Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
37 verses
1ଯୀଶୁ ମନ୍ଦିର ମଧ୍ଯରୁ ବାହାରି ଯାଉଥିବା ସମୟରେ ତାହାଙ୍କର ଜଣେ ଶିଷ୍ଯ ତାହାଙ୍କୁ କହିଲା, "ଗୁରୁ, ଦେଖନ୍ତୁ, ଏ ମନ୍ଦିରର ସୁନ୍ଦର ଭବନଗୁଡିକ ଓ ତାର ବିଶାଳ ପଥରଗୁଡିକ କେତେ ସୁନ୍ଦର ହାଇେଛି।"
2ଯୀଶୁ କହିଲେ, "ତୁମ୍ଭେ ଏହି ବିଶାଳ ଭବନଗୁଡୁକ ଦେଖୁଛ? ଏହି ସମସ୍ତ ଭବନ ଧ୍ବସଂ ପାଇୟିବ। ସବୁତକ ପଥର ଭୂମି ଉପରେ ଓଜାଡି ହାଇେ ପଡିବ। ଗୋଟିଏ ହେଲେ ପଥର ଅନ୍ୟ ପଥର ଉପରେ ରହି ପାରିବନାହିଁ।"
3ପରେ ଯୀଶୁ ମନ୍ଦିର ସାମନା ରେ ଥିବା ଜୀତ ପର୍ବତ ଉପରେ ବସିଥିଲେ। ତାହାଙ୍କ ସହିତ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଥିଲେ। ସମାନେେ ଯୀଶୁଙ୍କୁ ବ୍ଯକ୍ତିଗତଭାବେ ପଚାରିଲେ,
4"ଏ ସବୁ କବେେ ଘଟିବ, ଆମ୍ଭକୁ କୁହ? ଏ ସବୁ ଘଟିବା ସମୟ ହାଇଗେଲା ବୋଲି, କ'ଣ କ'ଣ ଚିହ୍ନ ମାନ ଦଖାେ ୟିବ?"
5ଯୀଶୁ ଶିଷ୍ଯମାନଙ୍କୁ କହିଲେ, "ସାବଧାନ! ତୁମ୍ଭକୁ କହେି ଯେପରି ପ୍ରତାରଣା କରି ନପା ରେ।
6ଅନକେ ଲୋକ ଆସିବେ ଏବଂ ସମାନେେ ମାରେ ନାମ ବ୍ଯବହାର କରିବେ। ସମାନେେ ଦାବି କହିବେ, 'ମୁଁ ସହେି'। ସମାନେେ ବହୁତ ଲୋକଙ୍କୁ ପ୍ରତାରଣା କରିବେ।
7ତୁମ୍ଭେ ୟୁଦ୍ଧ ବିଷୟ ରେ କିମ୍ବା ୟୁଦ୍ଧ ଚାଲିଥିବା ବିଷୟ ରେ ଉଡା ଖବର ଶୁଣି ଭୟଭୀତ ହାଇେ ୟିବନାହିଁ। ଅନ୍ତିମକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ।
8ଗୋଟିଏ ଜାତି ଅନ୍ୟ ଜାତି ବିରୋଧ ରେ, ଗୋଟିଏ ରାଜ୍ଯ ଅନ୍ୟ ରାଜ୍ଯ ବିରୋଧ ରେ ଲଢଇେ କରିବ। ବହୁତ ସ୍ଥାନ ରେ ଭୂମିକମ୍ପ ହବେ। ଲୋକଙ୍କୁ ଖାଇବାକୁ ମିଳିବନାହିଁ। ଏହା ସବୁ କୌଣସି ନୂତନ ଶିଶୁର ଜନ୍ମ ପୂର୍ବର ପ୍ରସବ ବଦନୋ ଭଳି।
9ତୁମ୍ଭମାନେେ ସତର୍କ ରହିବ। ଲୋକମାନେ ତୁମ୍ଭମାନଙ୍କୁ ବନ୍ଦୀ କରି ବିଚାରାଳୟ ରେ ସମର୍ପି ଦବେେ। ସମାନେେ ତୁମ୍ଭମାନଙ୍କୁ ସମାନଙ୍କେର ସମାଜଗୃହ ଗୁଡିକରେ ପିଟିବେ। ମାରେ ଶିଷ୍ଯ ହାଇେଥିବା ଯୋଗୁ ତୁମ୍ଭମାନଙ୍କୁ ଶାସକ ଓ ରାଜାମାନଙ୍କ ଆଗ ରେ ଠିଆ ହବୋକୁ ବାଧ୍ଯ କରାୟିବ। ତୁମ୍ଭମାନେେ ମାେ ବିଷୟ ରେ ପ୍ରମାଣ ଦବେ।
10କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ସବୁ ଜାତିର ଲୋକଙ୍କଠା ରେ ସୁସମାଚାର ପ୍ରକାଶ୍ଯ ରେ ପ୍ରଚାରିତ କରା ହବେ।
11ସମାନେେ ତୁମ୍ଭମାନଙ୍କୁ ବନ୍ଦୀକରି ତୁମ୍ଭମାନଙ୍କୁ ଜରୋ କରିବେ। ସମାନେେ ତୁମ୍ଭମାନଙ୍କୁ ବିଚାର ପାଇଁ ଯଦି ନିଅନ୍ତି, ତବେେ ତୁମ୍ଭେ ସଠାେରେ କ'ଣ କହିବ, ସେ ବିଷୟ ରେ ଆଗରୁ କବେେ ହେଲେ ଚିନ୍ତା କର ନାହିଁ। ସେ ସମୟରେ ତୁମ୍ଭକୁ ପରମେଶ୍ବର ଯାହା କିଛି କହିବା ପାଇଁ ଦବେେ, ତୁମ୍ଭେ ତାହା କହିବ, କାରଣ ସେତବେେଳେ ପ୍ରକୃତ ରେ ତୁମ୍ଭେ କଥା କହିବ ନାହିଁ ମାତ୍ର ପବିତ୍ର ଆତ୍ମା କଥା କହିବେ।
12"ଭାଇ, ଭାଇକୁ ମରଣ ମୁହଁକୁ ଠଲେି ଦବେ। ବାପା ତା' ସନ୍ତାନକୁ ମରିବା ପାଇଁ ଦଇେ ଦବେ। ପିଲାମାନେ ବାପାମାଆଙ୍କ ବିରୁଦ୍ଧ ରେ ଠିଆ ହବେେ ଓ ସମାନଙ୍କେୁ ମାରି ଦବେେ।
13ତୁମ୍ଭମାନେେ ମାରେ ଶିଷ୍ଯ ହାଇେଥିବା ଯୋଗୁଁ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶଷେ ପର୍ୟ୍ଯନ୍ତ ର୍ଧୈୟ୍ଯ ଧରି ଦୃଢ ହାଇେ ରହିବ, ସେ ରକ୍ଷା ପାଇବ।
14"ତୁମ୍ଭମାନେ���, 'ଧ୍ବସଂ ଘଟାଉଥିବା ଭୟଙ୍କର ବସ୍ତୁକୁ' ଯେଉଁଠା ରେ ନ ରହିବା ଉଚିତ୍, ସହେି ସ୍ଥାନ ରେ ଥିବାର ଦେଖିବ।" ଯେଉଁମାନେ ଏହା ପଢିବେ, ସମାନେେ ବୁଝିନବୋ ଉଚିତ୍ ଯେ ଏହାର ଅର୍ଥ କ'ଣ? " ସେତବେେଳେ ୟିହୂଦାର ଲୋକମାନେ ପାହାଡ ଉପରକୁ ପଳଇବୋ ଉଚିତ।
15ଯେଉଁ ଲୋକ ଘରର ଛାତ ଉପରେ ଥିବ, ସେ ଘର ଭିତରକୁ ଯାଇ କିଛି ହେଲେ ପାଇବାକୁ ତଳକୁ ନ ଆସିବା ଉଚିତ।
16ଯଦି କହେି ବାହା ରେ ପଡିଆ ରେ ଥାଏ, ସେ ନିଜ ଚାଦର ଆଣିବା ପାଇଁ ଘରକୁ ଫରେି ନ ଯାଉ।
17ସହେି ସମୟ ଗର୍ଭବତୀ ମହିଳା ଓ କୋଳ ରେ େଛାଟ ପିଲାଥିବା ମହିଳାମାନଙ୍କ ପାଇଁ ବହୁତ ଶୋଚନୀୟ ହବେ।
18ପ୍ରାର୍ଥନା କର, ଯେପରି ଏ ସବୁ ଶୀତ ଦିନ ରେ ନହୁଏ।
