Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
9 verses
1ସଦାପ୍ରଭୁଙ୍କ ଆଗରେ ଗାନ କର। ସେ ନ୍ଯାଯ ବିଚାର ପାଇଁ ପୃଥିବୀକୁ ଆସୁଛନ୍ତି। ସେ ତାଙ୍କର ଧାର୍ମିକତା ଏବଂ ନ୍ଯାଯ ସହିତ ପୃଥିବୀର ଲୋକମାନଙ୍କର ବିଚାର କରିବେ।
2ସଦାପ୍ରଭୁ ସିୟୋନରେ ମହାନ୍ ଓ ସମସ୍ତ ଜାତିମାନଙ୍କର ନେତା ଅ���ନ୍ତି।
3ସମସ୍ତ ଜାତି ତୁମ୍ଭର ନାମର ପ୍ରଶଂସା ଓ ଭୟ କରନ୍ତୁ, ଏହା ପବିତ୍ର ଅଟେ।
4ଶକ୍ତିଶାଳୀ ରାଜା ନ୍ଯାଯ ବିଚାରକୁ ଭଲପାନ୍ତି। ହେ ପରମେଶ୍ବର, ତୁମ୍ଭେ ନ୍ଯାଯ ସ୍ଥାପନ କରିଛ। ତୁମ୍ଭେ ଇଶ୍ରାୟେଲର ନ୍ଯାଯ ଓ ୟଥାର୍ଥ ସାଧନ କରିଅଛ।
5ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କର ପ୍ରଶଂସା କର। ତାଙ୍କ ପବିତ୍ର ପାଦପୀଠରେ ଉପାସନା କର, ସେ ପବିତ୍ର ଅଟନ୍ତି।
6ମାଶାେ ଏବଂ ହାରୋଣ ତାଙ୍କର ୟାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ। ଶାମୁଯଲେ ଥିଲେ ଜଣେ ୟିଏକି, ପରମେଶ୍ବରଙ୍କ ନାମ ଦଇେ ପ୍ରାର୍ଥନା କରିଥିଲେ। ସମାନେେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଏବଂ ସେ ସମାନଙ୍କେୁ ଉତ୍ତର ଦେଲେ।
7ପରମେଶ୍ବର ଉଚ୍ଚ ମେଘସ୍ତମ୍ଭ ମଧ୍ଯରୁ କହିଲେ, ସମାନେେ ତାଙ୍କର ଆଦେଶ ମାନିଲେ ଏବଂ ସେ ନିଯମ ବ୍ଯବସ୍ଥା ଦେଲେ।
8ହେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର, ତୁମ୍ଭେ ତାଙ୍କ ପ୍ରାର୍ଥନାର ଉତ୍ତର ଦଲେ। ତୁମ୍ଭେ ସମାନଙ୍କେୁ ଦଖାଇେଲ ୟେ ତୁମ୍ଭେ ହିଁ କ୍ଷମାକାରୀ ପରମେଶ୍ବର ଏବଂ ତୁମ୍ଭେ ସମାନଙ୍କେର କୁକର୍ମ ପାଇଁ ଦଣ୍ଡ ଦିଅ।
9ତୁମ୍ଭମାନେେ ଆମ୍ଭମାନଙ୍କର ପରମେଶ୍ବରଙ୍କର ପ୍ରଶଂସା କର। ତାଙ୍କର ପବିତ୍ର ପର୍ବତରେ ତାଙ୍କର ଉପାସନା କର। ପ୍ରକୃତରେ ସଦାପ୍ରଭୁ ଆମ୍ଭର ପରମେଶ୍ବର ପବିତ୍ର ଅଟନ୍ତି।