Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
28 verses
1ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ! ମାରେ ସାହାୟ୍ଯ ପାଇଁ କରୁଥିବା ପ୍ରାର୍ଥନା ଶୁଣ।
2ହେ ସଦାପ୍ରଭୁ, ମାରେ ସଙ୍କଟ କାଳରେ ମାରେ ନିକଟକୁ ବିମୁଖ ହୁଅ ନାହିଁ। ମାେ ପ୍ରତି କର୍ଣ୍ଣପାତ କର। ଯେତବେେଳେ ମୁଁ ସାହାୟ୍ଯ ପାଇଁ ପ��ରାର୍ଥନା କରେ ଶୀଘ୍ର ମାେତେ ଉତ୍ତର ଦିଅ।
3ମାରେ ଜୀବନ ଧୂଆଁ ପରି କ୍ଷଯ ପାଉଅଛି। ମାରେ ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।
4ମାରେ ଶକ୍ତିସବୁ ଶଷେ ହାଇୟୋଇଛି। ମୁଁ ୟପରେି ଶୁଖିଲା ତୃଣପରି। ଏପରିକି ମୁଁ ଖାଇବା ପାଇଁ କ୍ଷୁଧା ହରଇେଅଛି।
5ମାରେ ଦୁଃଖ ସକାଶୁ ବର୍ତ୍ତମାନ ମୁଁ ଖାଲି ଚର୍ମ ଏବଂ ଅସ୍ଥି ହାଇେଛି।
6ମୁଁ ମରୁଭୂମିର ଏକାକୀ ପଚୋ ପରି, ମୁଁ ଏକ ପଚୋପରି ନିଃସଙ୍ଗ ୟିଏକି ଏକ ପୁରୁଣା ଧ୍ବଂସିତ ପରିତ୍ଯକ୍ତ କୋଠାରେ ବାସ କରୁଛି।
7ଛାତ ଉପରିସ୍ଥ ଏକାକୀ ଘରଚଟିଆ ପରି ମୁଁ ଶୋଇପାରେ ନାହିଁ।
8ମାରେ ଶତ୍ରୁଗଣ ମାେତେ ସର୍ବଦା ଅପମାନିତ କରନ୍ତି। ମାେତେ ସମାନେେ ପରିହାସ କରନ୍ତି।
9ମାରେ ଦୁଃଖ ହିଁ ଏକମାତ୍ର ଭୋଜନ। ମାରେ ପଯେଦ୍ରବ୍ଯ ଅଶ୍ରୁଜଳ ସଙ୍ଗେ ମିଶିଅଛି।
10କାହିଁକି ? କାରଣ ହେ ସଦାପ୍ରଭୁ, ତୁମ୍ଭେ ମାେ ପ୍ରତି କୃଦ୍ଧ ହେଲ। ତୁମ୍ଭେ ମାେତେ ଉପରକୁ ଟକେି ପୁଣି ଦୂରକୁ ଫିଙ୍ଗି ଦଲେ।
11ମାରେ ଜୀବନ ପ୍ରାଯ ଶଷେ ହାଇେଅଛି। ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶଷେ ଦିନର ଛାଇ ତୁଲ୍ଯ।
12କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର। ତୁମ୍ଭର ନାମ ଚିରଦିନ ପାଇଁ ଚାଲୁ ରହିଥିବ।
13ତୁମ୍ଭେ ଉଠ ଓ ସିୟୋନକୁ ଦୟା କର। ସହେି ୟଥାର୍ଥ ସମୟ ଆସିଅଛି। ଯେତବେେଳେ ତୁମ୍ଭେ ସିୟୋନକୁ ଦୟା କରିବ।
14ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରମେ କରନ୍ତି। ସମାନେେ ଏପରିକି ସହରର ଧୂଳିକି ମଧ୍ଯ ପ୍ରମେ କରନ୍ତି।
15ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ। ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।
16ସଦାପ୍ରଭୁ ସିଯୋନକୁ ପୁନରାଯ ତଆରି କରିବେ। ଲୋକମାନେ ତାଙ୍କର ମହିମା ପୁନରାଯ ଦେଖିବେ।
17ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ବର ସମାନଙ୍କେର ପ୍ରାର୍ଥନା ଶୁଣିବେ। ସେ ସମାନଙ୍କେର ବୀନତିକୁ ଉପେକ୍ଷା କରିବେ ନାହିଁ।
18ଭବିଷ୍ଯତ ବଂଶଧର ପାଇଁ ଏହିକଥା ଲେଖି ରଖ ଏବଂ ୟପରେିକି ଲୋକମାନେ ଏପର୍ୟ୍ଯନ୍ତ ଜନ୍ମ ହାଇେ ନାହାନ୍ତି, ଯେଉଁମାନେ ପରମେଶ୍ବରଙ୍କୁ ପ୍ରଶଂସା କରିବେ।
19ସଦାପ୍ରଭୁ ତାଙ୍କର ପବିତ୍ରସ୍ଥାନ ଉପରୁ ତଳକୁ ଚାହିଁବେ। ସଦାପ୍ରଭୁ ସ୍ବର୍ଗରୁ ପୃଥିବୀକୁ ଚାହିଁବେ।
20ସେ ବନ୍ଦୀମାନଙ୍କର ପ୍ରାର୍ଥନା ଗ୍ରହଣ କରିବେ। ମୃତ୍ଯୁଦଣ୍ଡ ପାଇଥିବା ଲୋକମାନଙ୍କୁ ମୁକ୍ତ କରିବେ।
21ଏହାପରେ ସିୟୋନର ଲୋକମାନେ ସଦାପ୍ରଭୁଙ୍କ ବିଷଯରେ କହିବେ। ସମାନେେ ତାଙ୍କ ନାମ ୟିରୁଶାଲମରେ ପ୍ରଶଂସା କରିବେ।
22ସମସ୍ତ ଜାତି ଏକତ୍ରୀତ ହବେେ ଓ ସକଳ ରାଜ୍ଯ ସଦାପ୍ରଭୁଙ୍କର ସବୋପାଇଁ ଆସିବେ।
23ମାରେ ଜୀବନର ମଝିରେ ସଦାପ୍ରଭୁ ମାରେ ବଳକୁ ହ୍ରାସ କରି, ସେ ମାରେ ଆଯୁ ଊଣା କରିଛନ୍ତି।
24ତଣେୁ ମୁଁ କହିଲି, "ମାେ ପରମେଶ୍ବର ୟୁବାବସ୍ଥାରେ ମାରେ ପ୍ରାଣ ନିଅ ନାହିଁ। ତୁମ୍ଭେ ଚିରଦିନ ଆମର।
25ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ। ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ।
26ପୃଥିବୀ ଓ ଆକାଶ ଦିନେ ଶଷେ ହବେ। କିନ୍ତୁ ତୁମ୍ଭେ ନିତ୍ଯ ବିରାଜିତ। ତାହାସବୁ ବସ୍ତ୍ରପରି ସେସବୁ ବଦଳାଇ ଦବେ।
27କିନ୍ତୁ ତୁମ୍ଭେ ପରମେଶ୍ବର, କବେେ ପରିବର୍ତ୍ତନ ହବେ ନାହିଁ। ତୁମ୍ଭେ ଚିରକାଳ ରହିବ।
28ଆମ୍ଭମାନେେ ତୁମ୍ଭର ଦାସ ଅଟୁ ଏବଂ ଆମ୍ଭର ସନ୍ତାନମାନେ ଏଠାରେ ନିରାପଦରେ ବାସ କରିବେ। ଏବଂ ସମାନଙ୍କେର ବଂଶଧରମାନେ ତୁମ୍ଭର ସୁରକ୍ଷାରେ ସୁରକ୍ଷିତ ରହିବେ।"