Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
24 verses
1ଯେ ଆପଣାକୁ ପୃଥକ୍ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ବ ଜ୍ଞାନ ପ୍ରତ୍ଯାଖାନ କରେ।
2ମୂର୍ଖ ଲୋକ ଅନ୍ୟଠାରୁ ଶିକ୍ଷା ପାଇଁ ଭଲ ପାଏ ନାହିଁ। କବଳେ ଆପଣା ମନର କଥା ପ୍ରକାଶ କରିବା ରେ ସନ୍ତାଷେ ପାଏ।
3ଦୁଷ୍ଟ ଆସିଲେ ଅବଜ୍ଞା ଆ ସେ। ପୁଣି ଅପମାନ ସଙ୍ଗେ ଦୁର୍ନାମ ଆ ସେ।
4ମନୁଷ୍ଯର ମୁଖର ବାକ୍ଯ ଗଭୀର ଜଳତୁଲ୍ଯ। ପୁଣି ଜ୍ଞାନ ରେ ଉତ୍ପତ୍ତି ସ୍ଥାନ ଜଳ ସୋର୍ତ ସଦୃଶ।
5ଦୁଷ୍ଟର କଥାକୁ ଅପେକ୍ଷା କରିବା ଅବା ବିଚାର ରେ ଧାର୍ମିକ ପ୍ରତି ଅନ୍ଯାଯ କରିବା ଭଲ ନୁହେଁ।
6ମୂର୍ଖର କଥା ବିବାଦ ରେ ପ୍ରର୍ବତ୍ତେ। ପୁଣି ତା'ର କଥା ମାଡ଼ ଖାଇବାକୁ ଡାକେ।
7ମୂର୍ଖର କଥା ତା'ର ବିନାଶର କାରଣ। ପୁଣି ତା'ର ବାକ୍ଯ ପ୍ରାଣର ଫାନ୍ଦ ସ୍ବରୂପ।
8ନିନ୍ଦାର ବାକ୍ଯଗୁଡ଼ିକ, ସୁଷମ ଖାଦ୍ୟ ପରି ଅଟେ, ଯାହା ପାକସ୍ଥଳି ତଳକୁ ୟାଏ।
9ଆପଣା କାର୍ୟ୍ଯ ରେ ଯେ ଅଳସ, ସେ ବିନାଶକର ଭଳଇ।
10ସଦାପ୍ରଭୁଙ୍କର ନାମ ଦୃଢ଼ଗଡ଼ ସଦୃଶ। ଧାର୍ମିକ ଲୋକମାନେ ସଠାେକୁ ୟାଇ ରକ୍ଷା ପାଆନ୍ତି।
11ଧନବାନର ଧନ ତାହାର ଦୃଢ଼ ନଗର। ପୁଣି ତାହାର ଜ୍ଞାତ ରେ ଏହା ଉଚ୍ଚ ପ୍ରାଚୀର ସ୍ବରୂପ, ଯେ କହେି ହେଲେ ଚଢ଼ିପାରିବେ ନାହିଁ।
12ଗର୍ବୀତ ମନୁଷ୍ଯର ମନ ବିନାଶ ସମ୍ମୁଖ ରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।
13ଯେ ଶୁଣିବା ପୂର୍ବରୁ ଉତ୍ତର କରେ, ଗୋଟିଏ ଅଜ୍ଞାନତା ପରି ସିଏ ବିବଚେନା ହୁଏ ଓ ଲଜ୍ଜିତର କାରଣ ହୁଏ।
14ଯେତବେେଳେ ଜଣେ ମନୁଷ୍ଯ ଅସୁସ୍ଥ ହୁଏ ତା'ର ଆତ୍ମା ତା'ର ଅସୁସ୍ଥତାକୁ ସହିପା ରେ, କିନ୍ତୁ କହେି ହେଲେ ଗୋଟିଏ ରୋଗଗ୍ରସ୍ତ ଆତ୍ମାକୁ ସହିପା ରେ ନାହିଁ।
15ବୁଦ୍ଧିମାନ୍ର ମନ ଜ୍ଞାନ ଉପାର୍ଜନ କରେ। ପୁଣି ଜ୍ଞାନୀର କର୍ଣ୍ଣ ଜ୍ଞାନ ଶୁଣିବାକୁ ଆଗ୍ରହ ପ୍ରକାଶ କରେ।
16ମନୁଷ୍ଯର ଭଟେୀ ତାକୁ ପ୍ରବେଶ ଦିଏ। ପ୍ରଭାବଶାଳୀ ଲୋକମାନଙ୍କର ଉପସ୍ଥିତ ଭିତରକୁ।
17ଯେଉଁ ଲୋକ ପ୍ରଥମେ ଆପଣା ଘଟଣା ଉପସ୍ଥାପନା କରେ ଓ ବିବାଦ ଜଣାଏ, ସେ ଧାର୍ମିକ। ଯେପର୍ୟ୍ଯନ୍ତ ସେ ଅନ୍ୟ ଲୋକ ଦ୍ବାରା ପରୀକ୍ଷା ହାଇେ ନାହିଁ।
18ଗୁଳିବାଣ୍ଟ ବିରୋଧ ମେଣ୍ଟାଇ ଦିଏ ଓ ବଳବାନମାନଙ୍କୁ ପୃଥକ କରେ।
19ବିରକ୍ତ ଭାଇ ଦୃଢ଼ ନଗର ଅପେକ୍ଷା କଷ୍ଟକର। ଏରୂପ ବିବାଦ ଗଡ଼ର ଅର୍ଗଳ ସ୍ବରୂପ।
20ମନୁଷ୍ଯର ଉଦର ତା'ର ମୁଖ ଫଳ ରେ ପୂର୍ଣ୍ଣ ହୁଏ। କିନ୍ତୁ ସେ ଆପଣା ଓଷ୍ଠର କଥା ରେ ତୃପ୍ତ ହୁଏ।
21ମରଣ ଓ ଜୀବନ ଜିହ୍ବାର ଅଧୀନ। ଯେଉଁମାନେ କଥା କହିବାକୁ ଭଲ ଜାଣନ୍ତି, ଏହାର ଫଳ ଭୋଗିବେ।
22ଯେଉଁ ଲୋକ ଭାର୍ୟ୍ଯା ପାଏ, ସେ ଉତ୍ତମ ବସ୍ତୁ ପାଏ �� ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ।
23ଦରିଦ୍ର ଲୋକ ବିନଯ କରେ। ମାତ୍ର ଧନବାନ କଠିନ ଉତ୍ତର ଦିଏ।
24ଯେ ଅନକେ ମିତ୍ର କରେ, ସମାନେେ ତାଙ୍କର ବିନାଶର କାରଣ ହାଇପୋରନ୍ତି। ମାତ୍ର ଜଣେ ପ୍ ରମେକାରୀ ଅଛନ୍ତି ଯେ ଭାଇ ଅପେକ୍ଷା ଅଧିକ ଘନିଷ୍ଠ ହାଇେ ରହନ୍ତି।