ ଶାମ୍ଶାେନ୍ ଗୋଟିଏ ୟକ୍ସ୍ଟବା ଛଳେି ଉପହାର ଧରି ନିଜର ସ୍ତ୍ରୀକକ୍ସ୍ଟ ଦେଖିବାକକ୍ସ୍ଟ ଗଲେ ଏବଂ ସେ କହିଲେ, "ମୁ ମାରେ ସ୍ତ୍ରୀକକ୍ସ୍ଟ ଦେଖିବାକକ୍ସ୍ଟ ୟାଇପା ରେ କି?"
2ତାଙ୍କର ପିତା ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, "ମୁ ଭାବିଲି ଯେ ତୁମ୍ଭେ ତାଙ୍କୁ ଅତ୍ଯନ୍ତ ଘୃଣା କର। ଏଣୁ ମୁ ତାହାକକ୍ସ୍ଟ ତକ୍ସ୍ଟମ୍ଭ ମିତ୍ରଙ୍କକ୍ସ୍ଟ ଦଲେି। ତା'ର ସାନ ଭଉଣୀ ତାଠାରକ୍ସ୍ଟ ବହକ୍ସ୍ଟତ ସକ୍ସ୍ଟନ୍ଦର ତାହାକକ୍ସ୍ଟ ଗ୍ରହଣ କର।"
3କିନ୍ତୁ ଶାମ୍ଶାେନ୍ ତାଙ୍କୁ କହିଲେ, "ପଲେଷ୍ଟୀୟମାନଙ୍କୁ ଦକ୍ସ୍ଟଃଖ ଦବୋ ପାଇଁ ଗୋଟିଏ ଭଲ କାରଣ ମିଳିଗଲା। ମାେତେ ଆଉ କୌଣସି ଲୋକ ଦୋଷାରୋପ କରିପାରିବେ ନାହିଁ।"
4ଏହାପରେ ଶାମ୍ଶୋନ୍ 300 ବିଲକ୍ସ୍ଟଆ ଧରି ୟୋଡା ୟୋଡା କରି ଗୋଟିଏର ଲାଙ୍ଗକ୍ସ୍ଟଡକକ୍ସ୍ଟ ଅନ୍ୟ ଗୋଟିଏ ଲାଙ୍ଗକ୍ସ୍ଟଡ ରେ ବାନ୍ଧି ଦେଲେ। ତା'ପରେ ସେ ପ୍ରେତ୍ୟକକର ୟୋଡାଏ ଲାଙ୍ଗକ୍ସ୍ଟଡ ରେ ଏକ ମଶାଲ ବାନ୍ଧି ଦେଲେ।
5ତହକ୍ସ୍ଟଁ ସେ ମଶାଲ ଜଳାଇ ପଲେଷ୍ଟୀୟମାନଙ୍କ ବଢନ୍ତା କ୍ଷତେ ମଧ୍ଯକକ୍ସ୍ଟ ସମାନଙ୍କେୁ ଛାଡି ଦେଲେ। ଯେତବେେଳେ ସମାନେେ ଶସ୍ଯବିଡାର କ୍ଷତେ ଦଇେ, ଦ୍ରାକ୍ଷାକ୍ଷେତ୍ର ଦଇେ ଏବଂ ଅଲିଭ୍ କ୍ଷତେ ଦଇେ ଗଲେ, ସବୁକିଛି ପୋଡି଼ ପାଉଁଶ ହାଇଗେଲା।
6ପଲେଷ୍ଟୀୟ ଲୋକମାନେ ପଚାରିଲେ, "ଏପରି କିଏ କଲା?"
