Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
11 verses
1ରାତ୍ରି ରେ ବିଛଣା ରେ ମୁଁ ମାରେମନର ମଣିଷକୁ ଖାଜେିଲି ଯାହାକୁ ମୁଁ ପ୍ ରମେ କରେ। ମୁଁ ତାହାଙ୍କୁ ଖାଜେିଲି। କିନ୍ତୁ ମୁଁ ତାଙ୍କୁ ପାଇଲି ନାହିଁ।
2ମୁଁ କହିଲି, ମୁଁ ଏବେ ଉଠି ନଗର ଭ୍ରମଣ କରିବି। ଯାହାକୁ ମାରେ ପ୍ରାଣ ପ୍ ରମେ କରେ, ତାହାଙ୍କୁ ମୁଁ ଗଳିଗଳି ଛକଛକ ଖାଜେିବି। ମୁଁ ତାହାଙ୍କୁ ଖାଜେିଲି ମାତ୍ର ପାଇଲି ନାହିଁ।
3ନଗର ଭ୍ରମଣକାରୀ ପ୍ରହରୀମାନେ ମାେତେ ଦେଖିଲେ। ମୁଁ ସମାନଙ୍କେୁ ପଚାରିଲି, "ଯାହାଙ୍କୁ ମାରେ ପ୍ରାଣ ପ୍ ରମେ କରେ, ତାହାଙ୍କୁ ତୁମ୍ଭେ ଦେଖିଛ କି ?"
4ସମାନଙ୍କେୁ ଛାଡି଼ବାର ଅଳ୍ପକ୍ଷଣ ପ ରେ ଯାହାକୁ ମାରେ ପ୍ରାଣ ପ୍ ରମେ କରେ, ତାହାଙ୍କୁ ମୁଁ ପାଇଲି। ମୁଁ ତାଙ୍କୁ ମାରେ ମାଆର ଗୃହର କଠାେରୀକୁ ନଇଗେଲି, ଯେଉଁଠା ରେ ମୁଁ ଗର୍ଭ ରେ ସଞ୍ଚାରିତ ହାଇେଥିଲି, ମୁଁ ତାଙ୍କୁ ଧରି ରଖିଲି ଏବଂ ୟିବାକୁ ଦଲେି ନାହିଁ।
5ହେ ୟିରୁଶାଲମ ଚତୁପାଶର୍ବର କ୍ଷେତ୍ରସବୁ, କ୍ଷେତ୍ରର ହରିଣ ଓ କୃଷ୍ଣସାର ମୃଗଗଣର ନାମ ରେ ପ୍ରତିଜ୍ଞା କର। ଉଚିତ୍ ସମୟ ନ ହବୋ ୟାଏଁ ତୁମ୍ଭମାନେେ ପ୍ ରମେକୁ ଜାଗ୍ରତ କର ନାହିଁ।
6ସିଏ କିଏ ଅଟେ। ଯେଉଁ ସ୍ତ୍ରୀ ଲୋକ ଧୂମ୍ର ସ୍ତମ୍ଭ ତୁଲ୍ଯ ପ୍ରାନ୍ତରରୁ ଆସୁଅଛି। ଗନ୍ଧରସ ଓ କୁନ୍ଦୁରୁ ରେ, ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣ ରେ ସୁବାସିତା ହାଇେ।
7ଦେଖ, ତାହା ଶଲୋମନଙ୍କର ଘାଡ଼ୋ ଗାଡ଼ି। ସଠାେ ରେ ଷାଠିଏ ଜଣ ଇଶ୍ରାୟେଲୀୟ ରଥକୁ ଘରେି ଅଛନ୍ତି।
8ସେ ସମସ୍ତେ ଖଡ୍ଗଧାରି ଓ ୟୁଦ୍ଧ ରେ ନିପୁଣ। ରାତ୍ର କାଳ ରେ ଆଶଙ୍କା ହତେୁ। ପ୍ରେତ୍ୟକକର କଟି ଦେଶ ରେ ସ୍ବ ସ୍ବ ଖଡ୍ଗ ବନ୍ଧା ଥାଏ।
9ଶଲୋମନ ରାଜା ଆପଣା ପାଇଁ ଲିବା ନୋନ୍ର କାଠର ଏକ ପାଲିଙ୍କି ନିର୍ମାଣ କଲେ।
10ସେ ତହିଁରେ ସ୍ତମ୍ଭସବୁ ରୂପାର, ତହିଁର ତଳଭାଗ ସୁବର୍ଣ୍ଣର ଓ ତହିଁର ଆସନ ବାଇଗଣି ରଙ୍ଗର ଏବଂ ତହିଁର ଭିତର ପାଖଗୁଡ଼ିକ, ପ୍ ରମେ ନିମନ୍ତେ ୟିରୁଶାଲମର ଚତୁପାଶର୍ବର ଗ୍ରାମଗୁଡ଼ିକ ସାମଗ୍ରୀ ଦ୍ବାରା ସଜ୍ଜିତ ହାଇେଥିଲା।
11ଆଗୋ ସିୟୋନର କନ୍ଯାଗଣ, ତୁମ୍ଭମାନେେ ବାହା ରେ ୟାଇ ମୁକୁଟ ଭୂଷିତ ଶଲୋମନ ରାଜାଙ୍କୁ ଦେଖ। ତାହାଙ୍କ ବିବାହ ଦିନ ରେ ଓ ତାହାଙ୍କ ମନର ଆନନ୍ଦ ଦିନ ରେ ତାହାଙ୍କ ମାତା ତାହାଙ୍କୁ ସହେି ମୁକୁଟ ପିନ୍ଧାଇ ଅଛନ୍ତି।