Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
22 verses
1ହେ ସଦାପ୍ରଭୁ, ମାେତେ ଆପଣା କୋପରେ ଅନୁୟୋଗ କର ନାହିଁ। କିଅବା ମାେତେ ତୁମ୍ଭେ କୋର୍ଧାନ୍ବିତ ହାଇେ ଦଣ୍ଡ ଦିଅ ନାହିଁ।
2ହେ ସଦାପ୍ରଭୁ, ତୁମ୍ଭେ ମାେତେ ଆଘାତ କରିଛ। ତୁମ୍ଭର ତୀର ମାରେ ଅନ୍ତଃସ୍ଥଳକୁ ବିଦ୍ଧ କରିଛି।
3ତୁମ୍ଭେ ମାେତେ ଦଣ୍ଡ ଦଲେ। ବର୍ତ୍ତମାନ ମାରେ ସମସ୍ତ ଶରୀର କମ୍ପୁଅଛି। ମାରେ ପାପ ଲାଗି ତୁମ୍ଭେ ମାେତେ ଦଣ୍ଡ ଦଲେ, ତଣେୁ ମାରେ ଅସ୍ଥିରେ କିଛି ଆରାମ ନାହିଁ।
4ମୁଁ ପାପ କରିଛି, ମନ୍ଦ କାର୍ୟ୍ଯ କରି ସହେି ପାପ ମାେତେ ଓଜନ ଲାଗୁଛି। ମୁଁ ଅତ୍ଯନ୍ତ ଲଜ୍ଜିତ। ମୁଁ ମୁଣ୍ଡ ଉପରକୁ ଟକେିପାରୁ ନାହିଁ।
5ମୁଁ ଏକ ମୂର୍ଖାମୀ କାର୍ୟ୍ଯ କରିଛି। ମାରେ ଅଜ୍ଞାନତା ୟୋଗୁ ମାରେ କ୍ଷତ ସବୁ ଦୁର୍ଗନ୍ଧ ଓ ବିକୃତ ହାଇେଛି।
6ମୁଁ ଆଜି ନଇଁ ୟାଇଛି। ଭାଙ୍ଗି ପଡ଼ିଛି ସାରାଦିନ ମୁଁ ବ୍ଯଥିତ ହାଇେଛି।
7ମାରେ ଶରୀର ଜ୍ବାଳାରେ ପରିପୂର୍ଣ୍ଣ ଥିଲା। ମାରେ ସମସ୍ତ ଶରୀର ୟନ୍ତ୍ରଣାରେ ଛଟପଟ ହେଉଥିଲା।
8ମାେତେ ଏତେ କଷ୍ଟ ହେଉଥିଲା, ମୁଁ କିଛି ଅନୁଭବ କରିପାରୁ ନ ଥିଲି। ମୁଁ ହୃଦଯର ଅସ୍ଥିରତା ହତେୁରୁ ଆର୍ତ୍ତନାଦ କରୁଥିଲି।
9ହେ ମାରେ ପ୍ରଭୁ, ତୁମ୍ଭେ ମାରେ ପ୍ରାର୍ଥନା ଶୁଣିଲ। ତୁମ୍ଭେ ମାରେ ଆର୍ତ୍ତନାଦ ଶୁଣିଲ।
10ମାରେ ହୃଦଯ ବିଦୀର୍ଣ୍ଣ ହେଉଅଛି। ମାରେ ବଳସବୁ କ୍ଷୀଣ ହାଇଗେଲାଣି ଓ ମୁଁ ଅନ୍ଧ ହାଇଯୋଉଛି।
11ମାରେ ରୋଗ ଯୋଗୁଁ ମାରେ ବନ୍ଧୁ ଓ ପଡ଼ୋଶୀମାନେ ମାେତେ ଦଖାେ କରିବାକୁ ଆସନ୍ତି ନାହିଁ। ମାରେ ପରିବାରବର୍ଗ ମାଠାରୁେ ଦୂରଇେ ରହନ୍ତି।
12ମାରେ ଶତ୍ରୁମାନେ ମାେ ବିଷଯରେ ଖରାପ କଥା କହନ୍ତି। ସମାନେେ ମିଛ ଓ ଗୁଜବ ସୃଷ୍ଟି କରନ୍ତି। ସମାନେେ ସବୁବେଳେ ମାେ ବିଷଯରେ ଆଲୋଚନା କରନ୍ତି।
