Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
17 verses
1ସେଥିପାଇଁ ମୁଁ ଠିକ୍ କରିଥିଲି, ଏହିଥର ଗଲେ ମୁଁ ତୁମ୍ଭମାନଙ୍କୁ ଯେପରି କଷ୍ଟ ନ ଦିଏ।
2ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖିତ କରେ, ତବେେ କିଏ ମାେତେ ସୁଖୀ କରିବ। କବଳେ ତୁମ୍ଭମାନେେ ମାେତେ ସୁଖ ଦଇପୋରିବ ଯେଉଁମାନଙ୍କୁ ମୁଁ ପୂର୍ବରୁ ଦୁଃଖ ଦଇେଛି।
3ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ପତ୍ର ଲେଖିଲି, ଯେ ହତେୁ ମୁଁ ଯେତବେେଳେ ତୁମ୍ଭମାନଙ୍କ ପାଖକୁ ଆସିବି, ଯେଉଁମାନଙ୍କ ଠାରୁ ମାେତେ ଆନନ୍ଦ ମିଳିବା କଥା, ସମାନଙ୍କେ ଠାରୁ ମାେତେ ଦୁଃଖ ନ ମିଳୁ। ତୁମ୍ଭମାନଙ୍କଠା ରେ ମାରେ ବିଶ୍ବାସ ଅଛି ଯେ, ତୁମ୍ଭମାନେେ ମାରେ ସହିତ ଆନନ୍ଦ କରିବ।
4ପୂର୍ବରୁ ମୁଁ ଯେତବେେଳେ ତୁମ୍ଭକୁ ଲେଖିଥିଲି, ସେତବେେଳେ ମାେ ହୃଦୟ ରେ ଅଧିକ ବଦନୋ ଓ ଦୁଃଖ ଥିଲା। ମୁଁ ଆଖି ରେ ଲୁହ ଗଡ଼ାଇ ଲେଖିଥିଲି। ତୁମ୍ଭମାନଙ୍କୁ ଦୁଃଖ ଦବୋ ମାରେ ଉଦ୍ଦେଶ୍ଯ ନ ଥିଲା। ତୁମ୍ଭମାନଙ୍କ ପାଇଁ ମାରେ ପ୍ ରମରେ ମାତ୍ରା କେତେ ଅଧିକ, ଏହା ଯେପରି ତୁମ୍ଭମାନେେ ଜାଣିପାରିବ ଏଥିପାଇଁ ଏହା ଲେଖିଲି।
5ଯଦି ତୁମ୍ଭମାନଙ୍କ ଭିତରୁ କିଏ ଜଣେ ମାେତେ ଦୁଃଖିତ କରିଛି, ସେ କବଳେ ମାେତେ ଦୁଃଖିତ କରି ନାହିଁ, ବରଂ କିଛି ନା କିଛି ମାତ୍ରା ରେ ତୁମ୍ଭମାନଙ୍କୁ ମଧ୍ଯ କରିଛି।
6ଏହି ଲୋକକୁ ତୁମ୍ଭମାନେେ ମିଶି ଯାହା ଦଣ୍ଡ ଦଇେଛ, ତାହା ୟଥେଷ୍ଟ ହେଲାଣି।
7କିନ୍ତୁ ଏବେ ତୁମ୍ଭମାନେେ ତାହାକୁ କ୍ଷମା ଦବୋ ଉଚିତ୍ ଓ ତାହାକୁ ସାନ୍ତ୍ବନା ପ୍ରଦାନ କରିବା ଉଚିତ। ଏହା ତାହାକୁ ଉତ୍ସାହିତ କରିବ ଓ ସେ ଅଧିକ ଦୁଃଖ ରେ ଭାଙ୍ଗି ପଡ଼ିବ ନାହିଁ।
8ସେଥିପାଇଁ ମାରେ ଅନୁ ରୋଧ ଯେ, ତୁମ୍ଭମାନେେ ତା'ପ୍ରତି ପୁନର୍ବାର ତୁମ୍ଭମାନଙ୍କର ପ୍ ରମେଭାବ ଦଖାେଅ।
9ତୁମ୍ଭମାନେେ ମାରେ ସମସ୍ତ କଥାର ଆଜ୍ଞାକାରୀ ହେଉଛି ନା ନାହିଁ, ଏହା ପରୀକ୍ଷା କରିବାକୁ ମୁଁ ତୁମ୍ଭମାନଙ୍କୁ ଲେଖିଲି।