7ଶାମ୍ଶାେନ୍ ପଲେଷ୍ଟୀୟ ଲୋକମାନଙ୍କୁ କହିଲେ, "ତୁମ୍ଭେ ମାେ ପ୍ରତି ଖରାପ ବ୍ଯବହାର ପ୍ରଦର୍ଶନ କରିଅଛ। ମୁ ମଧ୍ଯ ତକ୍ସ୍ଟମ୍ଭ ପ୍ରତି ଖରାପ ବ୍ଯବହାର ଦଖାଇବେି, ମୁ ତକ୍ସ୍ଟମ୍ଭ ଉପରେ ପ୍ରତି ଶାଧେ ନ ନବୋ ପର୍ୟ୍ଯନ୍ତ ମୁ ଚକ୍ସ୍ଟପ୍ ହବେି ନାହିଁ।"
8ଏହାପରେ ଶାମ୍ଶାେନ୍ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। ସେ ସମାନଙ୍କେ ମଧ୍ଯରକ୍ସ୍ଟ ଅନକଙ୍କେକ୍ସ୍ଟ ହତ୍ଯା କଲେ। ଏବଂ ଏହାପରେ ସେ ଏକ ଗକ୍ସ୍ଟମ୍ଫା ରେ ୟାଇ ବାସ କଲେ ଯେଉଁ ଗକ୍ସ୍ଟମ୍ଫା ରେ ନାମ ଥିଲା ଏଟମ ଶୈଳ।
9ତେଣୁ ପଲେଷ୍ଟୀୟମାନେ ୟାଇ ୟିହକ୍ସ୍ଟଦା ଦେଶ ରେ ଛାଉଣୀ ସ୍ଥାପନ କରି ଲିହୀ ରେ ବ୍ଯାପି ରହିଲେ। ସମାନଙ୍କେର ସୈନ୍ଯ ୟକ୍ସ୍ଟଦ୍ଧ ପାଇଁ ସଠାେରେ ନିଜକକ୍ସ୍ଟ ପ୍ରସ୍ତକ୍ସ୍ଟତ କଲେ।
10ସମାନଙ୍କେର ସୈନ୍ଯମାନେ ସଠାେରେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହାଇେ ରହିଲେ, ୟିହକ୍ସ୍ଟଦା ପରିବାରବର୍ଗର ଲୋକମାନେ ସମାନଙ୍କେୁ ପଚାରିଲେ, " ହେ ପଲେଷ୍ଟୀୟଗଣ ତୁମ୍ଭମାନେେ କାହିଁକି ଆମ୍ଭ ସହିତ ୟକ୍ସ୍ଟଦ୍ଧ କରିବା ପାଇଁ ଆସିଛ?"
11ଏହାପରେ ୟିହକ୍ସ୍ଟଦାର 3,000 ପରିବାରବର୍ଗ ଶାମ୍ଶାେନ୍ଙ୍କ ଏଟମ ଶୈଳର ଗକ୍ସ୍ଟମ୍ଫା ନିକଟକକ୍ସ୍ଟ ଗଲେ ଏବଂ ତାଙ୍କୁ କହିଲେ, "ତୁମ୍ଭେ କ'ଣ ଜାଣ ନାହିଁ ପଲେଷ୍ଟୀୟମାନେ ହେଉଛନ୍ତି ଆମର ପ୍ରଭକ୍ସ୍ଟ? ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ?"
12ଏହାପରେ ସମାନେେ ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, "ଆମ୍ଭମାନେେ ଆସିଛକ୍ସ୍ଟ ତୁମ୍ଭକୁ ବାନ୍ଧି ପଲେଷ୍ଟୀୟମାନଙ୍କୁ ଦବେକ୍ସ୍ଟ।"
13ୟିହକ୍ସ୍ଟଦାର ଲୋକମାନେ କ��ିଲେ, "ଆମ୍ଭେ ଏହି ପ୍ରସ୍ଥାବ ରେ ରାଜିଅଛକ୍ସ୍ଟ। ଆମ୍ଭେ କବଳେ ତୁମ୍ଭକୁ ଧରିବକ୍ସ୍ଟ ଏବଂ ପଲେଷ୍ଟୀୟମାନଙ୍କୁ ହସ୍ତାନ୍ତର କରିଦବେକ୍ସ୍ଟ। ଆମ୍ଭେ ପ୍ରତିଜ୍ଞା କରୁଛକ୍ସ୍ଟ ତୁମ୍ଭକୁ କବେେ ହତ୍ଯା କରିବକ୍ସ୍ଟ ନାହିଁ।" ତେଣୁ ସମାନେେ ଦକ୍ସ୍ଟଇଟି ନୂତନ ରସି ରେ ଶାମ୍ଶାେନ୍କକ୍ସ୍ଟ ବାନ୍ଧି ଶୈଳ ବାହାରକକ୍ସ୍ଟ ଆଣିଲେ।
14ସେ ଯେତବେେଳେ ଲିହୀ ରାଜ ପ୍ରସାଦ ରେ ପହନ୍ଚିଲେ, ପଲେଷ୍ଟୀୟ ଲୋକମାନେ ତାଙ୍କୁ ଦେଖିବାକକ୍ସ୍ଟ ଆସିଲେ। ସମାନେେ ଖକ୍ସ୍ଟସି ରେ ଜଯ ଜଯ ଧ୍ବନି କରୁଥିଲେ। ଏହାପରେ ତାଙ୍କ ଉପରକକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଯେତବେେଳେ ଆସିଲା, ସେ ଶକ୍ତିଶାଳୀ ହାଇେ ଉଠିଲେ। ଶାମ୍ଶାେନ୍ ଦୌଡିଟିକକ୍ସ୍ଟ ଛିଣ୍ତାଇ ଦେଲେ, ତାଙ୍କ ହାତରକ୍ସ୍ଟ ଦଉଡିଗକ୍ସ୍ଟଡିକ ମିଳାଇ ଗଲାପରି ଏବଂ ପୋଡାସୂତା ପରି ଝରି ପଡିଲା।
15ଶାମ୍ଶାେନ୍ ଗୋଟିଏ ଗଧର କଞ୍ଚା ଥମାେଣି ପାଇଲେ ସେ ସେଥି ରେ ସଠାେରେ ଥିବା 1,000 ପଲେଷ୍ଟୀୟମାନଙ୍କୁ ହତ୍ଯା କଲେ।
16ଏହାପରେ ଶାମ୍ଶାେନ୍ କହିଲେ,
17ଯେତବେେଳେ ଶାମ୍ଶାେନ୍ ଏକଥା କହିଲେ, ତା'ପରେ ସେ ଗଧର ହନକ୍ସ୍ଟହାଡକକ୍ସ୍ଟ ଫିଙ୍ଗି ଦେଲେ, ଏହାପରେ ସହେି ସ୍ଥାନର ନାମ ରାମତ୍ ଲିହି (ଥମାେଣିଗିରି) ରହିଲା।
18ଶାମ୍ଶାେନ୍ ବହକ୍ସ୍ଟତ ତୃଷାର୍ତ୍ତ ଥିଲେ। ତେଣୁ ସେ ସଦାପ୍ରଭୁଙ୍କୁ ନିବଦନେ କଲେ, "ମୁ ତୁମ୍ଭର ଦାସ, ତୁମ୍ଭେ ମାେତେ ମହତ ବିଜଯ ଦିଅ। ଏବେ ମୁ ଶୋଷ ରେ ମରକ୍ସ୍ଟଛି। ମୁ ଅସକ୍ସ୍ଟନ୍ନତ ଲୋକମାନଙ୍କ ହସ୍ତ ରେ ପଡିବାକକ୍ସ୍ଟ ଯାଉଛି, ତେଣୁ ମାେତେ ରକ୍ଷା କର।"
19ପରମେଶ୍ବର ଲିହିସ୍ଥିତ ଏକ ଖୋଲ ବିଦିର୍ଣ୍ଣ କରିବାରକ୍ସ୍ଟ ତହିଁରକ୍ସ୍ଟ ଜଳ ନିର୍ଗତ ହେଲା। ଶାମ୍ଶାେନ୍ ସହେି ଜଳ ପାନ କଲେ ଏବଂ ତାଙ୍କର ଶକ୍ତି ଫରେି ଆସିଲା। ସେ ଏହି ସ୍ଥାନର ନାମ ଐନ୍ହକ୍କୋରୀ ଦେଲେ। ଯାହାକି ଏବେ ପର୍ୟ୍ଯନ୍ତ ଲିହି ରେ ଅଛି।
20ତେଣୁ ଶାମ୍ଶାେନ୍ ଇଶ୍ରାୟେଲର ଲୋକମାନଙ୍କ ଉପରେ ବିଗ୍ଭରକର୍ତ୍ତା ହାଇେ କୋଡିଏ ବର୍ଷ ପର୍ୟ୍ଯନ୍ତ ରହିଲେ। ଯାହାକି ଥିଲା ପଲେଷ୍ଟୀୟମାନଙ୍କର ସମୟ କାଳ ଥିଲା।