13ମୁଁ ଏକ ବଧୀର ବ୍ଯକ୍ତି ତୁଲ୍ଯ, ୟିଏ ଶୁଣିପାରେ ନାହିଁ। ମୁଁ ଏକ ମୂକ ବ୍ଯକ୍ତି ତୁଲ୍ଯ, ୟିଏ କଥା କହିପାରେ ନାହିଁ।
14ମୁଁ ଜଣେ ବଧୀର ବ୍ଯକ୍ତି ପରି ୟିଏ, ପ୍ରେତ୍ୟକକ ଲୋକମାନେ ୟାହା କରନ୍ତି ସର୍ବଦା ଶୁଣିପାରେ ନାହିଁ। ମୁଁ ସମାନଙ୍କେ ସହିତ ୟୁକ୍ତି ଏବଂ ପ୍ରମାଣ କରିପାରିବି ନାହିଁ କାରଣ ମାରେ ଶତ୍ରୁମାନେ ଭୁଲ୍ କରୁଛନ୍ତି।
15ତଣେୁ ହେ ସଦାପ୍ରଭୁ ତୁମ୍ଭେ ମାେତେ ନିଶ୍ଚଯ ସହାୟ ହବେ। ହେ ପରମେଶ୍ବର ମାରେ ସଦାପ୍ରଭୁ ତୁମ୍ଭେ ମାେ ପାଇଁ ନିଶ୍ଚଯ କହିବ।
16ୟଦି ମୁଁ କିଛି କ ହେ, ମାରେ ଶତ୍ରୁମାନେ ମାେତେ ପରିହାସ କରିବେ। ସମାନେେ ଦେଖିବେ ୟେ, ମୁଁ ଅସୁସ୍ଥ ଅଛି ଓ କହିବେ ମୁଁ ପାପ କଲି। ସମାନେେ କହିବେ, ପରମେଶ୍ବର ମାେତେ ଦଣ୍ଡ ଦେଉଛନ୍ତି।
17ମୁଁ ଜାଣେ ମୁଁ ପାପର ଶାନ୍ତି ଭୋଗୁଛି, ମୁଁ ମାରେ ୟନ୍ତ୍ରଣାକୁ ଭୁଲିପାରିବି ନାହିଁ।
18ହେ ସଦାପ୍ରଭୁ, ମୁଁ କ ହେ, ମୁଁ ଯେଉଁ ମନ୍ଦ କାର୍ୟ୍ଯ କରିଛି, ମୁଁ ସ୍ବୀକାର କରେ ୟାହା ପାପ ମୁଁ କରିଛି। ମୁଁ ମାରେ ପାପଗୁଡ଼ିକ ପାଇଁ ବାସ୍ତବରେ ଦୁଃଖିତ।
19ମାରେ ଶତ୍ରୁମାନେ ସତଜେ ଓ ବଳବାନ ଅଟନ୍ତି। ସମାନେେ ଅନକେ ଥର ମିଥ୍ଯା କହିଛନ୍ତି।
20ମାରେ ଶତ୍ରୁମାନେ ମାେ ପ୍ରତି ମନ୍ଦ ଆଚରଣ କରନ୍ତି। କିନ୍ତୁ ମୁଁ ସମାନଙ୍କେ ପ୍ରତି ଉତ୍ତମ ବ୍ଯବହାର କଲେ। ମୁଁ ସବୁବେଳେ ଉତ୍ତମ କାର୍ୟ୍ଯ କରିବାକୁ ଚେଷ୍ଟା କରେ। କିନ୍ତୁ ସହେି ଲୋକମାନେ ତଥାପି ମାେ ବିରୁଦ୍ଧରେ ୟାଆନ୍ତି।
21ହେ ସଦାପ୍ରଭୁ, ମାେତେ ପରିତ୍ଯାଗ କର ନାହିଁ। ହେ ମାରେ ପରମେଶ୍ବର ମାରେ ନିକଟରେ ରୁହ।
22ଶୀଘ୍ର ଆସ ଓ ମାେତେ ସାହାୟ୍ଯ କର। ହେ ମାରେ ପରମେଶ୍ବର ମାେତେ ଉଦ୍ଧାର କର।