Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
31 verses
1ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
2"ଏକ ମନୁଷ୍ଯକୁ, ଯାହାକୁ ହାନିକାରକ ଚର୍ମରୋଗ ପ୍ରମହେ ଓ ୟିଏ ମୃତଶବକୁ ଛୁଇଁଥାଏ ସେ ନିଶ୍ଚଯ ଛାଉଣୀରୁ ବାହାରକୁ ୟିବ, ଇଶ୍ରାୟେଲ ଲୋକମାନଙ୍କୁ ଏହି ଆଜ୍ଞା ଦିଅ।
3ପୁରୁଷ ବା ସ୍ତ୍ରୀ ୟିଏ ହେଉନା କାହିଁକି ଛାଉଣୀର ବାହା ରେ ତୁମ୍ଭେ ସମାନଙ୍କେୁ ରଖିବ। ୟଦ୍ବାରା ଯେଉଁ ଛାଉଣୀ ମଧିଅରେ ଆମ୍ଭେ ବାସ କରୁ, ତାହା ସମାନେେ ଅଶୁଚି କରିବେ ନାହିଁ।"
4ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ଇଶ୍ରାୟେଲ ସନ୍ତାନଗଣ ପରମେଶ୍ବରଙ୍କ ଆଜ୍ଞା ପାଳନ କଲେ ଓ ସମାନଙ୍କେୁ ଛାଉଣୀର ବାହା ରେ ରଖିଲେ।
5ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
6"ଇଶ୍ରାୟେଲ ଲୋକମାନଙ୍କୁ କୁହ, କୌଣସି ପୁରୁଷ କିମ୍ବା ସ୍ତ୍ରୀ ଯଦି କୌଣସି ବ୍ଯକ୍ତି ବିରୁଦ୍ଧ ରେ ଅପରାଧ କରେ, ତବେେ ସମାନେେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ମଧ୍ଯ ଅପରାଧ କରିଛନ୍ତି। ସମାନେେ ଦୋଷୀ।
7ତେଣୁ ସେ ଲୋକ ଆପଣାକୃତ ପାପ ସ୍ବୀକାର କରିବ ଓ ସମ୍ପୂର୍ଣରୂପେ ଆପଣା ପାଇଁ କ୍ଷତିପୂରଣ ଦବେ ଓ ତହିଁରେ ପାଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧ ରେ ଦୋଷ କରିଛି ତାକୁ ପରିଶାଧେ କରିବ।
8ଦୋଷକର୍ତ୍ତା ଦୋଷ ପାଇଁ ଯାହାକୁ କ୍ଷତିପୂରଣ ଦବୋ କଥା ସେ ଯଦି ମୃତ ହାଇେଥାଏ ଓ ତାହାର ଜ୍ଞାତି ରେ କହେି ନଥାନ୍ତି, ତବେେ ସେ ସଦାପ୍ରଭୁଙ୍କୁ ପରିଶାଧେ କରିବ। ସଦାପ୍ରଭୁଙ୍କୁ କ୍ଷତିପୂରଣ ଦବେ, ତାହା ଯାଜକର ହବେ ଓ ତାହା ସହିତ ସହେି ମନୁଷ୍ଯ ତା'ର ପ୍ରାଯଶ୍ଚିତ ପାଇଁ ଏକ ମଷେ ବଳି ଉସର୍ଗ କରିବ।
9"ଇଶ୍ରାୟେଲ ଲୋକମାନେ ନିଜନିଜ ପବିତ୍ର-ବସ୍ତୁ ମଧ୍ଯରୁ ଯାହା ଯାହା ଉପହାର ଯାଜକ ନିକଟକୁ ଆଣନ୍ତି, ତାହାସବୁ ତାହାର ହବେ।
10ପ୍ରେତ୍ୟକକ ମନୁଷ୍ଯର ଅଧିକାର ରେ ଥିବା ସବୁ କିଛି ତା'ର ନିଜର ହାଇେ ରହିଥାଏ, ଯେ ପର୍ୟ୍ଯନ୍ତ ସେ ତାହା ଅର୍ପଣ କରିନାହିଁ। ଯାହା ଜଣେ ମନୁଷ୍ଯ ଯାଜକଙ୍କୁ ଦିଅନ୍ତି ତାହା ଯାଜକର ହବେ।"
11ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
12"ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ କୁହ, କୌଣସୀ ମନୁଷ୍ଯର ସ୍ତ୍ରୀ ଯବେେ ବିପଥଗାମିନୀ ହାଇେ ତାହା ବିରୁଦ୍ଧ ରେ ସତ୍ଯ ଲଘଂନ କରେ,
