Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
34 verses
1ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ;
2"ଇଶ୍ରାୟେଲର ଲୋକମାନେ ସମାଗମ ତମ୍ବୁର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କରିବେ। ପ୍ରେତ୍ୟକକ ଦଳ ରେ ତାଙ୍କ ନିଜ ଦଳର ଧ୍ବଜା ରହିବ। ଏବଂ ପ୍ରେତ୍ୟକକ ବ୍ଯକ୍ତିର ପାଖ ରେ ତା'ର ଦଳର ଧ୍ବଜା ପାଖ ରେ ଛାଉଣୀ ସ୍ଥାପନ କରିବ।
3"ୟିହୂଦାର ବିଭାଗ ଛାଉଣୀ ସ୍ଥାପନ କରିବେ ତାଙ୍କ ଧ୍ବଜା ସହିତ ପୂର୍ବଦିଗର ସୂୟ୍ଯର୍ୋଦଯ ଆଡେ, ପୁଣି ଅମ୍ମୀନାଦବର ପୁତ୍ର ନ ହଶାେନ ଯିହୁଦାର ଲୋକମାନଙ୍କର ନେତା ହବେ।
4ତାଙ୍କର ସୈନ୍ଯ ସଂଖ୍ଯା 74,600
5ଯିହୁଦା ଗୋଷ୍ଠୀର ପାଖ ରେ ଇଷାଖର ଗୋଷ୍ଠୀ ଛାଉଣୀ ସ୍ଥାପନ କରିବେ। ଜୁଆର ପୁତ୍ର ନେଥନିଯଲ, ଇଷାଖର ଲୋକମାନଙ୍କର ଅଧିପତି ହବେ।
6ସହେି ସୈନ୍ଯ ସଂଖ୍ଯା 54,600 ହବେେ।
7"ସବୁଲୂନର ଗୋଷ୍ଠୀ ମଧ୍ଯ ଯିହୁଦାର ପାଶର୍ବ ରେ ଛାଉଣୀ ସ୍ଥାପନ କରିବେ, ହେଲୋନର ପୁତ୍ର ଇଲୀଯାବ ସବୁଲୂନର ଲୋକମାନଙ୍କର ଅଧିପରି ହବେ।
8ତାହାର ସୈନ୍ଯ ସଂଖ୍ଯା 57,400 ହବେ।
9"ଯିହୁଦା ଛାଉଣୀର ସମୁଦାଯ ସୈନ୍ଯ ସଂଖ୍ଯା 1,86,400 ସମାନେେ ପ୍ରଥମେ ଅଗ୍ରସର ହବେେ।
10"ରୁବନେ ବିଭାଗର ଛାଉଣୀର ଧ୍ବଜା ଦକ୍ଷିଣ ଦିଗକୁ ରହିବ। ଶଦଯେୂରର ପୁତ୍ର ଇଲୀଷୂର ରୁବନେ ଗୋଷ୍ଠୀର ଅଧିପତି ହବେ।
11ତାଙ୍କର ସୈନ୍ଯବାହିନୀର ସୀମର୍ଥ୍ଯ 46,500
12"ରୁବନରେ ଗୋଷ୍ଠୀ ଛାଉଣୀ ପାଖ ରେଶିମିଯୋନ ପରିବାରବର୍ଗ ଛାଉଣୀ ସ୍ଥାପନ କରିବେ ଓ ସୂରୀଶଦ୍ଦଯର ପୁତ୍ର ଶଲୁମୀଯଲେଶିମିଯୋନ ଲୋକମାନଙ୍କର ଅଧିପତି ହବେ।
13ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 59,300
14"ରୁବନରେ ଲୋକମାନଙ୍କ ଛାଉଣୀ ପାଖ ରେ ଗାଦ ଗୋଷ୍ଠୀ ଛାଉଣୀ ସ୍ଥାପିତ ହବେ। ରୁଯଲରେ ପୁତ୍ର ଇଲୀଯାସଫ ଗାଦ ଲୋକମାନଙ୍କର ଅଧିପତି ହବେ।
15ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 45,650
16"ରୁବନେ ଛାଉଣୀର ସୈନ୍ଯ ସଂଖ୍ଯା ଗଣନା ଅନୁସାରେ 1,51,450 ସମାନେେ ଦ୍ବିତୀୟ ରେ ଅଗ୍ରସର ହବେେ।
17"ଏହାପରେ ଲବେୀୟମାନଙ୍କ ଛାଉଣୀ ସହିତ ସମାଗମ ତମ୍ବୁ ଛାଉଣୀ ମାନଙ୍କ ମଧ୍ଯବର୍ତ୍ତୀ ହାଇେ ଅଗ୍ରସର ହବେ। ସମାନେେ ସହେି ନିଯମ ରେ ଅଗ୍ରସର ହବେେ, ଯେପରି ଛାଉଣୀ ସ୍ଥାପନ କରିବେ, ସମସ୍ତେ ତାଙ୍କ ଧ୍ବଜା ପାଖ ରେ ସର୍ବଦା ରହିବେ।
