Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
22 verses
1ହେ ମାରେ ପୁତ୍ର, ମାରେବାକ୍ଯ ଗ୍ରହଣ କର। ମାରେ ନିର୍ଦ୍ଦେଶ ମନେ କର।
2ଜ୍ଞାନକୁ ଶୁଣ ଏବଂ ବୁଝିବା ପାଇଁ ତୀକ୍ଷ୍ମ ମନ ପ୍ରଯୋଗ କର।
3ସୁବିବଚେନା ପ୍ରତି ଡ଼ାକ ପକାଅ। ବୁଦ୍ଧି ନିମନ୍ତେ ଉଚ୍ଚସ୍ବର କର।
4ନ୍ଯାଯ ରୂପା ତୁଲ୍ଯ ଅଟେ, ତାକୁ ଖାଜେ। ପୋତାଧନ ପରି ତା'ର ଅନେଷ୍ବଣ କର।
5ଯଦି ତୁମ୍ଭେ ଏପରି କର। ତବେେ ତୁମ୍ଭେ ସଦାପ୍ରଭୁଙ୍କ ବିଷଯକ ଭୟ ବୁଝିବ ଓ ପରମେଶ୍ବରଙ୍କ ବିଷଯକ ତତ୍ତ୍ବଜ୍ଞାନ ପାଇବ।
6ଯେ ହତେୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି। ତାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ।
7ସେ ସତ୍ ଲୋକଙ୍କ ପାଇଁ ତତ୍ତ୍ବଜ୍ଞାନ ସଞ୍ଚଯ କରନ୍ତି। ସେ ନିରୀହ ଲୋକମାନଙ୍କର ଢ଼ାଲ ସ୍ବରୂପ ଅଟନ୍ତି।
8ସେ ଯେଉଁ ଲୋକମାନେ ନ୍ଯାଯ ପଥରେ ଚାଲନ୍ତି, ସମାନଙ୍କେୁ ରକ୍ଷା କରନ୍ତି ଏବଂ ତାଙ୍କର ପବିତ୍ର ଲୋକମାନଙ୍କର ଗତି ସୁରକ୍ଷିତ କରନ୍ତି।
9ତେଣୁ ତୁମ୍ଭେ ଧାର୍ମିକତା, ସୁବିଚାର, ନ୍ଯାଯ, ଓ ମଙ୍ଗଳର ପ୍ରେତ୍ୟକକ ସୁପଥ ଜାଣିବ।
10ଜ୍ଞାନ ତୁମ୍ଭ ହୃଦଯ ରେ ପ୍ରବେଶ କରିବ, ବିଦ୍ଯା ତୁମ୍ଭ ପ୍ରାଣର ଆନନ୍ଦଦାୟକ ହବେ।
11ଜ୍ଞାନ ତୁମ୍ଭକୁ ରକ୍ଷା କରିବ, ପରିଣାମଦର୍ଶୀତା ତୁମ୍ଭର ପ୍ରହରୀ ହବେ।
12ସତର୍କତା ଓ ବୁଝାମଣା ଦୁଷ୍ଟ ଲୋକମାନଙ୍କ ପରି ଭୁଲ୍ ପଥରେ ଜୀବନଧାରଣରୁ ତୁମ୍ଭକୁ ରକ୍ଷା କରିବ, ଲୋକମାନଙ୍କଠାରୁ, ଯେଉଁମାନେ ମନ୍ଦ କଥା କହନ୍ତି।
13ସମାନେେ ସତ୍ଯପଥ ପରିତ୍ଯାଗ କରି କୁପଥରେ ବାସ କରନ୍ତି।
14ସମାନେେ ଆନନ୍ଦ ପାଆନ୍ତି, ଯେତବେେଳେ ସମାନେେ କୁକର୍ମ କରନ୍ତି ଏବଂ ମନ୍ଦତାକୁ ସମାନେେ ଉପ ଭୋଗ କରନ୍ତି।
15ସମାନଙ୍କେର ରାସ୍ତା ମାେଡ଼ି ହବୋ ଅବସ୍ଥା, ସମାନଙ୍କେର ରାସ୍ତା ବକ୍ର ଅଟେ।
16ଜ୍ଞାନ ତୁମ୍ଭକୁ ପର ସ୍ତ୍ରୀ ଓ ୟିଏ ବ୍ଯଭିଚାରୀ ଚାଟୁବାଦିନୀ ଲୋକଠାରୁ ମଧ୍ଯ ରକ୍ଷା କରିବ।
17ସେ ୟୁବାବସ୍ଥା ରେ ବିବାହ କରିଥିବ। କିନ୍ତୁ ସେ ତା'ର ସ୍ବାମୀକୁ ଛାଡ଼ି ଥିବ। ପରମେଶ୍ବରଙ୍କ ଠା ରେ ଶପଥ କରି ବିବାହ କରିଥିବା କଥା ସେ ଭୁଲି ୟିବ।
18ଯେଉଁ ରାସ୍ତା ତାହାର ଘର ଆଡ଼କୁ, ତାହାର ମୃତ୍ଯୁ ଆଡ଼କୁ ଗଡ଼ଇବେ। ତୁମ୍ଭେ ଯଦି ତାକୁ ଅନୁସରଣ କର ସେ ତୁମ୍ଭକୁ କବରଖାନାକୁ ଆଗଇେ ନବେ।
19ସେ ନିଜେ ଏକ କବରପରି, ଯେଉଁମାନେ ତା'ର ନିକଟକୁ ୟାଆନ୍ତି ସମାନେେ ସମାନଙ୍କେର ଜୀବନ ହରାଇବେ, ସମାନେେ ଫରେି ପାରିବେ ନାହିଁ।
20ଜ୍ଞାନୀମାନଙ୍କୁ ଅନୁସରଣ କରିବା ପାଇଁ, ଜ୍ଞାନ ତୁମ୍ଭକୁ ସାହାୟ୍ଯ କରିବ। ଉତ୍ତମ ଲୋକର ମାର୍ଗ ଅନୁସରଣ ପାଇଁ, ଜ୍ଞାନ ତୁମ୍ଭର ସହାୟ ହବେ।
21ସରଳ ଲୋକମାନେ ଦେଶ ରେ ବାସ କରିବେ। ନିର୍ଦ୍ଦୋଶୀମାନେ ତହିଁରେ ରହିବେ।
22ଦୁଷ୍ଟଗଣ ଦେଶରୁ ଉଚ୍ଛିନ୍ନ ହବେେ ଓ ବିଶ୍ବାସଘାତକମାନେ ତହିଁରୁ ଉତ୍ପୀଡ଼ନ ହବେେ।