Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
33 verses
1ଏଗୁଡ଼ିକ ହେଉଛି ୟାକିର ପୁତ୍ର ଆଗୁରର ଜ୍ଞାନପୂର୍ଣ୍ଣ କଥା। ଏହା ହେଉଛି ଈଥୀଯଲେ ଓ ଉକଲଙ୍କ ପାଇଁ ବାର୍ତ୍ତା।
2ମୁଁ ହେଉଛି ପୃଥିବୀର ସବୁଠାରୁ ନିର୍ବୋଧ ଲୋକ। ମାଠାେ ରେ ମନୁଷ୍ଯର ବିବଚେନା ନାହିଁ।
3ମୁଁ ଜ୍ଞାନ ଶିକ୍ଷି ନାହିଁ, ପରମେଶ୍ବରଙ୍କ ବିଷଯ ରେ ମଧ୍ଯ ମାରେ ଜ୍ଞାନ ନାହିଁ।
4କିଏ କବେେ ସ୍ବର୍ଗକୁ ୟାଇଛି ଏବଂ ତଳକୁ ଫରେି ଆସିଛି ? କୌଣସି ଲୋକ ତା'ର ମୁଷ୍ଟି ରେ ବାଯୁକୁ ଏକତ୍ର କରି ନାହିଁ। କୌଣସି ଲୋକ କପଡ଼ା ରେ ସମସ୍ତ ଜଳକୁ ବାନ୍ଧି ନାହିଁ। କୌଣସି ଲୋକ ପୃଥିବୀର ସବୁ ସୀମା ନିରୂପଣ କରି ନାହିଁ। ଯଦି କୌଣସି ଲୋକ ଏହା କରିଛି, ସେ କିଏ ? ତାଙ୍କର ପୁତ୍ରର ନାମ କ'ଣ ?
5ପରମେଶ୍ବରଙ୍କର ପ୍ରେତ୍ୟକକ ବାକ୍ଯ ପରୀକ୍ଷାସିଦ୍ଧ, ଯେଉଁମାନେ ତାଙ୍କଠା ରେ ଆଶ୍ରଯ ନିଅନ୍ତି, ସେ ସମାନଙ୍କେର ଢ଼ାଲ ଅଟନ୍ତି।
6ତେଣୁ ପରମେଶ୍ବରଙ୍କର ବାକ୍ଯକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନାହିଁ। ଯଦି ତୁମ୍ଭେ ଏପରି କର, ସେ ତୁମ୍ଭକୁ ଶାସ୍ତି ଦବେେ, ଏବଂ ତୁମ୍ଭେ ମିଥ୍ଯା କହୁଛ ବୋଲି ପ୍ରମାଣିତ ହବେ।
7ହେ ସଦାପ୍ରଭୁ, ମାରେ ମଲା ପୂର୍ବରୁ ମାେତେ ଦୁଇଟି ବର ଦିଅ।
8ମାେତେ ସହାୟ ହୁଅ, ମୁଁ ଯେପରି ମିଥ୍ଯା ନ କ ହେ, ମାେତେ ଅତ୍ଯଧିକ ଧନୀ କି ଅତ୍ଯଧିକ ଗରିବ କର ନାହିଁ। ମାରେ ପ୍ରେତ୍ୟକକ ଦିନର ଆବଶ୍ଯକତା କବଳେ ପୂରଣ କର।
9ଯଦି ମାରେ ଆବଶ୍ଯକତାଠାରୁ ଅଧିକ ଥାଏ, ତବେେ ମୁଁ ହୁଏତ ଚିନ୍ତା କରିପା ରେ ଯେ, ମୁଁ ପରମେଶ୍ବରଙ୍କୁ ଦରକାର କରେ ନାହିଁ। ଯଦି ମୁଁ ଗରିବ, ତବେେ ମୁଁ ଚୋରି ହୁଏତ କରିବି ଓ ପରମେଶ୍ବରଙ୍କ ନାମକୁ ଲଜ୍ଜ୍ଯା ଆଣିବି।