19କାରଣ ସହେି ଦିନ ଗୁଡିକ ବିପଦ ରେ ପରିପୂର୍ଣ୍ଣ ରହିବ। ସେତବେେଳେ ଏତେ ବଡ ବିପଦ ମାଡି ଆସିବ ଯେ ସଭେଳି ବଡ ବିପଦ ପରମେଶ୍ବରଙ୍କ ସୃଷ୍ଟି ରଚନା କାଳରୁ ଆଜି ପର୍ୟ୍ଯନ୍ତ କବେେ ଆସି ନାହିଁ କି ଭବିଷ୍ଯତ ରେ କବେେ ଆସିବ ନାହିଁ।
20ସହେି ଭୟଙ୍କର ସମୟକୁ କମଇେ ଦବୋ ପାଇଁ ପରମେଶ୍ବର ସ୍ଥିର କରିଛନ୍ତି। ଯଦି ସହେି ସମୟ କମଇେ ଦିଆ ନ ୟିବ, ତବେେ କହେି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ବର ଯେଉଁମାନଙ୍କୁ ବାଛିଛନ୍ତି, କବଳେ ସହେିମାନଙ୍କ ପାଇଁ ସହେି ସମୟ କମଇେ ଦବେେ।
21ସହେି ଦିନମାନଙ୍କ ରେ କେତକେ ଲୋକ ତୁମ୍ଭମାନଙ୍କୁ କହି ପାରନ୍ତି ଯେ, ' ଦେଖ ଏଠା ରେ ଯୀଶୁ ଅଛନ୍ତି'କିମ୍ବା ' ଦେଖ ସଠାେରେ ସେ ଅଛନ୍ତି'ା ତୁମ୍ଭେ କିନ୍ତୁ ସମାନଙ୍କେୁ ବିଶ୍ବାସ କରିବ ନାହିଁ।
22ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭବିଷ୍ଯଦ୍ବକ୍ତାମାନେ ଦଖାେ ଦବେେ ସମାନେେ ଅଦ୍ଭୁତ କାମ ଓ ଆଶ୍ଚର୍ୟ୍ଯକାର୍ୟ୍ଯ କରିବେ। ସମ୍ଭବ ହେଲେ, ପରମେଶ୍ବର ବାଛିଥିବା ଲୋକମାନଙ୍କୁ ସମାନେେ ପ୍ରତାରଣା କରିବା ପାଇଁ ଚେଷ୍ଟା କରିବେ।
23ତେଣୁ ସାବଧାନ ରହିବ। ଏ ସବୁ ଘଟିବାର ୟଥେଷ୍ଟ ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଚତଇେେ ଦେଉଛି।
24" ସହେି ଦିନମାନଙ୍କ ରେ ଏହି ବଡ ବିପଦର ସମୟ ଚାଲି ଗଲାପରେ
25ଆକାଶରୁ ତାରାମାନେ ଖସି ପଡିବେ, ଆକାଶ ରେ ନକ୍ଷତ୍ର ମଣ୍ଡଳର ମହାଶକ୍ତିଗୁଡିକ ଦୋହଲି ୟିବ।'
26" ସେତବେେଳେ ଲୋକେ ମନୁଷ୍ଯପୁତ୍ରଙ୍କୁ ମହାଶକ୍ତି ଓ ମହିମା ସହିତ ମେଘମାଳା ମଧିଅରେ ଆସିବାର ଦେଖିବେ।
27ମନୁଷ୍ଯପୁତ୍ର ପୃଥବୀର ଚାରି ଆଡକୁ ତାହାଙ୍କ ସ୍ବର୍ଗ ଦୂତମାନଙ୍କୁ ପଠାଇବେ। ସମାନେେ ତାହାଙ୍କ ଦ୍ବାରା ବଛା ଯାଇଥିବା ଲୋକଙ୍କୁ ପୃଥିବୀର ପ୍ରେତ୍ୟକକ ସ୍ଥାନରୁ ଆଣି ଏକାଠି କରାଇବେ।
