Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
14 verses
1ଯଦି ତୁମ୍ଭେ ଏକ ପିଲା ହାଇେଥାନ୍ତ, ମାରେ େଛାଟ ଭାଇପରି ଯେ କି ମାେ ମା'ର କ୍ଷୀର ଖାଉଛି ଏବଂ ଯଦି ମୁଁ ତୁମ୍ଭକୁ ବାହା ରେ ଦେଖେ ଏବଂ ମୁଁ ତୁମ୍ଭକୁ ଚୁମ୍ବନ ଦିଏ କହେି ମାେତେ ଖରାପ ଭାବିବେ ନାହିଁ।
2ମୁଁ ତୁମ୍ଭକୁ ପଥ କଢ଼ାଇ ଆପଣା ମାତାଙ୍କ ଗୃହକୁ ନଇୟୋନ୍ତି। ସେ ମାେତେ ଶିକ୍ଷା ଦିଅନ୍ତେ। ମୁଁ ତୁମ୍ଭକୁ ସୁଗନ୍ଧି ମିଶ୍ରିତ ଦ୍ରାକ୍ଷାରସ, ମାହେର ଡ଼ାଳିମ୍ବ ରସ ପାନ କରାନ୍ତି।
3ତାହାଙ୍କ ବାମ ହସ୍ତ ମାେ ମସ୍ତକ ତଳେ ରହିବ ଓ ତାହାଙ୍କ ଦକ୍ଷିଣ ହସ୍ତ ମାେତେ ଆଲିଙ୍ଗନ କରିବ।
4ହେ ୟିରୁଶାଲମର ଚତୁପାଶର୍ବର କ୍ଷେତ୍ରସବୁ, ମାେ ନିକଟରେ ଶପଥ କର ଯେ, ଉଚିତ୍ ସମୟ ନ ହବୋ ପର୍ୟ୍ଯନ୍ତ ତୁମ୍ଭମାନେେ ପ୍ ରମେକୁ ଜାଗ୍ରତ କର ନାହିଁ।
5ଆପଣାର ପ୍ ରମେିକର ଉପ ରେ ଆଉଜି ପଡ଼ି ପ୍ରାନ୍ତରରୁ ୟିଏ ଆସୁଅଛି ସେ କିଏ ?
6ତୁମ୍ଭେ ମାେତେ ମାହେର ତୁଲ୍ଯ ଆପଣା ହୃଦଯ ରେ, ବାହୁଟି ତୁଲ୍ଯ ଆପଣା ବାହୁ ରେ ଧାରଣ କର। କାରଣ ପ୍ ରମେ ମୃତ୍ଯୁ ପରି ଶକ୍ତିଶାଳୀ ଅଟେ। ହୃଦଯର ଦହନ କବର ପରି ଦୃଢ଼ ଅଟେ। ଏହାର ଶିଖା ଏକ ଜଳନ୍ତା ନିଆଁ ପରି ଏବଂ ଏହା ଏକ ବିରାଟ ନିଆଁ ରେ ପରିଣତ ହାଇପୋ ରେ।
7ଅପାର ଜଳରାଶି ପ୍ ରମେକୁ ନିର୍ବାଣ କରି ନ ପା ରେ। କିଅବା ବନ୍ଯା ତାହା ବୁଡ଼ାଇ ନ ପା ରେ। ଯବେେ କହେି ଆପଣାର ସର୍ବସ୍ବ ବଦଳ ରେ ପ୍ ରମେ କିଣିବା ପାଇଁ ଚେଷ୍ଟା କରେ, ତବେେ ସେ ଲୋକ ସମସ୍ତଙ୍କ ଦ୍ବାରା ତୁଚ୍ଛୀକୃତ ହବେ।
8ଆମ୍ଭମାନଙ୍କର ଗୋଟିଏ ସାନ ଭଉଣୀ ଅଛି। ଏପର୍ୟ୍ଯନ୍ତ ତା'ର ସ୍ତନ ବୃଦ୍ଧି ହାଇେ ନାହିଁ। ଯଦି ଜଣେ ଲୋକ ଆ ସେ ଏବଂ ତାକୁ ବିବାହ କରିବାକୁ ପଚା ରେ, ତବେେ ଆମ୍ଭମାନେେ କ'ଣ କରିବା ?
9ଯବେେ ସେ ପ୍ରାଚୀର ସ୍ବରୂପା ହୁଏ। ତବେେ ଆମ୍ଭମାନେେ ତାକୁ ରୂପା ଗହଣା ରେ ଢ଼ାଙ୍କି ଦବେୁ। ଯଦି ସେ ଏକ ଦ୍ବାର ପରି ହୁଏ, ତବେେ ଆମ୍ଭମାନେେ ତାକୁ ଏରସ ପଟା ରେ ଆବରଣ କରିଦବେୁ।
10ମୁଁ ପ୍ରାଚୀର ସ୍ବରୂପା ଓ ମାହେର ସ୍ତନ ତହିଁରେ ଦୁର୍ଗସ୍ବରୂପ। ସହେି ସମୟରେ ସେ ମାେତେ ଜଣକ ପରି ବିବଚେନା କଲା, ୟିଏ ତୃପ୍ତି ଆଣେ।
11ବାଲ-ହାମାନେ ରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ସେ ଦ୍ରାକ୍ଷାକ୍ଷେତ୍ରଟିକୁ ରକ୍ଷକମାନଙ୍କ ହାତ ରେ ନ୍ଯସ୍ତ କଲେ। ପ୍ରେତ୍ୟକକ ରକ୍ଷକକୁ ତହିଁର ଫଳ ପାଇଁ 1,000 ରୂପାମୁଦ୍ରା ଦବୋକୁ ପଡ଼ିଲା।
12ମାହେର ଦ୍ରାକ୍ଷାକ୍ଷେତ୍ର ମାରେ ନିଜର। ହେ ଶ ଲୋମନ, ସହେି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳ ରକ୍ଷକମାନେ ଦୁଇଶହ ରେ ୗପ୍ୟ ମୁଦ୍ରା ପାଇବେ।
13ହେ ଉପବନ ବାସିନୀ, ମିତ୍ରଗଣ ତୁମ୍ଭର କଥା ଶୁଣନ୍ତି। ତୁମ୍ଭ ସ୍ବର ମାେତେ ମଧ୍ଯ ଶୁଣିବାକୁ ଦିଅ।
14ହେ ମାରେ ପ୍ରିଯତମ, ଚଞ୍ଚଳ ହୁଅ। ସୁଗନ୍ଧିମଯ ପର୍ବତ ଶ୍ ରଣେୀ ଉପ ରେ ତୁମ୍ଭେ ମୃଗ ବା ହରିଣ ଶାବକ ତୁଲ୍ଯ ହୁଅ।