Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
23 verses
1ତା' ହେଲେ ତୁମ୍ଭମାନେେ ଭାବୁଛ ଯେ ଆମ୍ଭେ ସର୍ବଦା ପାପ କରି ଚ଼ାଲି ଥିବା ଯାହା ପାଇଁ ପରମେଶ୍ବର ଆମ୍ଭକୁ ଆହୁରି ଅଧିକ ଅନୁଗ୍ରହ ପ୍ରଦାନ କରିବେ?
2ନା! ଆମ୍ଭେ ଆମ୍ଭର ପୁରାତନ ପାପ ପୂର୍ଣ୍ଣ ଜୀବନ ପ୍ରତି ମରିଯାଇଛୁ। ତା' ହେଲେ ଆମ୍ଭେ ଆଉ ପାପ କରି ଚ଼ାଲିପାରିବା କି?
3ତୁମ୍ଭମାନେେ କଣ ମନେ ରଖିଛ କି ଯେତବେେଳେ ଆମ୍ଭେ ସମସ୍ତେ ବାପ୍ତିଜିତ ହେଲୁ, ସେତବେେଳେ ଯୀଶୁଖ୍ରୀଷ୍ଟଙ୍କର ଅଂଶ ହାଇଗେଲୁ। ଆମ୍ଭର ବାପ୍ତିଜିତ ହବୋ ରେ ଆମ୍ଭେ ତାହାଙ୍କର ମୃତ୍ଯୁର ମଧ୍ଯ ଭାଗୀଦାର ହେଲୁ।
4ଅତଏବ ଆମ୍ଭେ ଯେତବେେଳେ ବାପ୍ତିଜିତ ହେଲୁ, ଆମ୍ଭେ ଯୀଶୁଖ୍ରୀଷ୍ଟଙ୍କ ଭିତ ରେ ସମାଧି ପ୍ରପ୍ତ ହାଇଗେଲୁ ଓ ତାହାଙ୍କ ମୃତ୍ଯୁର ଭାଗୀଦାର ହେଲୁ। ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହବୋ ଦ୍ବାରା ଆମ୍ଭେ ପୁନରୁତ୍ଥିତ ହାଇେ ନୂତନ ଜୀବନ ଯାପନ କରିବା। ପରମପିତାଙ୍କର ଆଶ୍ଚର୍ୟ୍ଯ ଶକ୍ତି ଦ୍ବାରା ଯେପରି ଖ୍ରୀଷ୍ଟ ମୃତ୍ଯୁରୁ ପୁନର୍ଜୀବିତ ହେଲେ, ସହେିଭଳି ଏହା ଘଟିଲା।
5ଖ୍ରୀଷ୍ଟ ମୃତ୍ଯୁ ବରଣ କଲେ ଓ ଆମ୍ଭେ ମଧ୍ଯ ମୃତ୍ଯୁ ଦ୍ବାରା ଖ୍ରୀଷ୍ଟଙ୍କ ସହିତ ସଂୟୁକ୍ତ ହାଇେଛୁ। ଖ୍ରୀଷ୍ଟ ମୃତ୍ଯୁରୁ ଜୀବିତ ହବୋ ଭଳି ଆମ୍ଭେ ମଧ୍ଯ ମୃତ୍ଯୁରୁ ଜୀବିତ ହାଇେ ତାହାଙ୍କ ସହିତ ସଂୟୁକ୍ତ ହବୋ।
6ଆମ୍ଭେ ଜାଣୁ ଯେ, ଆମ୍ଭର ପୂର୍ବ ଜୀବନ ଖ୍ରୀଷ୍ଟଙ୍କ ସହିତ କୃଶ ଉପରେ ତାହାଙ୍କ ସହିତ ମୃତ ହାଇେ ଯାଇଛି। ଆମ୍ଭର ପାପପୂର୍ଣ୍ଣ ଶରୀର ଆମ୍ଭ ଉପରେ ରାଜତ୍ବ ନକରିବା ପାଇଁ ଏପରି ଘଟିଲା। ତା'ପରେ ଆମ୍ଭେ ପାପର ଦାସ ହବେୁ ନାହିଁ।
7ଯେଉଁ ଲୋକ ମରିଯାଇଛି, ସେ ପାପର ଦାସତ୍ବରୁ ମୁକ୍ତ ହାଇେ ଯାଇଛି।