10ଦାସର ପ୍ରଭୁ ସମ୍ମୁଖ ରେ ତା'ର କୁତ୍ସାରଟନା କର ନାହିଁ। ଯଦି ତୁମ୍ଭେ ଏପରି କୁହ, ମୁନିବ ତୁମ୍ଭକୁ ବିଶ୍ବାସ କରିବ ନାହିଁ। ତୁମ୍ଭକୁ ସେ ଅପରାଧୀ ବୋଲି ବିବଚେନା କରିବ।
11କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କର ପିତାଙ୍କ ବିରୁଦ୍ଧ ରେ କହନ୍ତି। ଏବଂ ସମାନେେ ସମାନଙ୍କେର ମାତାଙ୍କୁ ସମ୍ମାନ ଦଖାଇେ ନାହାନ୍ତି।
12କେତକେ ଲୋକ ନିଜକୁ ବହୁତ ଭଲ ବୋଲି ଭାବନ୍ତି, କିନ୍ତୁ ବାସ୍ତବ ରେ ସମାନେେ ଅତ୍ଯନ୍ତ ଖରାପ ଲୋକ ଅଟନ୍ତି।
13କେତକେ ଲୋକ ଅଛନ୍ତି, ଯେଉଁମାନେ ଭାବନ୍ତି ସମାନେେ ବହୁତ ଭଲ। ସମାନେେ ଭାବନ୍ତି ଅନ୍ୟମାନଙ୍କଠାରୁ ୟଥେଷ୍ଟ ଭଲ।
14କେତକେ ଲୋକ ଅଛନ୍ତି, ସମାନଙ୍କେର ବାକ୍ଯ ଖଣ୍ଡାଧାରଠାରୁ ତୀକ୍ଷ୍ଣ। ସମାନଙ୍କେର ଦାନ୍ତ ଛୁରୀପରି ଅଟେ। ସମାନେେ ଏହାକୁ ଦରିଦ୍ର ଲୋକମାନଙ୍କୁ ଗ୍ରାସ କରିବାକୁ ବ୍ଯବହାର କରନ୍ତି।
15କେତକେ ଲୋକ ଅଛନ୍ତି ସମାନେେ ସବୁ ନବୋକୁ ଚାହାଁନ୍ତି। ସମାନେେ ସର୍ବଦା କହନ୍ତି, " ମାେତେ ଦିଅ, ମାେତେ ଦିଅ।" ଏପରି ତିନୋଟି କଥା ରେ ସମାନେେ ଆଦୌ ସନ୍ତୁ���୍ଟ ନୁହଁନ୍ତି। ଏବଂ ଚତୁର୍ଥଟି କବେେ ହେଲେ କ ହେ ନାହିଁ, " ମାରେ ପାଖ ରେ ୟଥେଷ୍ଟ ଅଛି।"
16ମୃତ୍ଯୁର ସ୍ଥାନ, ବନ୍ଧ୍ଯା ସ୍ତ୍ରୀ, ଜଳ ରେ ଅତୃପ୍ତ ଭୂମି ଓ ଅଗ୍ନି ଯେଉଁମାନେ କହନ୍ତି ନାହିଁ, ୟଥେଷ୍ଟ ହେଲା।
17ଯେଉଁ ବ୍ଯକ୍ତି ତା'ର ପିତାଙ୍କୁ ପରିହାସ କରେ ଓ ତା'ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହବେ। ଏହିପରି ତା ପାଇଁ ହବେ। ତା'ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡ଼ାମରାକାଉମାନେ ସଗେୁଡ଼ିକୁ ଖାଇଯିବେ।
18ତିନି କଥା ମାେତେ ରହସ୍ଯ ପରି ଲାଗେ। ପୁଣି ଚାରି କଥା ମୁଁ ଜାଣେ ନାହିଁ।
19ଆକାଶ ରେ ଉତ୍କ୍ରୋଶ ପକ୍ଷୀର ଗତି, ପ୍ରସ୍ତର ରେ ସର୍ପର ଗତି, ସମୁଦ୍ର ମଧିଅରେ ଜାହାଜର ଗତି, ୟୁବତୀଠା ରେ ପୁରୁଷର ଗତି।
