Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
22 verses
1ବୋୟଜ ନଗର ଦ୍ବାରକକ୍ସ୍ଟ ଗଲା ଏବଂ ସଠାେରେ ବସିଲା, ସେ କହିଥିବା ନିକଟ ସଐର୍କୀଯକକ୍ସ୍ଟ ଯାଉଥିବାର ଦେଖିଲା। ତେଣୁ ସେ ତାହାକକ୍ସ୍ଟ ଡାକି କହିଲେ, "ଆସ ଏବଂ ଏହିଠା ରେ ବସ!" ତେଣୁ ସେ ଲୋକଟି ଆସିଲା ଓ ସହେିଠା ରେ ବସିଲା।
2ଏହାପରେ ବୋୟଜ କେତକେ ସାକ୍ଷୀ ଠୂଳ କଲେ। ସମାନେେ ନଗରର ଦଶଜଣ ବଯୋଜେଷ୍ଠ ଥିଲେ। ସେ ସମାନଙ୍କେୁ କହିଲେ, "ଏହିଠା ରେ ବସ, ତେଣୁ ସମାନେେ ସଠାେରେ ବସିଲେ।"
3ବୋୟଜ ସମାନଙ୍କେର ରକ୍ଷାକର୍ତ୍ତାକକ୍ସ୍ଟ କହିଲା, "ନୟମୀ ପର୍ବତମଯ ଦେଶ ମାୟୋବରକ୍ସ୍ଟ ଫରେିଅଛି। ଏବଂ ସେ ତା'ର ଭୂମିକକ୍ସ୍ଟ ବିକ୍ରି କରିବାର ଥିଲା, ଯାହାକି ଏଲିମଲକରେ ଥିଲା ।
4ଏଠା ରେ ଥିବା ଲୋକମାନଙ୍କ ସମ୍ମକ୍ସ୍ଟଖ ରେ ଓ ମାରେ ଲୋକମାନଙ୍କର ପ୍ରାଚୀନମାନଙ୍କ ସମ୍ମକ୍ସ୍ଟଖ ରେ ମୁ ତୁମ୍ଭକୁ କହିବା ପାଇଁ ନିଷ୍ପତ୍ତି କରିଛି। ଯଦି ତୁମ୍ଭେ ଏହାକକ୍ସ୍ଟ କିଣିବାକକ୍ସ୍ଟ ଗ୍ଭହଁ, ତବେେ ଏହାକକ୍ସ୍ଟ କିଣ! ଯଦି ଏହା ତୁମ୍ଭେ କିଣିବାକକ୍ସ୍ଟ ନଗ୍ଭହଁ, ତବେେ ମାେତେ କକ୍ସ୍ଟହ ଓ ମୁ ଏହାକକ୍ସ୍ଟ କିଣିବି କାରଣ ଯେ ହତେକ୍ସ୍ଟ ତୁମ୍ଭେ ଜାଣ, ତୁମ୍ଭେ ପରେ ମୁ ଯଥାର୍ଥ ଲୋକ ଯାହାର ଏହି ଜାଗାକକ୍ସ୍ଟ କିଣିବା ପାଇଁ ଅଧିକାର ଅଛି। ଯଦି ତୁମ୍ଭେ କିଣିବାକକ୍ସ୍ଟ ଗ୍ଭହଁ ନାହିଁ, ତବେେ ମୁ ଏହାକକ୍ସ୍ଟ କିଣିବି।"
5ଏହାପରେ ବୋୟଜ କହିଲା, " ଯବେେ ତୁମ୍ଭେ ନୟମୀଠାରକ୍ସ୍ଟ ଏହି ଜମି କିଣିଛ, ତବେେ ତୁମ୍ଭେ ମୃତ ଲୋକର ସ୍ତ୍ରୀ ମାୟୋବୀଯ ଋତକକ୍ସ୍ଟ ହିଁ ପାଇବ। ମୃତ ଲୋକର ଭୂମିର ବଂଶଧର ପାଇବା ପାଇଁ ତୁମ୍ଭେ ତାକକ୍ସ୍ଟ ବିବାହ କରିବା ଉଚିତ୍। ଏହିପରି ଭାବରେ ସହେି ଜମି ମୃତ ଲୋକର ନାମ ରେ ରହିୟିବ।"
6ରକ୍ଷାକର୍ତ୍ତା କହିଲା, "ମୁ ଏହାକକ୍ସ୍ଟ କ୍ରଯ କରିପାରିବି ନାହିଁ। ଯଦିଓ ଏହା ମାରେଅଧିକାର ଅଟେ, ମୁ ଏହାକକ୍ସ୍ଟ ପାରିବି ନାହିଁ। ଯଦି ମୁ ଏହା କରେ, ମୁ ମାରେ ଜମି ହକ୍ସ୍ଟଏତ ହରାଇପା ରେ। ସେଥିପାଇଁ ତୁମ୍ଭେ ତାହା କିଣିପାର।"
7ବହକ୍ସ୍ଟଦିନ ପୂର୍ବରକ୍ସ୍ଟ ଯେତବେେଳେ ଲୋକମାନେ ସମାନଙ୍କେର କଠଉ ଅନ୍ୟକକ୍ସ୍ଟ ଦିଅନ୍ତି, ଏହା ଇଶ୍ରାୟେଲ ରେ ବନ୍ଧକ ସଐତ୍ତି ମକ୍ସ୍ଟକକ୍ସ୍ଟଳାଇବାର ସାକ୍ଷୀ ଅଟେ।
8ମକ୍ସ୍ଟକ୍ତିକର୍ତ୍ତା ଜ୍ଞାତି ଯେତବେେଳେ ବୋୟଜକକ୍ସ୍ଟ " ସହେି ଭୂମି କିଣିବାକକ୍ସ୍ଟ" କହିଲା। ସେ ତା'ର ପାଦକ୍ସ୍ଟକା କାଢି ତାଙ୍କୁ ଦଲୋ।
9ଏହାପରେ ବୋୟଜ, ପ୍ରାଚୀନବର୍ଗ ଓ ସଠାେରେ ଥିବା ସମସ୍ତ ଲୋକଙ୍କକ୍ସ୍ଟ କହିଲା, "ଆଜି ଆପଣମାନେ ସମସ୍ତେ ସାକ୍ଷୀ। ମୁ ଆଜି ନୟମୀଠାରକ୍ସ୍ଟ ସମସ୍ତ କିଣକ୍ସ୍ଟଅଛି। ଯାହା କି ଥିଲା ସବୁ ଏଲିମଲକେ, କିଲିୟୋନ ଏବଂ ମହଲୋନ୍ର ଥିଲା।
10ମୁ ମଧ୍ଯ ମାୟୋବ ଦେଶୀଯ ମୃତ ମହଲୋନର ବିଧବା ସ୍ତ୍ରୀ ଋତକକ୍ସ୍ଟ ମାରେ ସ୍ତ୍ରୀ ରୂପେ ଗ୍ରହଣ କଲି। ଯାହାଫଳ ରେ ମୃତ ବ୍ଯକ୍ତିର ଜମିଜମା ସବୁ ତା'ର ପରିବାର ରେ ରହିବ। ଏହି ପ୍ରକାର ରେ ମୃତ ଲୋକର ନାମ ପୁରାପୁରି ଭୂଲି ହବେନାହିଁ। ଆପଣମାନେ ସମସ୍ତେ ଆଜି ଏହାର ସାକ୍ଷୀ।"
11ତେଣୁ ପ୍ରାଚୀନବର୍ଗ ଏବଂ ଫାଟକ ନିକଟରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଏହାର ସାକ୍ଷୀ ରହିଲେ। ସମାନେେ କହିଲେ, "ରାହେଲ ଓ ଲୟୋପରି ୟିଏ କି ଇଶ୍ରାୟେଲର ଗୃହ ନିର୍ମାଣ କଲେ, ସହେିପରି ସଦାପ୍ରଭୁ ଏହି ସ୍ତ୍ରୀ ଲୋକଟିକକ୍ସ୍ଟ ତୁମ୍ଭର ଗୃହକକ୍ସ୍ଟ ଆଣନ୍ତକ୍ସ୍ଟ। ତୁମ୍ଭେ ଏଫ୍ରାଥା ରେ ଶକ୍ତିଶାଳୀ ଓ ବୈଥଲହମେ ରେ ପ୍ରସିଦ୍ଧ ହକ୍ସ୍ଟଅ।
12ସଦାପ୍ରଭ��� ଏହି ୟକ୍ସ୍ଟବତୀ ଦ୍ବାରା ତୁମ୍ଭକୁ ଯେଉଁ ସନ୍ତାନ ଦବେେ, ତାହା ଦ୍ବାରା ତୁମ୍ଭର ବଂଶ ତାମର ଗର୍ଭ ରେ ୟକ୍ସ୍ଟହକ୍ସ୍ଟଦା ରେ ଜନ୍ମିତ ପରେସର ବଂଶ ତକ୍ସ୍ଟଲ୍ଯ ହେଉ।
13ଏହିପରି ଭାବରେ ବୋୟଜ ଋତକକ୍ସ୍ଟ ବିବାହ କଲେ। ସଦାପ୍ରଭୁ ଋତକକ୍ସ୍ଟ ଆଶୀର୍ବାଦ କରନ୍ତେ ସେ ଗର୍ଭବତୀ ହେଲା, ଏବଂ ସେ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦଲୋ।
14ସହରର ସ୍ତ୍ରୀ ଲୋକମାନେ ନୟମୀକକ୍ସ୍ଟ କହିଲେ, "ଧନ୍ଯ ସହେି ସଦାପ୍ରଭୁ, ୟିଏ ତୁମ୍ଭକୁ ଏହି ସନ୍ତାନ ଦଇେଛନ୍ତି। ସେ ଇଶ୍ରାୟେଲ ଦେଶ ରେ ବିଖ୍ଯାତ ହବେ।
15ବୃଦ୍ଧାବସ୍ଥା ରେ ସେ ତୁମ୍ଭକୁ ସାନ୍ତ୍ବନା ଦବେ ଓ ତୁମ୍ଭକୁ ପ୍ରତିପାଳନ କରିବ। ତୁମ୍ଭର ବୋହୂ ସାତଟି ପକ୍ସ୍ଟତ୍ର ଅପେକ୍ଷା ତୁମ୍ଭକୁ ଅଧିକ ପ୍ ରମେ କରିବ।"
16ନୟମୀ ସହେି ବାଳକକକ୍ସ୍ଟ କୋଳାଇ ନଲୋ ଏବଂ ତା'ର ପ୍ରତିପାଳନ କଲା।
17ସହେି ସ୍ତ୍ରୀ ଲୋକମାନେ କହିଲେ, "ବର୍ତ୍ତମାନ ନୟମୀର ଏକ ପକ୍ସ୍ଟତ୍ର ଅଛି।" ତେଣୁ ସମାନେେ ତା'ର ନାମ ଦେଲେ, ଓବେଦ୍। ସେ ଥିଲା ୟିଶଯର ପିତା ଏବଂ ୟିଶଯ ଥିଲା ରାଜା ଦାଉଦଙ୍କର ପିତା।
18ପରେସର ବଂଶାବଳୀ ଏହି ପ୍ରକାର, ପରେସର ପକ୍ସ୍ଟତ୍ର ହିଷ୍ରୋଣ,
19ହିଷ୍ରୋଣର ପକ୍ସ୍ଟତ୍ର ଅରାମ ଓ ଅରାମର ପକ୍ସ୍ଟତ୍ର ଅମ୍ମୀନାଦବ,
20ଅମ୍ମୀନାଦବର ପକ୍ସ୍ଟତ୍ର ନ ହଶାେନ୍ ଓ ନ ହଶାେନର ପକ୍ସ୍ଟତ୍ର ସଲ୍ମୋନ,
21ସଲ୍ମୋନର ପକ୍ସ୍ଟତ୍ର ବୋୟଜ ଓ ବୋୟଜର ପକ୍ସ୍ଟତ୍ର ଓବଦେ,
22ଓବଦରେ ପକ୍ସ୍ଟତ୍ର ୟିଶଯ ଓ ୟିଶଯର ପକ୍ସ୍ଟତ୍ର ଦାଉଦ।