Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
8 verses
1ହେ ପରମେଶ୍ବର, ମୁଁ ମାରେ ହୃଦଯ ସହିତ ତୁମ୍ଭର ପ୍ରଶଂସା ଗାନ କରିବି। ସମସ୍ତ ଦବେତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
2ହେ ପରମେଶ୍ବର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ��ଡବତ କରିବି। ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ଯତାକୁ ପ୍ରଶଂସା କରିବି। ତୁମ୍ଭେ ପ୍ରସିଦ୍ଧ ଅଟ ଏବଂ ୟାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ଯ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
3ହେ ପରମେଶ୍ବର, ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ଡ଼ାକିଲି। ତୁମ୍ଭେ ମାେତେ ଉତ୍ତର ଦଲେ !ତୁମ୍ଭେ ମାେତେ ସାହାସୀ ଏବଂ ଶକ୍ତ କଲ।
4ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ, ଯେତବେେଳେ ସମାନେେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
5ସମାନେେ ସଦାପ୍ରଭୁଙ୍କର ପଥ ବିଷଯରେ ଗାନ କରିବେ, କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ୍।
6ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ଯ ଅଟନ୍ତି। କିନ୍ତୁ ଏପର୍ୟ୍ଯନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି। କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି ଗର୍ବୀ ଲୋକମାନେ କ'ଣ କରୁଛନ୍ତି।
7ହେ ସଦାପ୍ରଭୁ, ୟଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମାେତେ ଜୀବିତ ରଖ। ୟଦି ମାରେ ଶତ୍ରୁଗଣ ତବେେ ମାେ ଉପରେ କୋର୍ଧ କରନ୍ତି, ତୁମ୍ଭେ ସମାନଙ୍କେଠାରୁ ମାେତେ ବଞ୍ଚାଅ।
8ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମାେତେ ଦିଅ। ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ। ତଣେୁ ଆମ୍ଭକୁ ପରିତ୍ଯାଗ କର ନାହିଁ।