Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
9 verses
1ହେ ସଦାପ୍ରଭୁ, ତୁମ୍ଭେ ମାରେ ଶକ୍ତିଶାଳୀ ଶୈଳ ସଦୃଶ। ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ପ୍ରାର୍ଥନା କରୁଛି। ତୁମ୍ଭେ ମାେ ପ୍ରତି ନୀରବ ହୁଅ ନାହିଁ। ୟଦି ମାରେ ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ, ତାହା ହେଲେ ଲୋକମାନେ ଭାବିବେ ମୁଁ ସହେି ���ବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ଯୁନ ହୁ ହେଁ।
2ହେ ସଦାପ୍ରଭୁ, ମୁଁ ମାରେ ଦୁଇହାତ ଟକେି ତୁମ୍ଭର ମହାପବିତ୍ରସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି। ମୁଁ ଯେତବେେଳେ ତୁମ୍ଭକୁ ଡ଼ାକୁଛି। ମାେ ନିବଦନେ ଟିକେ ଶୁଣ। ମାେ ପ୍ରତି କୃପା ପ୍ରଦର୍ଶନ କର।
3ହେ ସଦାପ୍ରଭୁ, ମାେତେ ସହେି ଦୁଷ୍ଟ ଲୋକଙ୍କ ମଧ୍ଯରୁ ଜଣେ ବୋଲି ଗଣ ନାହିଁ। ସହେି ଲୋକମାନେ ତାଙ୍କର ପଡ଼ୋଶୀମାନଙ୍କୁ "ଶାନ୍ତିର ସନ୍ଦେଶ" ଶୁଣାନ୍ତି କିନ୍ତୁ ହୃଦଯ ମଧ୍ୟରେ ସମାନେେ ସହେି ପଡ଼ୋଶୀମାନଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରୁଥାଆନ୍ତି।
4ସଦାପ୍ରଭୁ ସହେି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି। ତଣେୁ ସମାନେେ ସମାନଙ୍କେ କର୍ମାନୁରୂପ ଫଳ ପାଆନ୍ତୁ। ସମାନଙ୍କେୁ ୟଥାୟୋଗ୍ଯ ଫଳ ଦିଆଯାଉ।
5ଦୁଷ୍ଟ ଲୋକମାନେ ସଦାପ୍ରଭୁଙ୍କ ସତ୍ଯ ଉଦ୍ଦେଶ୍ଯ ବୁଝିପାରନ୍ତି ନାହିଁ। ସମାନେେ ପରମେଶ୍ବରଙ୍କ ଉତ୍ତମ କାର୍ୟ୍ଯକୁ ଦେଖିପାରନ୍ତି ନାହିଁ। ନା, ସମାନେେ କିଛି ବୁଝନ୍ତି ନାହିଁ। ସମାନେେ କବଳେ ଧ୍ବଂସ କରିବାକୁ ଚାହାଁନ୍ତି।
6ସଦାପ୍ରଭୁଙ୍କର ପ୍ରଶଂସା ହେଉ, କାରଣ ସେ ମାରେ ପ୍ରାର୍ଥନା, ଦୟାଳୁ ହାଇେ ଶୁଣିଛନ୍ତି।
7ସଦାପ୍ରଭୁ ହିଁ ମାରେ ବଳ। ସେ ମାରେ ଢ଼ାଲ ସଦୃଶ। ମୁଁ ତାଙ୍କଠାରେ ବିଶ୍ବାସ କରେ କାରଣ ସେ ମାେତେ ରକ୍ଷା କଲେ। ମୁଁ ଅତି ଖୁସି। ମୁଁ ଆଜି ପ୍ରଶଂସାର ଗୀତ ଗାଇବି।
8ସଦାପ୍ରଭୁ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି। ସଦାପ୍ରଭୁ ତାଙ୍କୁ ଉଦ୍ଧାର କରନ୍ତି। ସଦାପ୍ରଭୁ ହିଁ ତା'ର ଏକମାତ୍ର ବଳ।
9ହେ ପରମେଶ୍ବର, ତୁମ୍ଭର ଲୋକମାନଙ୍କୁ ରକ୍ଷା କର। ଯେଉଁମାନେ ତୁମ୍ଭ ଉପରେ ନିର୍ଭରଶୀଳ, ସମାନଙ୍କେୁ ଆଶୀର୍ବାଦ କର। ସମାନଙ୍କେୁ ଅନନ୍ତକାଳ ପାଇଁ ପଥ ଦଖାେଅ ଓ ସମ୍ମାନନୀଯ କର।