18"ଇଫ୍ରଯିମ ବିଭାଗର ଛାଉଣୀର ଧ୍ବଜା ପଶ୍ଚିମ ଦିଗକୁ ରହିବ। ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରଯିମ ଲୋକମାନଙ୍କର ଅଧିପତି ହବେ।
19ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 40,500
20"ଇଫ୍ରଯିମ ଗୋଷ୍ଠୀ ଛାଉଣୀର ପରେ ମନଃଶି ଗୋଷ୍ଠୀ ଛାଉଣୀ ସ୍ଥାପନ କରିବେ। ପୁଣି ପଦାହସୂରର ପୁତ୍ର ଗମଲୀଯଲେ ମନଃଶି ଲୋକମାନଙ୍କର ଅଧିପତି ହବେ।
21ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 32,200
22"ବିଦ୍ଯାମୀନ ଗୋଷ୍ଠୀ ଇଫ୍ରଯିମ ଗୋଷ୍ଠୀ ଭୟ ରେ ଛାଉଣୀ ସ୍ଥାପନ କରିବେ। ପୁଣି ଗିଦିଯୋନିର ପୁତ୍ର ଅବୀନାସ ବିଦ୍ଯାମୀନ ଲୋକମାନଙ୍କର ଅଧିପତି ହବେ।
23ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 35,400
24"ଇଫ୍ରଯିମ ଛାଉଣୀର ଗଣ୍ଯ ସୈନ୍ଯସଂଖ୍ଯା 1,08,100 ସମାନେେ ତୃତୀୟ ରେ ଅଗ୍ରସର ହବେେ।
25"ଦାନ ବିଭାଗର ଛାଉଣୀର ଧ୍ବଜା ଉତ୍ତର ଦିଗକୁ ରହିବ। ଅମ୍ମୀଶଦ୍ଦଯର ପୁତ୍ର ଅହୀଯଷେର ଦାନ ସନ୍ତାନଗଣର ଅଧିପତି ହବେ।
26ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 62,700
27"ଦାନ ଗୋଷ୍ଠୀର ଛାଉଣୀ ପାଖ ରେ ଆଶରେ ଗୋଷ୍ଠୀର ଛାଉଣୀ ରହିବ; ଆକ୍ରଣର ପୁତ୍ର ପଗୀଯଲେ ଆଶରେ ସନ୍ତାନଗଣର ଅଧିପତି ହବେ।
28ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 41,500
29"ନପ୍ତାଲି ଗୋଷ୍ଠୀର ଛାଉଣୀ ଦାନ ଗୋଷ୍ଠୀ ପରେ ରହିବ। ଐନନର ପୁତ୍ର ଅହୀର ନପ୍ତାଲିର ଲୋକମାନଙ୍କର ଅଧିପତି ହବେ।
30ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 53,400
31"ଦାନ ଛାଉଣୀ ରେ ମାଟେ ମନୁଷ୍ଯମାନଙ୍କର ସଂଖ୍ଯା 1,57,600 ସମାନେେ ସମାନଙ୍କେର ଧ୍ବଜା ଧରି ସମସ୍ତଙ୍କ ପଛ ରେ ଅଗ୍ରସର ହବେେ।"
32ସମାନେେ ସବୁ ଇଶ୍ରାୟେଲ ଲୋକମାନେ ଓ ସମାନେେ ନିଜର ପିତୃଗୃହ ଅନୁସାରେ ଗଣ୍ଯ ହେଲେ। ସମାନଙ୍କେର ଛାଉଣୀର ମାଟେ ସୈନ୍ଯ ସଂଖ୍ଯା ଗଣନା ଅନୁସାରେ 6,03,500
33ମାତ୍ର ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ମାଶାେ ଲବେୀୟମାନଙ୍କୁ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ଗଣନା କଲେ ନାହିଁ।
34ମାଶାଙ୍କେୁ ସଦାପ୍ରଭୁ ଯାହା ଆଜ୍ଞା ଦଇେଥିଲେ, ଇଶ୍ରାୟେଲର ଲୋକମାନେ ସେ ସମସ୍ତ କଲେ। ସମାନେେ ନିଜନିଜ ବଂଶ ନିକଟରେ ନିଜନିଜ ପିତୃଗୃହ ଅନୁସାରେ ଓ ଆପଣା ଧ୍ବଜା ନିକଟରେ ଛାଉଣୀ ସ୍ଥାପନ କଲେ ଓ ସହେିପରି ସମାନେେ ଅଗ୍ରସର ହେଲେ।