28"ଡିମ୍ବିରି ଗଛ ଆମ୍ଭକୁ ଗୋଟିଏ ଶିକ୍ଷା ଦିଏ। ଯେତବେେଳେ ଡିମ୍ବିରି ଗଛର ଡାଳ ଗୁଡିକ ଶାଗୁଆ ଓ ନରମ ପଡିଯାଏ ଏବଂ ନୂଆ ପତ୍ର କଅଁଳିବାକୁ ଆରମ୍ଭ କରେ, ସେତବେେଳେ ତୁମ୍ଭମାନେେ ଜାଣି ପାର ଯେ ଗ୍ରୀଷ୍ମଋତୁ ପାଖଇେ ଗଲାଣି।
29ମୁଁ ତୁମ୍ଭକୁ ଯାହା କହିଲି, ଠିକ୍ ତାହା ଏହିପରି ଘଟିବ। ତୁମ୍ଭମାନେେ ଯେତବେେଳେ ଏହିଭଳି ସବୁ ଘଟିବାର ଦେଖିବ, ସେତବେେଳେ ବୁଝ ଯେ ' ସହେି ସମୟ' ନିକଟରେ ଆସି ପହଞ୍ଚିଗଲାଣି।
30ମୁଁ ତୁମ୍ଭକୁ ସତ୍ଯ କହୁଛି। ଏହି ପିଢୀର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ।
31ପୃଥିବୀ ଓ ଆକାଶ ନଷ୍ଟ ହାଇଯେିବ, କିନ୍ତୁ ମାେ କହିଥିବା ବାକ୍ଯ କବେେ ହେଲେ ନଷ୍ଟ ହବେନାହିଁ।
32ସହେି ଦିନ ବା ସହେି ସମୟ ବିଷୟ ରେ କାହାରିକୁ କିଛି ଜଣାନାହିଁ। ସ୍ବର୍ଗଦୂତ ବା ମନୁଷ୍ଯପୁତ୍ର କହେି କିଛି ଜାଣନ୍ତି ନାହିଁ। କବଳେ ଏକଥା ପରମପିତା ପରମେଶ୍ବର ଜାଣନ୍ତି।
33ସାବଧାନ, ସଦା ବେଳେ ପ୍ରସ୍ତୁତ ରୁହ। କାରଣ ସେ ସମୟ କେତବେେଳେ ପହଞ୍ଚିବ, ତାହା ତୁମ୍ଭମାନେେ ଜାଣିନାହଁ।
34ଏହା ଏହିଭଳି ଘଟଣା, ଯେପରି ଜଣେ ବ୍ଯକ୍ତି କୌଣସି ସ୍ଥାନକୁ ଯାତ୍ରା କଲା ବେଳେ ଚାକରମାନଙ୍କ ଉପରେ ନିଜ ଘରର ଦାଯିତ୍ବ ଛାଡି ଦଇଯୋଏ ଓ ପ୍ରେତ୍ୟକକ ଚାକରକୁ ତାର ନିର୍ଦ୍ଦିଷ୍ଟ କାମ ଦଇେଥାଏ ଏବଂ ଦ୍ବାରପାଳକକୁ ସଦା ବେଳେ ପ୍ରସ୍ତୁତ ହାଇେ ରହିବାକୁ ଅଦେଶ ଦଇେଥାଏ।
35ଏଣୁ ତୁମ୍ଭମାନେେ ମଧ୍ଯ ସର୍ବଦା ପ୍ରସ୍ତୁତ ହାଇେ ରୁହ। କାରଣ ତୁମ୍ଭେ ଜାଣ ନାହିଁ, ଘରର ମାଲିକ କେତବେେଳେ ଯେ ଆସି ପହଁଞ୍ଚିଯିବେ। ସନ୍ଧ୍ଯା ବେଳେ, ଅଧରାତି ରେ, ପାହାନ୍ତିଆ ରେ ବା ସକାଳେ, କୌଣସି ସମୟରେ ସେ ଆସି ଯାଇ ପାରନ୍ତି।
36ସେ ଖୁବ୍ ଶୀଘ୍ର ମଧ୍ଯ ଆସି ଯାଇ ପାରନ୍ତି। ତୁମ୍ଭେ ଯଦି ସର୍ବଦା ପ୍ରସ୍ତୁତ ଥିବ, ତବେେ ସେ ତୁମ୍ଭକୁ କଦାବି ଶାଇେଥିବା ଅବସ୍ଥା ରେ ଦେଖି ପାରିବେ ନାହିଁ।
37ମୁଁ ତୁମ୍ଭକୁ ଯାହା କହୁଛି, ସମସ୍ତଙ୍କୁ ସହେି ଏକା କଥା କହୁଛି ଯେ ସର୍ବଦା ପ୍ରସ୍ତୁତ ରୁହ।"