8ଆମ୍ଭେ ୟିଦ ଖ୍ରୀଷ୍ଟଙ୍କ ସହିତ ମୃତ୍ଯୁବରଣ କରିଛୁ, ତା' ହେଲେ ଜାଣୁ ଯେ ଆମ୍ଭେ ମଧ୍ଯ ତାହାଙ୍କ ସହିତ ଜୀବିତ ରହିବା।
9ଖ୍ରୀଷ୍ଟ ମୃତ୍ଯୁରୁ ଉଠିଥିଲେ ଓ ଆମ୍ଭେ ଜାଣୁ ଯେ ସେ ପୁନଃ ମରିବେ ନାହିଁ। ଏବେ ମୃତ୍ଯୁର ତାଙ୍କ ଉପରେ ଆଉ କୌଣସି କତ୍ତୃର୍ତ୍ବ ନାହିଁ।
10ଯେତବେେଳେ ଖ୍ରୀଷ୍ଟ ମୃତ୍ଯୁ କଲେ, ସେ ପାପର ଶକ୍ତିକୁ ଥରେ ମାତ୍ର ହରାଇବା ପାଇଁ ମୃତ୍ଯୁ କଲେ, ଏହା ସବୁ ଦିନ ପାଇଁ ୟଥେଷ୍ଟ ଥିଲା। ଏବେ ସେ ଯେଉଁ ଜୀବନ ଯାପନ କରନ୍ତି ତାହା ପରମେଶ୍ବରଙ୍କ ପାଇଁ କରନ୍ତି।
11ସହେି ଭଳି ତୁମ୍ଭମାନେେ ମଧ୍ଯ ପାପର ଶକ୍ତି ବିଷୟ ରେ ନିଜକୁ ମୃତ ବୋଲି ଭାବିବା ଉଚ଼ିତ। ତୁମ୍ଭମାନେେ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ପାଇଁ ଜୀବିତ ବୋଲି ଅନୁଭବ କର।
12କିନ୍ତୁ ପାପ ଯେପରି ତୁମ୍ଭମାନଙ୍କର ଶରୀରକୁ ରାଜତ୍ବ ନକରୁ। ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ବଭାବ ଦ୍ବାରା ତୁମ୍ଭମାନେେ ଯେପରି ଶାସିତ ନହୁଅ।
13ପାପର ସବୋ କରିବା ପାଇଁ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼କକୁ ଅନୁମତି ଦିଅ ନାହିଁ। ମନ୍ଦ କାମ କରିବା ପାଇଁ ଶରୀରକୁ ବ୍ଯବହାର କର ନାହିଁ। ତା' ପରିବର୍ତେ ନିଜକୁ ପରମେଶ୍ବରଙ୍କଠା ରେ ସମର୍ପଣ କର। ଯେଉଁମାନେ ମରି ଥିଲେ ଓ ଏବେ ଜୀବିତ ଅଛନ୍ତି ସେ ଲୋକଙ୍କ ଭଳି ହୁଅ। ନିଜ ଶରୀରର ଅଙ୍ଗହୁଡ଼ିକୁ ଭଲ କାମ କରିବା ପାଇଁ ପରମେଶ୍ବରଙ୍କଠା ରେ ସମର୍ପଣ କର।
14ପାପ ତୁମ୍ଭମନଙ୍କର ସ୍ବାମୀ ହବେ ନାହିଁ। କାରଣ ତୁମ୍ଭମାନେେ ବ୍ଯବସ୍ଥାର ବନ୍ଧନ ରେ ନୁହଁ। ତୁମ୍ଭମାନେେ ଏବେ ପରମେଶ୍ବରଙ୍କ ଅନୁଗ୍ରହ ରେ ଜୀବିତ ଅଛ।
15ତା' ହେଲେ ଆମ୍ଭେ କ'ଣ କରିବା ଉଚ଼ିତ? ଆମ୍ଭେ ବ୍ଯବସ୍ଥାର ଅଧିନ ନୋହୁଁ, କିନ୍ତୁ ଅନୁଗ୍ରହର ଅଧିନ ବୋଲି କଣ ପାପ କରି ଚ଼ାଲିଥିବା? ଅବଶ୍ଯ ନୁହେଁ!
