Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
23 verses
1ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
2"ତୁମ୍ଭେ ଇଶ୍ରାଯଲ ସନ୍ତାନଗଣଙ୍କୁ ଏହି ଆଜ୍ଞା ଦିଅ। ସମାନେେ ପ୍ରତିଦିନ ପ୍ରଦୀପ ଜ୍ବଳନ ପାଇଁ ତୁମ୍ଭ ନିକଟକୁ ନିର୍ମଳ ଭାବେ ପଷୋ ୟାଇଥିବା ଜୀତ ତୈଳ ଆଣିବେ।
3ହାରୋଣ ସମାଗମ ତମ୍ବୁ ମଧିଅରେ ନିଯମ ସିନ୍ଦୁକ ବିଚ୍ଛଦବେସ୍ତ୍ର ବାହା ରେ ସନ୍ଧ୍ଯା ଠାରୁ ପ୍ରଭାତ ପର୍ୟ୍ଯନ୍ତ ସଦାପ୍ରଭୁଙ୍କ ସମ୍ମୁଖ ରେ ସର୍ବଦା ତାହା ସ୍ଥାପନ କରିବ। ଏହା ତୁମ୍ଭମାନଙ୍କର ବଂଶାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା।
4ହାରୋଣ ଶୁଦ୍ଧ ସୁବର୍ଣ୍ଣର ଦୀପରୂଖା ଉପରେ ପ୍ରଦୀପ ରଖି ସଦାପ୍ରଭୁଙ୍କ ସମ୍ମୁଖ ରେ ସର୍ବଦା ଜଳାଇ ରଖିବ।
5"ଆଉ ତୁମ୍ଭେ ସରୁ ମଇଦା ନଇେ ତହିଁରେ ବାର ଗୋଟି ପିଠା ପ୍ରସ୍ତୁତ କରିବ, ପ୍ରେତ୍ୟକକ ପିଠା ଏକ ଐଫାର ଦୁଇ ଦଶମାଂଶ ହବେ।
6ସୁବର୍ଣ୍ଣ ମଜେ ଉପରେ ପ୍ରତି ଧାଡି ରେ ଛଅ ଛଅ କରି ଦୁଇ ଧାଡି ରେ ସହେିସବୁ ପିଠାକୁ ସଦାପ୍ରଭୁଙ୍କ ସମ୍ମୁଖ ରେ ରଖିବ।
7ଆଉ ରୋଟୀ ପରିବର୍ତେ ସ୍ମରଣାର୍ଥକ ନବୈେଦ୍ଯରୂପେ ପ୍ରତି ଧାଡିର ଉପରେ ନିର୍ମଳ ସୁବାସିତ ଲୋବାନ୍ ଦବେ।
8ଯାଜକ ପ୍ରତି ବିଶ୍ରାମବାର ଦିନ ସଦାପ୍ରଭୁଙ୍କ ସମ୍ମୁଖ ରେ ରୋଟୀ ସବୁ ସମୟ ପାଇଁ ରଖିବ। ଇଶ୍ରାୟେଲ ଲୋକମାନଙ୍କ ଦ୍ବାରା ଏହା ଅନନ୍ତକାଳୀନ ବିଧି ହବୋ ଉଚିତ୍।
9ସହେି ରୋଟୀ ହାରୋଣ ଓ ତାଙ୍କର ପୁତ୍ର ଗଣଙ୍କର ହବେ। ଆଉ ସମାନେେ ସହେି ରୋଟୀକୁ ଏକ ପବିତ୍ରସ୍ଥାନ ରେ ଭକ୍ଷଣ କରିବା ଉଚିତ୍। କାରଣ ସଗେୁଡିକ ସଦାପ୍ରଭୁଙ୍କ ନବୈେଦ୍ଯର ପବିତ୍ର ଅଂଶ। ଏହି ରୋଟୀ ଚିରଦିନ ପାଇଁ ସମାନଙ୍କେର ଅଂଶ ହବେ।"
10ଅନନ୍ତର ଜଣେ ମିଶରୀଯ ପୁରୁଷର ଔରସ ରେ ଇଶ୍ରାୟେଲୀୟ ଜଣେ ସ୍ତ୍ରୀଠାରୁ ଜାତ ଏକ ଇଶ୍ରୀଯଲେ ପୁତ୍ର, ଇଶ୍ରାୟେଲୀୟମାନଙ୍କ ଛାଉଣୀ ଭିତରକୁ ଗଲା। ସେ ଛାଉଣୀ ରେ ପ୍ରବେଶ କଲା ଓ ଜଣକ ସହିତ କଳି କଲା।
11ସହେି ଇଶ୍ରାୟେଲୀୟ ସ୍ତ୍ରୀର ସନ୍ତାନ ସଦାପ୍ରଭୁଙ୍କ ନାମକୁ ନିନ୍ଦାକରି ଅଭିଶାପ ଦଲୋ। ତେଣୁ ଲୋକମାନେ ତାହାକୁ ମାଶାଙ୍କେ ନିକଟକୁ ଆଣିଲେ। ସହେି ଇଶ୍ରାୟେଲୀୟ ସ୍ତ୍ରୀ ନାମ ଶଲମେୀତ୍ ଓ ସେ ଦାନ ବଂଶୀଯ ଦିବ୍ରୀର କନ୍ଯା ଥିଲା।
