Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
9 verses
1ଆମ୍ଭମାନେେ ବାବିଲୀଯ ନଦୀ ନିକଟରେ ସିୟୋନକୁ ସ୍ମରଣ କଲା ବେଳେ ସଠାେରେ ବସି ରୋଦନ କଲୁ।
2ଆମ୍ଭମାନେେ ସଠାେରେ ଥିବା ବାଇଶୀ ବୃକ୍ଷରେ ନିଜ ନିଜର ବୀଣା ଟଙ୍ଗାଇ ରଖିଲୁ।
3ବାବିଲରେ ଯେଉଁ ଲୋକମାନେ ଆମ୍��ମାନଙ୍କୁ ବନ୍ଦୀ କରିଥିଲେ, ଆମ୍ଭେ ଗୀତ ଗାଉ ବୋଲି ସମାନେେ ଚାହିଁଲେ। ସମାନଙ୍କେର ମନୋରଞ୍ଜନ କରିବାକୁ ସମାନେେ ଆମ୍ଭମାନଙ୍କୁ ଡାକିଲେ : ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।
4କିନ୍ତୁ ଆମ୍ଭମାନେେ ସଦାପ୍ରଭୁଙ୍କର ଗୀତ କିପରି ବିଦେଶରେ ଗାନ କରିପାରିବା।
5ହେ ୟିରୁଶାଲମ, ୟଦି ମୁଁ ତୁମ୍ଭକୁ ଭୁଲେ, ତବେେ ମାରେ ଦକ୍ଷିଣ ହସ୍ତ ଆପଣାର କର୍ମ କୌଶଳ ପାଶାରେି ଯାଉ।
6ହେ ୟିରୁଶାଲମ, ୟଦି ମୁଁ ତୁମ୍ଭକୁ କବେେ ଭୁଲେ, ତବେେ ମାରେ କାମନା କି ମୁଁ ଆଉ କୌଣସି ଗୀତ ଗାଇ ପାରିବି ନାହିଁ।
7ମୁଁ ପ୍ରତିଜ୍ଞା କରୁଅଛି ୟେ, ୟିରୁଶାଲମ ସର୍ବଦା ମାରେ ଆନନ୍ଦ ଧାମ ହାଇେ ରହିବ। ହେ ସଦାପ୍ରଭୁ, ଇଦୋମୀଯମାନଙ୍କୁ ସ୍ମରଣ କର ଏବଂ ୟିରୁଶାଲମ ଅବରୋଧ ହବୋ ସମୟ ସମାନେେ ୟାହା କଲେ ସେଥିପାଇଁ ସମାନଙ୍କେୁ ଦଣ୍ଡିତ କର। ସ୍ମରଣ କର ସମାନେେ କିପରି ଚିତ୍କାର କଲେ, "ଏହି କୋଠାଘରକୁ ଧ୍ବଂସ କର !ସମାନଙ୍କେୁ ଟାଣିଆଣି ଧୂଳିରେ ମିଶାଇ ଦିଅ।
8ହେ ବାବିଲୋନ, ତୁମ୍ଭେ ଧ୍ବଂସ ହବେ! ମୁଁ ୟେ କୌଣସି ଲୋକକୁ ଆଶୀର୍ବାଦ ଦବେି, ୟିଏ ତୁମ୍ଭକୁ ପ୍ରତିଦାନ ଦବେ, ୟାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।
9ମୁଁ ୟେ କୌଣସି ବ୍ଯକ୍ତିକୁ ଆଶୀର୍ବାଦ ଦବେି, ୟିଏ ତୁମ୍ଭର ଶିଶୁଗଣକୁ ତୁମ୍ଭଠାରୁ ଛଡ଼ାଇ ଆଣିବ ଏବଂ ସମାନଙ୍କେୁ ପଥରରେ ପିଟି ଦବେ।