Loading Bible Translation
First-time download in progress. This may take a few seconds…
Oriya Bible Wordproject Bible
6 verses
1କବଳେ ନିର୍ବୋଧଗଣ ଭାବନ୍ତି, ପରମେଶ୍ବର ନାହାନ୍ତି। ସମାନେେ ଦୁର୍ନିତୀଗ୍ରସ୍ତ ଓ ସମାନଙ୍କେର କୁକର୍ମଗୁଡ଼ିକ ଭୟଙ୍କର, ଓ ସମାନଙ୍କେ ମଧ୍ଯରୁ କହେି ଭଲକାମ କରନ୍ତି ନାହିଁ।
2ପରମେଶ୍ବର ସ୍ବର୍ଗରୁ ସମସ୍ତ ମନୁଷ୍ଯ ସମାଜକୁ ନିରୀକ୍ଷଣ କରନ୍ତି। ସେ ଲକ୍ଷ୍ଯ କରନ୍ତି, ୟଦି କହେି ଜ୍ଞାନୀ ବ୍ଯକ୍ତି ପରମେଶ୍ବରଙ୍କୁ ଅନ୍ବଷେଣ କରେ।
3ସମାନଙ୍କେର ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କଠାରୁ ବିମୁଖ ହାଇେଛନ୍ତି। ସେ ସମସ୍ତେ ଅଶୁଚି ହାଇେଅଛନ୍ତି। କୌଣସି ଲୋକ ସମାନଙ୍କେ ମଧ୍ଯରୁ ସୁକର୍ମ କରି ନାହାନ୍ତି। ନାଁ, ଜଣେ କହେି ନାହିଁ !
4ପରମେଶ୍ବର କହନ୍ତି, "ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ ? ଅଧର୍ମାଚାରୀମାନେ ଖାଦ୍ୟଗ୍ରାସ କଲାପରି ମାେ ଲୋକମାନଙ୍କୁ ଗ୍ରାସ କରୁଛନ୍ତି ଏବଂ ସମାନେେ ମାେତେ ପ୍ରାର୍ଥନା କରନ୍ତି ନାହିଁ।"
5କିନ୍ତୁ ସହେି ଅଧର୍ମାଚାରୀ ଲୋକମାନେ ଭୟଭୀତ ହବେେ। ଏପରି ସମାନେେ ପୂର୍ବରୁ କବେେ ଭୟଭୀତ ହାଇେ ନ ଥିବେ। ଇଶ୍ରାୟେଲ, ସହେି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି। କିନ୍ତୁ ପରମେଶ୍ବର ସମାନଙ୍କେୁ ପରିତ୍ଯାଗ କରିଛନ୍ତି। ତୁମ୍ଭମାନେେ ସମାନଙ୍କେୁ ପରାସ୍ତ କରିବ ଏବଂ ପରମେଶ୍ବର ସମାନଙ୍କେର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।
6ମୁଁ ଇଚ୍ଛାକରେ, ସହେି ବିଜଯ ସିୟୋନ ପର୍ବତରୁ ଇଶ୍ରାୟେଲକୁ ଆସନ୍ତା ! ଯେତବେେଳେ ପରମେଶ୍ବର ଆପଣା ଲୋକମାନଙ୍କୁ ପୁଣିଥରେ ବନ୍ଦୀତ୍ବରୁ ଆଣିବେ, ସେ ତବେଳେେ ୟାକୁବ ଆନନ୍ଦିତ ହବେେ ଏବଂ ଇଶ୍ରାୟେଲ ଉଲ୍ଲସିତ ହବେ।