13ଅର୍ଥାତ୍ ଯଦି ସେ କୌଣସି ପୁରୁଷ ସହିତ ତା'ର ସ୍ବାମୀର ଦୃଷ୍ଟି ଅଗୋଚର ରେ ଦୈହିକ ସଂପର୍କ ରେଖ। ସେ ଯଦି ସେ କଳୁଷିତ ହାଇେଥାଏ, ତା ବିରୁଦ୍ଧ ରେ କହେି ସାକ୍ଷୀ ନଥାଏ କିମ୍ବା ସେ କର୍ମ ବେଳେ ଧରା ପଡିନଥାଏ,
14ଆଉ ଯବେେ ତା'ର ସ୍ବାମୀ ସନ୍ଦହେ କରେ, ଯେତବେେଳେ ସେ ନିଜକୁ କଳୁଷିତ କରିଥାଏ, ସେ ତାକୁ ସନ୍ଦହେ କରେ ଯେତବେେଳେ ସେ କଳୁଷିତ କର୍ମ କରିନଥାଏ।
15ତବେେ ସହେି ପୁରୁଷ ନିଜ ସ୍ତ୍ରୀକୁ ଯାଜକ ନିକଟକୁ ଆଣିବ, ତା'ର ଉପହାର ଐଫାର ଦଶମାଂଶ ବାର୍ଲି ମଇଦା ଆଣିବ, ତହିଁ ଉପରେ ସେ ତୈଳ ଢାଳିବ ନାହିଁ, ଅବା ଧୂପ ସେଥି ରେ ସଂୟୋଗ କରିବ ନାହିଁ, କାରଣ ତାହା ଇର୍ଷାର ଶସ୍ଯ ନବୈେଦ୍ଯ, ତାହାର ଦୋଷକୁ ଅନାବୃତ କରିବା ପାଇଁ ଏହି ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରାଗଲା।
16"ତା'ପରେ ଯାଜକ ସେ ସ୍ତ୍ରୀଲୋକକୁ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଛିଡା କରାଇବ।
17ଯାଜକ ଗୋଟିଏ ମାଟି ପାତ୍ର ରେ ପବିତ୍ର ଜଳ ନବେ ଓ କିଛି ଧୂଳି ପବିତ୍ର ତମ୍ବୁର ଚଟାଣରୁ ନଇେ ପାଣି ରେ ପକାଇବ।
18ତହୁଁ ଯାଜକ ସହେି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖ ରେ ଉପସ୍ଥିତ କରିବ ଓ ସହେି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସହେି ଭକ୍ଷ୍ଯ ନବୈେଦ୍ଯ, ଅର୍ଥାତ୍ ଈର୍ଷାର ଭକ୍ଷ୍ଯ ନବୈେଦ୍ଯ ଯାହା ତା'ର ଦୋଷକୁ ଅନାବୃତ କରେ, ତାହାର ହସ୍ତ ରେ ଦବେ; ପୁଣି ଯାଜକ ଆପଣା ହସ୍ତ ରେ ଶାପ ଜନକ ତିକ୍ତ ଜଳ ରଖିବ ତାହା ଅଭିଶାପ ଆଣିବ।
19"ଆଉ ଯାଜକ ସହେି ସ୍ତ୍ରୀକୁ ଶପଥ କରାଇ କହିବ, 'ଯଦି କୌଣସି ପୁରୁଷ ତୁମ୍ଭ ସହିତ ଶଯନ କରି ଶରୀର ମିଳନ ନଥାଏ, ତୁମ୍ଭେ ଯେତବେେଳେ ତୁମ୍ଭ ସ୍ବାମୀକୁ ବିବାହ କରିଥିଲ, ତବେେ ଏହି ଶାପୟୁକ୍ତ ତିକ୍ତ ଜଳ ତୁମ୍ଭ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
20ମାତ୍ର ଯବେେ ତୁମ୍ଭେ ସ୍ବାମୀଙ୍କ ବିବାହ କରିବା ବେଳେ ବିପଥଗାମିନୀ ହାଇେଥାଅ ଓ ସ୍ବାମୀକୁ ଛାଡି ଅନ୍ୟ ପୁରୁଷ ସହିତ ଶଯନ କରିଥାଅ, ତବେେ ତୁମ୍ଭେ କଳୁଷିତ ହାଇେଛ।
21ତଦନନ୍ତର ଯାଜକ ସେ ସ୍ତ୍ରୀକୁ ଅଭିଶାପର ଶପଥ କରାଇବ।
22ତହିଁରେ 'ଏହି ଶାପଜନକ ଜଳ ତୁମ୍ଭ ଉଦର ଭିତରକୁ ୟିବ ଏବଂ ତୁମ୍ଭର ପ୍ରଜନନ ଅଙ୍ଗକୁ ଫୁଲାଇ ପଡିୟିବାର କାରଣ ହବେ, ଏବଂ ସହେି ସ୍ତ୍ରୀ କହିବ "ଆମେନ୍! ଆମେନ୍!"
