Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
14 verses
1ତା'ପ ରେ ମାେ ସହିତ ଆଳାପ କରୁଥିବା ସହେି ସ୍ବର୍ଗଦୂତ ମାେ ନିକଟକୁ ଫରେିଆସିଲେ ଓ ମାେତେ ଜାଗ୍ରତ କରାଇଲେ। ମୁଁ ନିଦ୍ରାରୁ ଉଠିଲା ଲୋକ ପରି ଉଠିଲି।
2ତାହାପ ରେ ସହେି ସ୍ବର୍ଗଦୂତ ମାେତେ ପଚାରିଲେ, "ତୁମ୍ଭେ କ'ଣ ଦେଖୁଛ?"
3ସହେି ପାତ୍ରର ଦକ୍ଷିଣ ଓ ବାମ ପାଶର୍ବ ରେ ଗୋଟିଏ ଗୋଟିଏ ଅଲିଭ ବୃକ୍ଷ ଅଛି।"
4ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତଙ୍କୁ ମୁଁ ପଗ୍ଭରିଲି, " ମାରେ ମହାଶୟ, ଏଗୁଡିକ ସବୁ କଣ?"
5ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତ ଉତ୍ତର କଲେ, "ତୁମ୍ଭେ କ'ଣ ଜାଣ ନାହିଁ ଏଗୁଡିକ ସବୁ କ'ଣ?"
6ସେ କହିଲେ, "ଏହା ୟିରୁଦ୍ଦାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, 'ଏହା ପରାକ୍ରମ କି ବଳଦ୍ବାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।' ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି।
7ହେ ମହାନ୍ ପର୍ବତ! ତୁମ୍ଭେ କଣ? ୟିରୁଦ୍ଦାବିଲ ସମ୍ମୁଖ ରେ ତୁମ୍ଭେ ଗୋଟିଏ ସମତଳଭୂମି ପରି। 'ପରମେଶ୍ବରଙ୍କର ଏହା ଉପ ରେ କୃପା ହେଉ! ଧ୍ବନି ମଧିଅରେ ସେ କଣର ପ୍ରସ୍ତର ଆଣିବ।"'
8ସଦାପ୍ରଭୁ ଏହି ବାର୍ତ୍ତା ମାେତେ ପଠାଇଲେ।
9"ୟିରୁଦ୍ଦାବିଲ ଆମ୍ଭ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଓ ସେ ମନ୍ଦିର ନିର୍ମାଣର କାର୍ୟ୍ଯ ଶଷେ କରିବ। ତା'ପ ରେ ତୁମ୍ଭମାନେେ ଜାଣିବ ସର୍ବଶକ୍ତିମାନ୍ ସଦାପ୍ରଭୁ ମାେତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।
10ଯେଉଁମାନେ କି େଛାଟ ଜିନିଷଗୁଡିକୁ ଘୃଣା କରନ୍ତି, ସମାନେେ ଆନନ୍ଦ କରିବେ, ଯେତବେେଳେ ସମାନେେ ୟିରୁଦ୍ଦାବିଲଙ୍କ ହାତ ରେ ଓଳମ ଦେଖିବେ। ବର୍ତ୍ତମାନ ଏହି ସାତଟି ପାଶର୍ବ ସଦାପ୍ରଭୁଙ୍କର ଚକ୍ଷୁ, ଯାହା ସମଗ୍ର ପୃଥିବୀକୁ ଦେଖେ।"
11ତା'ପ ରେ ମୁଁ ତାଙ୍କୁ କହିଲି, "ଦ୍ବୀପରୂଖା ବାମ ଓ ଡାହାଣ ପଟେ ଦୁଇ ଦୁଇଟି ଅଲିଭ୍ ବୃକ୍ଷର ଅର୍ଥ କ'ଣ?"
12ମୁଁ ମଧ୍ଯ ତାଙ୍କୁ ପଗ୍ଭରିଲି, "ମୁଁ ଏହି ଯେଉଁ ଦୁଇ ଅଲିଭ୍ ଶାଖାଗୁଡିକରୁ ଅଲିଭ୍ ତୈଳ ସୁବର୍ଣ୍ଣ ନଳ ଦୁଇଟିକୁ ଢାଳୁଥିବାର ଦେଖୁଛି, ଏହାର ଅର୍ଥ କ'ଣ?"
13ତା'ପ ରେ ସହେି ସ୍ବର୍ଗଦୂତ ଉତ୍ତର କଲେ, "ତୁମ୍ଭେ ଏଗୁଡିକର ଅର୍ଥ କ'ଣ ଜାଣ ନାହିଁ?"
14ତେଣୁ ସେ ଉତ୍ତର ଦେଲେ, "ଏହି ଅଭିଷିକ୍ତ ଦୁଇଜଣ ୟିଏ ଠିଆ ହୁଅନ୍ତି ସମଗ୍ର ପୃଥିବୀ ପାଇଁ ସଦାପ୍ରଭୁଙ୍କର ପ୍ରତିନିଧି ଅଟନ୍ତି।"