20ସହେିପରି ବ୍ଯଭିଚାରିଣୀ ସ୍ତ୍ରୀର ଗତି। ସେ ଖାଇ ମୁହଁ ପୋଛି ଦିଏ ଓ କ ହେ, "ମୁଁ କିଛି ଅଧର୍ମ କରି ନାହିଁ।"
21ତିନି କଥାର ଭାର ରେ ପୃଥିବୀ କମ୍ପିତ ହୁଏ। ପୁଣି ଚାରି କଥାର ଭାର ରେ ମଧ୍ଯ ତାହା ସେ ସହିପା ରେ ନାହିଁ।
22ଦାସର ଭାର ଯେତବେେଳେ ସେ ରାଜତ୍ବ କରେ, ମୂର୍ଖର ଭାର ଯେତବେେଳେ ସେ ଆହାର ରେ ପରିତୃପ୍ତ।
23କହେି ଭଲ ପାଉ ନ ଥିବା ସ୍ତ୍ରୀଲୋକକୁ ଯାହାର ବିବାହ ହାଇୟୋଏ। ଏବଂ ଚାକରାଣୀର ଭାର ଯେତବେେଳେ ସେ ତା'ର ମାଲିକାଣିର ସ୍ଥାନ ନିଏ।
24ଚାରି ପ୍ରାଣୀ ପୃଥିବୀ ରେ ସାନ, ମାତ୍ର ସମାନେେ ଅତିଶଯ ଜ୍ଞାନବାନ୍ ଅଟନ୍ତି।
25ପିମ୍ପୁଡ଼ି ଜାତି ଦୁର୍ବଳ ଅଟନ୍ତି, ମାତ୍ର ଅତିଶଯ ଜ୍ଞାନବାନ, ସମାନେେ ଗ୍ରୀଷ୍ମ ସମୟରେ ସମାନଙ୍କେର ଖାଦ୍ୟ ସଞ୍ଚଯ କରି ରଖନ୍ତି।
26ଶାଫନ୍ ଜନ୍ତୁଗଣ ଶକ୍ତିହୀନ ଜାତି, ମାତ୍ର ସମାନେେ ଶୈଳ ରେ ଆପଣାର ବସା ନିର୍ମାଣ କରନ୍ତି।
27ପଙ୍ଗପାଳମାନଙ୍କର କୌଣସି ରାଜା ନାହିଁ, ତଥାପି ସମାନେେ ଦଳବଦ୍ଧ ହାଇେ ଗମନ କରନ୍ତି।
28ଝିଟିପିଟି ହସ୍ତଦ୍ବାରା ଧ ରେ, ତଥାପି ସେ ରାଜାର ଅଟ୍ଟାଳିକା ରେ ଥାଏ।
29ତିନିପ୍ରାଣୀ ଗୌରବଶାଳୀ ଅଟନ୍ତି, ଯେତବେେଳେ ସମାନେେ ସୈନିକ ରୀତି ରେ ଅଗ୍ରସର ହୁଅନ୍ତି। ପୁଣି ଚାରିପ୍ରାଣୀ ଗୌରବଶାଳୀ ଅଟନ୍ତି ଯେତବେେଳେ ସମାନେେ ଚାଲନ୍ତି।
30ସମସ୍ତ ପଶୁମାନଙ୍କ ମଧିଅରେ ସବୁଠୁ ଶକ୍ତିଶାଳୀ ସିଂହ, କାହାକୁ କବେେ ଭୟ କରେ ନାହିଁ।
31ୟୁଦ୍ଧାଶ୍ବ, ଛାଗ ଓ ରାଜା ଯାହା ବିରୁଦ୍ଧ ରେ କହେି ଉେଠ ନାହିଁ।
32ଯଦି ତୁମ୍ଭେ ଆପଣାକୁ ଉଚ୍ଚ କରିବା ରେ ମୂଢ଼ର କର୍ମ କରିଥାଅ, କିମ୍ବା ଯଦି କୁକଳ୍ପନା କରୁଥାଅ, ତବେେ ଆପଣା ମୁଖ ରେ ହାତ ଦିଅ।
33କାରଣ ଯେପରି ଦୁଗ୍ଧମନ୍ଥନରୁ ଲହୁଣୀ ବାହା ରେ ଓ ନାସିକା ମନ୍ଥନ ରେ ରକ୍ତ ବାହା ରେ, ଠିକ୍ ସହେିପରି କୋର୍ଧ ମନ୍ଥନ ରେ ବିବାଦ ବାହା ରେ।