Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
4 verses
1ସଦାପ୍ରଭୁ, ମୁଁ ତୁମ୍ଭକୁ ଚାହିଁ, ପ୍ରାର୍ଥନା କରେ। ତୁମ୍ଭେ ସ୍ବର୍ଗରେ ରାଜାପରି ବସ।
2କ୍ରୀତଦାସମାନେ ସମାନଙ୍କେ ଆବଶ୍ଯକ ଦ୍ରବ୍ଯ ପାଇଁ ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
3ଠିକ୍ ସହେିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ବରଙ୍କଠାରେ ନିର୍ଭର କରୁ। ଆମ୍ଭେ ପରମେଶ୍ବରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦଖାେଅ।
4ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ, ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ !ଆମ୍ଭମାନେେ ଦୀର୍ଘ ସମୟ ଅପମାନିତ ହାଇେଅଛୁ। [5] ସହେି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ ଓ ଘୃଣ୍ଯ ବାକ୍ଯସବୁ ମିଳିଅଛି।