10ତୁମ୍ଭମାନେେ ଯଦି କାହାକୁ କ୍ଷମା କର, ମୁଁ ମଧ୍ଯ ତାହାକୁ କ୍ଷମା କରି ଥାଏ, ତାହା ମୁଁ ତୁମ୍ଭମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତି ରେ କ୍ଷମା କରିଛି।
11ଏପରି କରିବା ଉଦ୍ଦେଶ୍ଯ ଯେ, ଶୟତାନ ଆମଠାରୁ ବିଜୟ ନ ହେଉ। ଆମ୍ଭେ ଶୟତାନର ଯୋଜନାଗୁଡ଼ିକ ବିଷୟ ରେ ଅତି ଭଲ ଭାବରେ ଜାଣୁ।
12ମୁଁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ପ୍ରଚାର କରିବା ପାଇଁ ତ୍ରୋଯା ନଗରକୁ ଯାଇଥିଲି। ପ୍ରଭୁ ସଠାେରେ ମାେତେ ଭଲ ସୁଯୋଗଟିଏ ଦେଲେ।
13ସଠାେରେ ମାେ ଭାଇ ତିତସକୁ ନ ପାଇ ମୁଁ ମାେ ମନ ରେ ଶାନ୍ତି ହରାଇଲି। ସେଥିପାଇଁ ସମାନଙ୍କେଠାରୁ ବିଦାୟ ନଇେ ମୁଁ ମାକିଦନିଆକୁ ଗଲି।
14ପରମେଶ୍ବର ହେଉଛନ୍ତି ଧନ୍ଯ। ସେ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଆମ୍ଭ ବିଜୟ ଅଭିଯାନ ରେ ସର୍ବଦା ମାର୍ଗ ଦର୍ଶନ କରାନ୍ତି। ଆମ୍ଭ ମାଧ୍ଯମ ରେ ସେ ପ୍ରେତ୍ୟକକ ସ୍ଥାନ ରେ ତାହାଙ୍କ ଜ୍ଞାନର ମଧୁର ସୁଗନ୍ଧି ପ୍ରସାର କରନ୍ତି।
15ଆମ୍ଭର ଉତ୍ସର୍ଗ ବଳି ପରମେଶ୍ବରଙ୍କ ପାଇଁ ହେଉଛି ଏହା : ଯେଉଁ ଲୋକମାନେ ଉଦ୍ଧାର ପାଇଛନ୍ତି ଏବଂ ଯେଉଁମାନେ ପାଇ ନାହାଁନ୍ତି, ସମାନଙ୍କେ ପାଇଁ ଆମ୍ଭମାନେେ ଖ୍ରୀଷ୍ଟଙ୍କ ମଧୁର ସୁଗନ୍ଧି।
16ଯେଉଁମାନେ ନଷ୍ଟ ହାଇେ ଯାଇଛନ୍ତି, ସମାନଙ୍କେ ଲାଗି ଆମ୍ଭମାନେେ ମୃତ୍ଯୁର ଦୁର୍ଗନ୍ଧ ସ୍ବରୂପ ଅଟୁ। କିନ୍ତୁ ଯେଉଁମାନେ ଉଦ୍ଧାର ପାଇଛନ୍ତି, ଆମ୍ଭେ ସମାନଙ୍କେ ଲାଗି ଜୀବନର ସୁଗନ୍ଧି ଅଟୁ। ଅତଏବ ପ୍ରଶ୍ନ ଏହା ଯେ, ଏହି କାମ କରିବା ପାଇଁ କିଏ ସମର୍ଥ ?
17ଅନକେ ଯେପରି କରନ୍ତି, ସପରେି ଆମ୍ଭେ ନିଜ ଲାଭ ପାଇଁ ପରମେଶ୍ବରଙ୍କ ବାକ୍ଯ ବିକ୍ରୀ କରୁ ନାହୁଁ, କିନ୍ତୁ ଆମ୍ଭମାନେେ ପରମେଶ୍ବରଙ୍କ ସାକ୍ଷାତ ରେ ଖ୍ରୀଷ୍ଟଙ୍କଠା ରେ ଥାଇ ସତ୍ଯ କହୁ। ପରମେଶ୍ବରଙ୍କ ପ୍ ରରେିତ ଲୋକ ଭଳି କଥା କହୁ।