Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
17 verses
1ଶ ଲୋମନଙ୍କର ପରମଗୀତର ଗୀତଗୁଡ଼ିକ।
2ମାେତେ ଚୁମ୍ବନ ଦିଅ। ତୁମ୍ଭ ପାଟି ରେ ମାେତେ ଚୁମ୍ବନ ଦିଅ। ତୁମ୍ଭର ପ୍ ରମେ ଦ୍ରାକ୍ଷାରସଠାରୁ ଉତ୍ତମ।
3ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ। ତୁମ୍ଭ ନାମ ଢ଼ଳା ସୁଗନ୍ଧି ତୈଳ ସ୍ବରୂପ। ତେଣୁ କୁମାରୀଗଣ ତୁମ୍ଭକୁ ପ୍ ରମେ କରନ୍ତି।
4ମାେତେ ଏକା ତୁମ୍ଭ ପାଖକୁ ଟାଣିନିଅ। ଆସ ଆମ୍ଭେ ଏକତ୍ରୀତ ହାଇେ ଦୌଡ଼ିବା। ରାଜା ଆପଣା ଅନ୍ତଃପୁରକୁ ମାେତେ ଆଣିଅଛନ୍ତି।
5ଆଗୋ ୟିରୁଶାଲମର କନ୍ଯାଗଣ, ମୁଁ କଦୋରର ତମ୍ବୁ ତୁଲ୍ଯ, ଶ ଲୋମନଙ୍କର ୟବନିକା ତୁଲ୍ଯ କୃଷ୍ଣବର୍ଣ୍ଣ, ତଥାପି ସୁନ୍ଦରୀ।
6ମାେତେ ଦେଖ ନାହିଁ କାରଣ ସୂର୍ୟ୍ଯ ମାେତେ କଳା କରିଅଛି। ମାରେ ମାତାର ସନ୍ତାନଗଣ ମାେ ଉପ ରେ ରାଗିଥିଲେ। ସମାନେେ ମାେତେ ଦ୍ରାକ୍ଷାକ୍ଷେତ୍ର ସମୂହର ରକ୍ଷକ କଲେ। ମାତ୍ର ମୁଁ ମାରେ ନିଜ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନଇେ ପାରିଲି ନାହିଁ।
7ହେ ମାରେ ପ୍ରାଣର ପ୍ରିଯତମ, ତୁମ୍ଭେ କେଉଁଠା ରେ ଆପଣା ଗୋରୁଗାଈ ଚରାଉ ଅଛ। ମଧ୍ଯାହ୍ନ ରେ କେଉଁଠା ରେ ଶଯନ କରାଉ ଅଛ, ତାହା ମାେତେ ଜଣାଅ। ତୁମ୍ଭ ସାଙ୍ଗ ଗହଣ ରେ ମୁଁ କାହିଁକି ଜଣେ ଓଢ଼ଣା ଦେଉଥିବା ସ୍ତ୍ରୀ ଲୋକପରି ହବେି ?
8ହେ ନାରୀ, ତୁମ୍ଭେ କେତେ ସୁନ୍ଦରୀ! ନିଶ୍ଚଯ ତୁମ୍ଭେ ଜାଣ କ'ଣ କରିବାକୁ ହବେ। ମଷେମାନଙ୍କୁ ଅନୁସରଣ କର ଏବଂ ତୁମ ମଷଗେଣଙ୍କୁ ମଷେପାଳକ ତମ୍ବୁ ନିକଟରେ ଚରାଅ।
9ଆଗୋ ମାରେ ପ୍ରିୟେ ମୁଁ ଫାରୋର ରଥର ଅଶ୍ବିନୀ ସଙ୍ଗେ ତୁମ୍ଭର ଉପମା ଦଇେଅଛି।
10ତୁମ୍ଭର ଗାଲ ରେ ଗଣ୍ଡ ୟୁଗଳ, ତୁମ୍ଭ ଗଳା ଦେଶ ରେ ରତ୍ନହାର ରେ ସୁଶାେଭିତ।
11ମୁଁ ତୁମ୍ଭ ପାଇଁ ରୂପାଭୁଣ୍ଡି ଲଗା ସୁବର୍ଣ୍ଣ ପ୍ରସ୍ତୁତ କରିବି।
12ରାଜା ଭୋଜନାସନ ରେ ଉପବିଷ୍ଟ ଥିବା ବେଳେ ମାେ ଜଟାମାଂସୀର ସୁବାସ ବ୍ଯାପ୍ତ ହେଲା।
13ମାରେ ପ୍ରିଯତମ, ମାେ ବକ୍ଷସ୍ଥଳ ମଧିଅରେ ଥିବା ଗନ୍ଧରସ ବୃକ୍ଷର ଥୋପା ତୁଲ୍ଯ ମାେ ପ୍ରତି ଅଟନ୍ତି।
14ମାେ ପ୍ରିଯତମ, ମାେ ପ୍ରତି ଐନଗଦିର ଦ୍ରାକ୍ଷା କ୍ଷେତ୍ରସ୍ଥ ହନୋ ପୁଷ୍ପ ଗୁଚ୍ଛ ତୁଲ୍ଯ ଅଟନ୍ତି।
15ଆଗୋ ମାରେ ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ ଦେଖ। ତୁମ୍ଭେ ସୁନ୍ଦରୀ ଅଟ। ତୁମ୍ଭର ଆଖି କପୋତ ପରି ଅଟେ।
16ଦେଖ, ହେ ମାରେ ପ୍ରିଯତମା, ତୁମ୍ଭେ ସୁନ୍ଦରୀ ଅଟ, ହଁ ତୁମ୍ଭେ ମନୋଲୋଭା ଏବଂ ଆମ୍ଭମାନଙ୍କର ଶୟ୍ଯା ତାଜା ସବୁଜ ଘାସ ଅଟେ।
17ଏରସ କାଠ ଆମ୍ଭମାନଙ୍କ ଗୃହର କଡ଼ି ଓ ଦବଦୋରୁ କାଠ ଆମ୍ଭମାନଙ୍କର ବର୍ଗା।