12ପୁଣି ଲୋକମାନେ ସଦାପ୍ରଭୁଙ୍କ ମୁଖରୁ ଆଦେଶ ପାଇବା ପର୍ୟ୍ଯନ୍ତ ତାକୁ ବନ୍ଦୀ କରି ରଖିଲେ।
13ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
14"ସଦାପ୍ରଭୁଙ୍କୁ ଅଭିଶାପ ଦଇେଥିବା ଲୋକକୁ ଛାଉଣୀ ବାହାରକୁ ଆଣ, ପୁଣି ଯେଉଁମାନେ ତା'ର କଥା ଶୁଣିଲେ, ସମାନେେ ସମସ୍ତେ ଅଭିଶାପ ଦଇେଥିବା ବ୍ଯକ୍ତିର ମସ୍ତକରେ ହାତ ଦିଅନ୍ତୁ। ତା'ପରେ ଲୋକମାନେ ତାକୁ ପଥର ମାରି ହତ୍ଯା କରନ୍ତୁ।
15ଆଉ ତୁମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କୁହ ଯେ କହେି ଆପଣା ପରମେଶ୍ବରଙ୍କୁ ଅଭିଶାପ ଦିଏ, ସେ ଆପଣା ପାପ ବହିବ।
16ଯେ କହେି ଆପଣା ସଦାପ୍ରଭୁଙ୍��� ନାମ ରେ ନିନ୍ଦା କରେ ସେ ଅବଶ୍ଯ ହତ ହବେ। ସମସ୍ତ ମଣ୍ଡଳୀ ତାହାକୁ ପଥର ମାରି ବଧ କରିବେ। ବିଦେଶୀ ହେଉ କି ସ୍ବଦେଶୀ ହେଉ, ସଦାପ୍ରଭୁଙ୍କୁ ନିନ୍ଦା କଲେ ହତ ହବେ।
17"ଆଉ ଯେଉଁ ଲୋକ ଅନ୍ୟ ଲୋକଙ୍କୁ ହତ୍ଯା କରେ ସେ ନିଶ୍ଚଯ ହତ ହବେ।
18ୟିଏ କହେି କୌଣସି ପଶୁକୁ ହତ୍ଯା କରେ ସେ ମାରିଥିବା ପଶୁର ପ୍ରାଣ ଫରୋଇ ଆଣି ତା'ର କ୍ଷତିପୂରଣ ଦବେ।
19"ଯଦି କୌଣସି ବ୍ଯକ୍ତି ନିଜ ପ୍ରତିବେଶୀକୁ ଆଘାତ କରେ, ତବେେ ସମପରିମାଣର ଆଘାତ ସହେି ଲୋକକୁ ଦିଆୟିବ।
20କ୍ଷତ ବଦଳ ରେ କ୍ଷତ, ତକ୍ଷୁ ବଦଳ ରେ ଚକ୍ଷୁ, ଦାନ୍ତ ବଦଳ ରେ ଦାନ୍ତ, ମନୁଷ୍ଯ ଶରୀର ରେ ୟିଏ ଯେଉଁପରି ଆଘାତ କରିଅଛି ତାହାପ୍ରତି ସହେି ପ୍ରକାର ଆଘାତ କରାୟିବ।
21ଜଣେ ଯଦି ପଶୁ ବଧ କରେ, ତବେେ ସେ ତାହାର ପରିଶାଧେ କରିବ, ମାତ୍ର ଜଣେ ଲୋକ ଯଦି ଅନ୍ୟ ଜଣେ ଲୋକକୁ ହତ୍ଯା କରେ, ତବେେ ସେ ହତ ହବେ।
22"ବିଦେଶୀ ହେଉ କି ସ୍ବଦେଶୀ ହେଉ, ସମାନଙ୍କେ ନିମନ୍ତେ ତୁମ୍ଭମାନଙ୍କର ସମାନ ବ୍ଯବସ୍ଥା ହବେ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।"
23ତା'ପରେ ମାଶାେ ଇଶ୍ରାୟେଲ ଇଶ୍ରାୟେଲ ସନ୍ତାନଗଣଙ୍କୁ କହିବାରୁ ସମାନେେ ଅଭିଶାପ ଦଇେଥିବା ଲୋକକୁ ଛାଉଣୀ ବାହାରକୁ ଆଣିଲେ, ତହୁଁ ଲୋକମାନେ ତାକୁ ପଥର ମାରି ବଧ କଲେ। ଇଶ୍ରାୟେଲ ସନ୍ତାନଗଣ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ।