Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
27 verses
1ହେ ମାରେ ପୁତ୍ର, ମାରେବାକ୍ଯକୁ ମନେ ରଖ, ମାରେ ଆଦେଶକୁ ଭୁଲ ନାହିଁ।
2ମାରେ ଆଜ୍ଞାସବୁ ପାଳନ କରି ବଞ୍ଚ। ମାରେ ଶିକ୍ଷାକୁ ଜୀବନର ଶ୍ ରେଷ୍ଠ ଜିନିଷ ଭାବେ ଗ୍ରହଣ କର।
3ତାହାକୁ ଆଙ୍ଗୁଳି ରେ ବାନ୍ଧି ରଖ, ନିଜ ହୃଦଯ ରେ ଲେଖି ରଖ।
4ଜ୍ଞାନକୁ ତୁମ୍ଭର ଭଉଣୀପରି ଗ୍ରହଣ କର। ସୁବିବଚେନାକୁ ତୁମ୍ଭର ପରିବାରର ସଦସ୍ଯରୂପେ ଗ୍ରହଣ କର।
5ତବେେ ତାହା ତୁମ୍ଭକୁ ଅନ୍ୟ ପର ସ୍ତ୍ରୀଠାରୁ ରକ୍ଷା କରିବ। ଏବଂ ବ୍ଯଭିଚାରିଣୀ ସ୍ତ୍ରୀଙ୍କଠାରୁ ମଧ୍ଯ ରକ୍ଷା କରିବ।
6ଦିନେ ମୁଁ ମାରେ ଝରକା ଜାଲିପରଦା ଦଇେ ଚାହୁଁଥିଲି।
7ମୁଁ ଅଜ୍ଞାନ ୟୁବାମାନଙ୍କ ମଧିଅରେ ଜଣେ ବୁଦ୍ଧିହୀନ ୟୁବକ ଦେଖିଲି।
8ସେ ବ୍ଯଭିଚାରିଣୀ ଗୃହ ନିକଟସ୍ଥ ଗଳି ଦଇେ, ୟିବା ବେଳେ ତା'ର ଗୃହକୁ ଥିବା ପଥରେ ଚାଲିଲା।
9ଏହା ଥିଲା ସୂର୍ୟ୍ଯାସ୍ତ ହବୋ ସମୟର। ସନ୍ଧ୍ଯା ଆରମ୍ଭ ହେଉଥିଲା।
10ସହେି ସ୍ତ୍ରୀ ତା'ର ଗୃହରୁ ବାହାରି ଆସିଲା, ତାକୁ ସାକ୍ଷାତ କରିବାକୁ। ସେ ବେଶ୍ଯାରୂପି ପୋଷାକ ପରିଧାନ କରିଥିଲା। ସେ ବହୁତ ହୃଦଯ ରେ ଚତୁରୀ ଥିଲା।
11ସେ ବଡ଼ ତୁଣ୍ଡଇେ ଓ ଅବାଧ୍ଯା ଥଲା। ତା'ର ପାଦ ଆଦୌ ଗୃହ ରେ ରହୁ ନ ଥିଲା।
12ସେ କେତବେେଳେ ରାସ୍ତାର ଉପ ରେ ଥାଏ, କେତବେେଳେ ଛକରେ ଥାଏ। ସେ ପ୍ରେତ୍ୟକକ କଣ ରେ ଛଳନାର ସହିତ ଅପେକ୍ଷା କରେ।
13ସହେି ସ୍ତ୍ରୀ ଜଣକ ସହେି ୟୁବକକୁ ଧରିଲା ଓ ତାକୁ ଚୁମ୍ବନ କଲା। ଆଉ ନିର୍ଲଜ ମୁଖ ରେ କହିଲା,
14ମଙ୍ଗଳାର୍ଥକ ବଳି ଅଛି। ଆଜି ମୁଁ ମାରେପ୍ରତିଜ୍ଞା ପୂର୍ଣ୍ଣ କରିଅଛି।
15ଏଣୁ ମୁଁ ତୁମ୍ଭ ସହିତ ସାକ୍ଷାତ କରିବାକୁ ଆସିଲି। ତୁମ୍ଭକୁ ଦେଖି ଆସୁଥିଲି ଓ ବର୍ତ୍ତମାନ ମୁଁ ତୁମ୍ଭକୁ ପାଇଲି।
16ମୁଁ ସୃଜନୀ ଓ ମିସ୍ରୀଯ ସୂକ୍ଷ୍ମ ସୂତ୍ରର ଡ଼ୋରିଆ ବସ୍ତ୍ର ଆପଣା ପଲଙ୍କ ରେ ବିଛାଇ ଅଛି।
17ଗନ୍ଧରସ ଓ ଅଗୁରୁ ଚିନି ରେ, ମାହେର ଶୟ୍ଯା ସୁବାସିତ କରିଅଛି।
18ଆସ ଆମ୍ଭମାନେେ ପ୍ରଭାତୟାଏ କାମରସ ରେ ମତ୍ତ ଓ ପ୍ ରମେ ରେ ଭୋଳ ହବୋ।
19ମାରେ ସ୍ବାମୀ ଘ ରେ ନାହାଁନ୍ତି, ସେ ଦୂର ୟାତ୍ରା କରିଛନ୍ତି।
20ସେ ତୋଡ଼ାଏ ଟଙ୍କା ସାଙ୍ଗ ରେ ନଇେ ୟାଇଛନ୍ତି। ସେ ପୂର୍ଣ୍ଣିମା ଦିନ ରେ ଫରେିବେ।"
21ସହେି ସ୍ତ୍ରୀ ଜଣକ ଏପରି ମଧୁର ଭାଷା କହି ତାଙ୍କର ମନ ହରଣ କଲା। ତା'ର ଚାଟୁ ବାକ୍ଯ ରେ ତାକୁ ଟାଣି ନଲୋ।
22ସେ ତା'ର ପଥ ଅନୁସରଣ କଲା, ଯେପରି ଗୋରୁ କଂ ସଇଖାନୋକୁ ୟାଏ। ସେ ଜଣେ ହରିଣ ପରି ଜାଲ ଭିତରକୁ ଚାଲି ଯାଉଥିଲା।
23ଯମେିତି ପକ୍ଷୀଟିଏ ଶିକାରୀ ତୀର ଦ୍ବାରା, ତା'ର ଛାତିକୁ ଲକ୍ଷ୍ଯଭଦେ କରୁଛି, ତାହା ଜାଣିପାରି ନ ଥାଏ।। ଠିକ�� ସହେିପରି ସେ ୟୁବପୁରୁଷ ବିପଦ ରେ ଅଛି ବୋଲି ଜାଣି ନ ପାରି ସେ ସ୍ତ୍ରୀର ଜାଲ ଭିତରକୁ ଯାଉଅଛି।
24ଏଣୁ ହେ ମାରେ ପୁତ୍ରମାନେ, ମାରେ କଥା ଶୁଣ। ମାେ କଥା ରେ ମନୋନିବେଶ କର।
25ତୁମ୍ଭର ହୃଦଯ ସହେି ବେଶ୍ଯାମାନଙ୍କର ପଛ ରେ ନ ରହୁ। ତୁମ୍ଭେ ତା'ର ପଥରେ ବିପଥଗାମୀ ହୁଅ ନାହିଁ।
26ସେ ଅନକଙ୍କେୁ କ୍ଷତବିକ୍ଷତ କରିଅଛି। ସେ ମଧ୍ଯ ଅନକଙ୍କେୁ ହତ୍ଯା କରିଅଛି।
27ତା'ର ଗୃହ ସିଧାସଳଖ କବରକୁ ୟିବା ପାଇଁ ବାଟ। ଯାହା ମୃତ୍ଯୁର ଆଳଯକୁ ୟାଏ।