23"ତା'ପରେ ଯାଜକ ସହେି ଅଭିଶାପଗୁଡିକ ଏକ ନଳାକାର ପୁସ୍ତକରେ ଲେଖିବ ଏବଂ ସହେି ଶାପଗୁଡିକ ପାଣି ରେ ଧୋଇଦବେ।
24ତା'ପରେ ଯାଜକ ସହେି ସ୍ତ୍ରୀକୁ ଶାପଜନକ ତିକ୍ତଜଳ ପିଆଇବ। ତହିଁରେ ସହେି ଶାପଜନକ ତିକ୍ତଜଳ ତା'ର ଉଦର ରେ ପ୍ରବେଶକରିବ ଏବଂ କଷ୍ଟ ଦବୋର କାରଣ ହବେ, ଯଦି ସେ ଦୋଷୀ।
25"ଆଉ ଯାଜକ ସହେି ସ୍ତ୍ରୀର ହସ୍ତରୁ ସହେି ଈର୍ଷାର ଭକ୍ଷ୍ଯ ନବୈେଦ୍ଯ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଉଠାଇବ, ଏବଂ ବଦେୀ ଉପରକୁ ଆଣିବ।
26ତହୁଁ ଯାଜକ ସହେି ଭକ୍ଷ୍ଯ ନବୈେଦ୍ଯରୁ ମୁଠାଏ ତହିଁର ସ୍ମରଣାର୍ଥକ ଅଂଶ ରୂପେ ନଇେ ବଦେି ଉପରେ ଦଗ୍ଧ କରିବ ଓ ତହିଁ ଉତ୍ତା ରେ ସହେି ସ୍ତ୍ରୀକୁ ସହେି ଜଳ ପାନ କରାଇବ।
27ଯବେେ ସହେି ସ୍ତ୍ରୀ ଭ୍ରଷ୍ଟ ଚରିତ୍ର ଏବଂ ତା'ର ସ୍ବାମୀ ପ୍ରତି ଅବିଶ୍ବସ୍ତ ହାଇେଥାଏ, ତବେେ ସହେି ଶାପଜନକ ଜଳ ତାହା ମଧିଅରେ ପ୍ରବେଶ କରି ୟନ୍ତ୍ରଣା ଦବେ। ତାହାର ପ୍ରଜନନ ଅଗଂ ଫୁଲିବ ଏବଂ ଓହଳି ପଡିବ। ଆଉ ସହେି ସ୍ତ୍ରୀ ଆପଣା ଲୋକଙ୍କ ମଧିଅରେ ଶାପ ସ୍ବରୂପ ହବେ।
28କିନ୍ତୁ ଯଦି ସହେି ସ୍ତ୍ରୀ ଅସତ୍ଯ ବ୍ଯବହାର ନକରିଥାଏ କିନ୍ତୁ ପବିତ୍ର, ତବେେ ସହେି ଅଭିଶାପରୁ ମୁକ୍ତ ହବେ ଏବଂ ଗର୍ଭଧାରଣ କରିବ।
29"ଏହା ଇର୍ଷାଜନକ ବ୍ଯବସ୍ଥା, ଯଥା: ସ୍ତ୍ରୀ ସ୍ବାମୀର ଅଧୀନ ରେ ଥାଉ ଥାଉ ବିପଥଗାମୀ ହାଇେ ଅଶୁଚି ହେଲେ।
30ଯଦି ଜଣେ ମନୁଷ୍ଯ ଏହି ବିଷଯ ରେ ତା'ର ସ୍ତ୍ରୀକୁ ସନ୍ଦହେ କରେ, ସେ ସହେି ସ୍ତ୍ରୀ କି ସଦାପ୍ରଭୁଙ୍କ ସମ୍ମୁଖ ରେ ଉପସ୍ଥିତ କରାଇବ, ପୁଣି ଯାଜକ ସହେି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ଯବସ୍ଥା ପାଳନ କରିବ।
31ତହିଁରେ ସହେି ପୁରୁଷ ଅପରାଧରୁ ମୁକ୍ତ ହବେ ଓ ସେ ସ୍ତ୍ରୀ ଅପରାଧ ବହନ କରିବ।"