16ଏହା ନିଶ୍ଚିତ ଭାବରେ ତୁମ୍ଭମାନେେ ଜାଣ ଯେ ଯେତବେେଳେ ତୁମ୍ଭମାନେେ ଦାସ ଭଳି ନିଜକୁ ସମର୍ପଣ କର, ସେତବେେଳେ ତୁମ୍ଭମାନେେ ପ୍ରକୃତ ରେ ସହେି ଲୋକର ଦାସ ଅଟ। ଯେଉଁ ଲୋକକୁ ତୁମ୍ଭମାନେେ ମାନିବ ସେ ହେଉଛି ତୁମ୍ଭର ମାଲିକ। ତୁମ୍ଭମାନେେ ପାପର ଚ଼ାକର ହାଇେ ପାରିବ ବା ପରମେଶ୍ବରଙ୍କୁ ମାନିବ। ପାପ ଆଧ୍ଯାତ୍ମିକ ମୃତ୍ଯୁ ଆଣି ଦିଏ। କିନ୍ତୁ ପରମେଶ୍ବରଙ୍କୁ ମାନିଲେ, ପରମେଶ୍ବରଙ୍କଠା ରେ ତୁମ୍ଭମାନେେ ଧାର୍ମିକ ବୋଲି ଗଣିତ ହୁଅ।
17ଅତୀତ ରେ ତୁମ୍ଭମାନେେ ପାପର ଦାସ ଥିଲ, ପାପ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ରଖିଥିଲା। କିନ୍ତୁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଅ, ଯେ ତୁମ୍ଭମାନଙ୍କୁ ଯାହା ଶିକ୍ଷା ଦିଆଗଲା ତାହା ତୁମ୍ଭମାନେେ ସମସ୍ତ ହୃଦୟର ସହିତ ପାଳନ କଲ।
18ତୁମ୍ଭମାନଙ୍କୁ ପାପରୁ ମୁକ୍ତ କରା ହେଲା ଓ ଏବେ ତୁମ୍ଭମାନେେ ଧାମିର୍କତାର ଦାସ ହାଇେଛ।
19ଲୋକେ ଜାଣିଥିବା ଗୋଟିଏ ଉଦାହରଣ ଦଇେ ମୁଁ ଏ କଥା ତୁମ୍ଭମାନଙ୍କୁ ବୁଝାଉଛି। ଏହାକୁ ବୁଝିବା କଷ୍ଟକର ହାଇେଥିବା କାରଣରୁ ମୁଁ ଏହି ଭଳି ବୁଝାଉଛି। ଅତୀତ ରେ ତୁମ୍ଭମାନେେ ନିଜ ଶରୀରର ଅଙ୍ଗଗୁଡ଼ିକୁ ପାପର ଦାସ ହବୋକୁ ଓ ମନ୍ଦ କର୍ମ ରେ ନିୟୁକ୍ତ କରିଥିଲ। ଫଳ ସ୍ବରୂପ ତୁମ୍ଭମାନେେ ପରମେଶ୍ବରଙ୍କ ବିରୁଦ୍ଧ ରେ ଜୀବନ ଯାପନ କରୁଥିଲ। ଠିକ୍ ସହେି ଭଳି ଏବେ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼ିକୁ ଭଲ କାମ କରିବା ପାଇଁ ସମର୍ପଣ କର। ତବେେ ତୁମ୍ଭମାନେେ କବଳେ ପରମେଶ୍ବରଙ୍କ ପାଇଁ ବଞ୍ଚିବ।
20ଅତୀତ ରେ ତୁମ୍ଭମାନେେ ପାପର ଦାସ ଥିଲ ଓ ଯାହା ଉତ୍ତମ ତାହା ତୁମ୍ଭମାନଙ୍କୁ ନିୟନ୍ତ୍ରିତ କରି ନଥିଲା।
21ତୁମ୍ଭମାନେେ ମନ୍ଦ କାମ କରୁଥିଲ। ଏବେ ତୁମ୍ଭମାନେେ ସଭେଳି କର୍ମ ପାଇଁ ଲଜ୍ଜିତ। ସେ କାମଗୁଡ଼ିକ କଣ ତୁମ୍ଭମାନଙ୍କୁ ସାହାୟ୍ଯ କଲା? ନା, ସେ କର୍ମ ଗୁଡ଼ିକ କବଳେ ଆଧ୍ଯାତ୍ମିକ ମୃତ୍ଯୁ ଆଣିଥାଏ।
22କିନ୍ତୁ ଏବେ ତୁମ୍ଭମାନେେ ପାପରୁ ମୁକ୍ତ। ତୁମ୍ଭମାନେେ ଏବେ ପରମେଶ୍ବରଙ୍କର ଦାସ ଓ ଏହା କବଳେ ପରମେଶ୍ବରଙ୍କ ପାଇଁ ତୁମ୍ଭମାନଙ୍କୁ ଜୀବନ ଆଣି ଦବେ। ତା'ପରେ ତୁମ୍ଭମାନେେ ସଦାକାଳ ପାଇଁ ଅନନ୍ତ ଜୀବନ ପାଇବ।
23ପାପର ସ୍ବାଭାବିକ ପରିଣତି ମୃତ୍ଯୁ। କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତା ରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି।